ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଭଳି ସହାୟତା ବଢ଼ାଇବାକୁ ପିଏମ୍ଙ୍କୁ ଆନ୍ଧ୍ର ସିଏମ୍ଙ୍କ ନିବେଦନ
ନୂଆଦିଲ୍ଲୀ: ଗୁରୁବାର ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା ଏବଂ ଅନ୍ୟାନ୍ୟ କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟିଛନ୍ତି। ଏହି ସମୟରେ ନାଇଡୁ ବିଭିନ୍ନ ପ୍ରକଳ୍ପ ତଥା ରାଜଧାନୀ ଅମରାବତୀକୁ ବ୍ୟାପକ ଆର୍ଥିକ ସହାୟତା ପାଇଁ…