Latest Odisha News

BREAKING NEWS

ଘଟଗାଁ ମା’ ତାରିଣୀ ମନ୍ଦିରରେ ଦୀପ ନିଆଁରେ ଜଳିଗଲେ ମହିଳା ଶ୍ରଦ୍ଧାଳୁ

ଘଟଗାଁ: କେନ୍ଦୁଝର ଜିଲ୍ଲା ଘଟଗାଁ ତାରିଣି ମନ୍ଦିରରେ ଆଜି ଏକ ଅଘଟଣ ଘଟିଛି । ଦୀପ ଷ୍ଟାଣ୍ଡରେ ଦୀପ ଜାଳୁଥିବା ବେଳେ ଜଣେ ମହିଳାଙ୍କ ଶାଢ଼ୀରେ ନିଆଁ ଲାଗିଯିବାରୁ ମହିଳା ଜଣଙ୍କ ଗୁଗୁରୁତର ହୋଇଛନ୍ତି । ତାଙ୍କୁ ପ୍ରଥମେ ଘଟଗାଁ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର…

ମୋତେ ଅନେକ ସ୍ୱପ୍ନ ଦେଖାଇଲ; ସୁଇସାଇଡ୍ ନୋଟ୍ ଲେଖି ଜୀବନ ହାରିଲେ ଡାକ୍ତରୀ ଛାତ୍ରୀ

ମେରୁଟ: ମା' ଓ ବାପା, ମୁଁ ତୁମକୁ ବହୁତ ଭଲ ପାଏ। ତୁମେ ମୋତେ ଅନେକ ସ୍ୱପ୍ନ ଦେଖାଇଲ, ମୋତେ ସେଗୁଡିକ ପୂରଣ କରିବାର ଥିଲା। ମୋତେ ଜୀବନରେ ବହୁତ ଆଗକୁ ଯିବାକୁ ଥିଲା। କିନ୍ତୁ ମୁଁ କିଛି କରିପାରିଲି ନାହିଁ। ମୁଁ ଡାକ୍ତର ହେବାର ଯୋଗ୍ୟ ନୁହେଁ। ମା, ବାପା ଏବଂ ମୋ ଭଉଣୀ। ତୁମେ ସମସ୍ତେ ମୋର…

ନୂଆଦିଲ୍ଲୀ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ: ପାରମ୍ପରିକ ଆସନ ନୂଆ ଦିଲ୍ଲୀରୁ ନିର୍ବାଚନ ଲଢ଼ିବେ ଦିଲ୍ଲୀ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ୍‌ ଆଦମୀ ପାର୍ଟି ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ୱାଲ। ସେହିପରି କାଳକାଜିରୁ ନିଜର ଭାଗ୍ୟ ପରୀକ୍ଷା କରିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ମାର୍ଲେନା।  ଆପ୍‌ ରବିବାର ଜାରି କରିଥିବା…

ବାହାଘର ନେଇ ବଡ ଖୁଲାସା କଲେ ତାପସୀ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁ ତାଙ୍କ ବାହାଘର ନେଇ ଏକ ବଡ ଖୁଲାସା କରିଛନ୍ତି । ଚଳିତ ବର୍ଷ ମାର୍ଚ୍ଚରେ ସେ ତାଙ୍କ ଦୀର୍ଘ ଦିନର ବୟଫ୍ରେଣ୍ଡ ତଥା ପୂର୍ବତନ ବ୍ୟାଡମିଂଟନ ଖେଳାଳି ମାଥିସ ବୋଏଙ୍କୁ ବିବାହ କରିବା ନେଇ ଚର୍ଚ୍ଚାରେ ରହିଥିଲେ । ଏବେ ସେ କହିଛନ୍ତି, ୨୦୨୩ ଡିସେମ୍ବରରେ…

ବିଦେଶ ଭ୍ରମଣରେ ଯିବା ପୂର୍ବରୁ ଏହି ଗୁରୁତ୍ଵପୂର୍ଣ୍ଣ ଜିନିଷ ପ୍ରତି ଧ୍ୟାନ ଦିଅନ୍ତୁ..

