ଏହିଠାରେ ଅଛି ୧୧ ଫୁଟର ପ୍ରଭୁ ଭେଙ୍କଟଶ୍ୱରଙ୍କ ବିଗ୍ରହ
ହାଇଦ୍ରାବାଦ: ଭାରତୀୟ ସଂସ୍କୃତି ସାରା ପୃଥିବୀରେ ମହାନ। ଏହାର ମନ୍ଦିର ନିର୍ମାଣ ଶୈଳୀ ମଧ୍ୟ ବିରଳ। କାରଣ ଭାରତରେ ବିଭିନ୍ନ ସହରରେ ମନ୍ଦିର ନିର୍ମାଣ ଶୈଳୀ ମଧ୍ୟ ଭିନ୍ନ ଧରଣର ହୋଇଥାଏ। ଏହିପରି ଏକ ମନ୍ଦିର ହେଉଛି ବିରଳା ମନ୍ଦିର । ବିରଳା ମନ୍ଦିର ଭାରତର ତେଲେଙ୍ଗାନା ରାଜ୍ୟସ୍ଥିତ …