ଶ୍ରୀଲଙ୍କା ଟି୧୦ ସୁପର ଲିଗ: ଭାରତୀୟ ମାଲିକଙ୍କ ଉପରେ ମ୍ୟାଚ ଫିକ୍ସିଂ ଅଭିଯୋଗ
କଲମ୍ବୋ: କ୍ରିକେଟରେ ମ୍ୟାଚ ଫିକ୍ସିଂ ଶେଷ ହେବାର ନାମ ଧରୁନି । ଶ୍ରୀଲଙ୍କା ଟି୧୦ ସୁପର ଲିଗ କ୍ରିକେଟରେ ପୂନର୍ବାର ମ୍ୟାଚ ଫିକ୍ସିଂ ହୋଇଥିବା ଅଭିଯୋଗ ଆସିଛି । ଗଲ ମାର୍ବଲ୍ସର ମାଲିକ ପ୍ରେମ ଠାକୁରଙ୍କ ନାମରେ ଏହି ଅଭିଯୋଗ ଆସିଛି । ତାଙ୍କୁ ସ୍ଥାନୀୟ ପୋଲିସ ଗିରଫ କରିଛି । ଜଣେ ବିଦେଶୀ…