ନୂଆଦିଲ୍ଲୀ: ବିଦେଶ ଭ୍ରମଣରେ ଯିବା ସର୍ବଦା ରୋମାଞ୍ଚକର ହୋଇଥାଏ | ଏକ ନୂଆ ଦେଶ ଭ୍ରମଣ କରିବା, ସେଠାକାର ଲୋକଙ୍କୁ ଭେଟିବା ଏବଂ ସେଠାକର ସଂସ୍କୃତି ଜାଣିବା ଏକ ନିଆରା ଅନୁଭୂତି ଦେଇଥାଏ | ତେଣୁ, କିଛି ଟଙ୍କା ସଞ୍ଚୟ କରି, ଜୀବନରେ ଥରେ ଆପଣ ନିଶ୍ଚିତ ଭାବରେ ଏକ ଅନ୍ତର୍ଜାତୀୟ ଯାତ୍ରା କରିବା…

ଅମିତ ଶାହଙ୍କୁ ଭେଟିଲେ ବରୁଣ ଧୱନ; କହିଲେ, ଆମେ ବେବି… 

ନୂଆଦିଲ୍ଲୀ: ବରୁଣ ଧୱନ ନିଜର ଅପକମିଂ ଚଳଚ୍ଚିତ୍ର 'ବେବି ଜନ୍'ର ପ୍ରମୋସନ ପାଇଁ ଦିଲ୍ଲୀ ଗସ୍ତ କରିଥିଲେ। ଏହି ଅବସରରେ ସେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ସାକ୍ଷାତ କରିଥିଲେ। ଏହି ସାକ୍ଷାତକାରର ଏକ ଫଟୋ ରବିବାର ଦିନ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରି ଏହାକୁ ଆନନ୍ଦଦାୟକ…

ଅଟୋ ଚାଳକଙ୍କ ଗଳାକାଟି ହତ୍ୟା କଲେ ଦୁର୍ବତ୍ତ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଟିକିରି ଥାନା ଅଞ୍ଚଳରେ ଘଟିଛି ଏକ ଅଘଟଣ । ରାସ୍ତା ମଝିରେ ଅଟୋ ଚାଳକଙ୍କ ଗଳା କାଟିଦେଲେ ଦୁର୍ବୁତ୍ତ । ମୃତକ ହେଲେ ବଳରାମ ଖରା । ତାଙ୍କ ଘର କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଗାରିଡ଼ି ଗାଁରେ । ଘଟଣାରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ।…

ଜୟପୁରରେ ବିକାଶ ମୁଳକ କାଯ୍ୟର ଲୋକାର୍ପଣ ଓ ଭିତ୍ତି ପ୍ରସ୍ତର ଦେଲେ ମୁଖ୍ୟମନ୍ତ୍ରୀ

କୋରାପୁଟ: କୋରାପୁଟ ଜିଲ୍ଲାର ଜୟପୁର ଫୁଲବାଡ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିକାଶ ମୁଳକ କାଯ୍ୟର ଲୋକାର୍ପଣ ଓ ଭିତ୍ତି ପ୍ରସ୍ତର ଦେଇଛନ୍ତି । ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନୁତନ କୋଠା, ସରକାରୀ ଆବାସୀକ ଗୃହ, ଏୟାରପୋର୍ଟର ନବ ନିର୍ମିତ ଟର୍ମିନାଲ କୋଠା ଲୋକାର୍ପଣ…

ଚନ୍ଦ୍ରଭାଗା କୂଳରେ କୁମ୍ଭୀର ଆତଙ୍କ

ଭୁବନେଶ୍ୱର: ସମୁଦ୍ର କୂଳରେ ଏକ ଇଷ୍ଟୁଆରିନ୍ କୁମ୍ଭୀର ଦେଖାଯିବା ପରେ ରବିବାର ଦିନ କୋଣାର୍କର ଚନ୍ଦ୍ରଭାଗା ଆତଙ୍କ ଖେଳିଯାଇଛି। ଏନେଇ ସୂଚନା ପାଇବା ପରେ ଭୁବନେଶ୍ୱର ସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ଆସିଥିବା ଏକ ସ୍ୱତନ୍ତ୍ର ଟିମ୍ ସହିତ ବନ ବିଭାଗର ଅଧିକାରୀମାନେ ମିଶି ସମୁଦ୍ର…

ଗୋଲାପୀ ରଙ୍ଗର ଚାଦରରେ ଘୋଡେଇ ହୋଇଛି ମାୟାନଗରୀ, ସୃଷ୍ଟି କରୁଛି ବିଦେଶର ଭ୍ରମ

ମୁମ୍ବାଇ: ବର୍ତ୍ତମାନ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇର ଇଷ୍ଟର୍ଣ୍ଣ ଏକ୍ସପ୍ରେସୱେରେ ଗୋଲାପୀ ରଙ୍ଗର ସୁନ୍ଦରତା ଖେଳିଯାଇଛି । ଏଠାକାର ଦୃଶ୍ୟ ଦେଖି ଆପଣ ଅନୁଭବ କରିବେ ଯେପରି ଆପଣ ଏକ ବିଦେଶକୁ ଆସିଛନ୍ତି । ସୁନ୍ଦର ଗୋଲାପୀ ରଙ୍ଗର ଫୁଲ ଥିବା ଗଛଗୁଡିକ ମୁମ୍ବାଇର ବିକ୍ରୋଲିରେ ଲଗାଯାଇଛି,…