Latest Odisha News

BREAKING NEWS

ନିଖୋଜ ଥିଲେ ‘ସୂର୍ଯ୍ୟ’;ଶ୍ରୀସେତୁ ନିକଟରୁ ମୃତଦେହ ଉଦ୍ଧାର

ପୁରୀ:ଶ୍ରୀସେତୁ ନିକଟ ଜଳଭଣ୍ଡାରରୁ ନାବାଳକର କ୍ଷତାକ୍ତ ମୃତଦେହ ଉଦ୍ଧାର । ନାବାଳକକୁ ହତ୍ୟା କରି ଦୁର୍ବୃତ୍ତ ପାଣିରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ମୃତ ନାବାଳକ ଟାଉନ ଥାନା ଅଞ୍ଚଳର ସୂର୍ଯ୍ୟ ସାହୁ । ଖବରମୁତାବକ, ମଙ୍ଗଳବାର ଜଳଖିଆ ଆଣିବା ପାଇଁ ଯାଇ ନିଖୋଜ ହୋଇଯାଇଥିଲେ…

ଲାଞ୍ଚ ନେଇ ଫସିଲେ ପୋଲିସ ଏଏସଆଇ…

ଭୁବନେଶ୍ୱର: ଭୁବନେଶ୍ୱରର ବାଲିଅନ୍ତାରେ ନିୟୋଜିତ ଜଣେ ଆସିଷ୍ଟାଣ୍ଟ ସବ-ଇନ୍ସପେକ୍ଟର (ଏଏସଆଇ) ଗୁରୁବାର ଦିନ ଜଣେ ବ୍ୟକ୍ତିଙ୍କ ଠାରୁ ୪,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ଦ୍ୱାରା ଗିରଫ ହୋଇଛନ୍ତି। ଅଭିଯୁକ୍ତ ଅଧିକାରୀ ଜଣକ ସୋମନାଥ ପଲେଇ ବୋଲି ଚିହ୍ନଟ ହୋଇଛନ୍ତି।…

ଆଇପିଏଲ ଟ୍ରେଡ ଡିଲ: ଲକ୍ଷ୍ନୌର ଶାର୍ଦ୍ଦୁଳ ମୁମ୍ବାଇ ପକ୍ଷରୁ ଖେଳିବେ

ମୁମ୍ବାଇ: ଆଇପିଏଲ ୨୦୨୬ ନିଲାମ ପୂର୍ବରୁ ପ୍ରଥମ ଟ୍ରେଡ ଡିଲ ହୋଇଛି । ଲକ୍ଷ୍ନୌ ସୁପର ଜ୍ୟାଂଟସର ଶାର୍ଦ୍ଦୁଳ ଠାକୁରଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ଏହି ଡିଲ ମାଧ୍ୟମରେ ଦଳରେ ସାମିଲ କରିଛି । ଶାର୍ଦ୍ଦୁଳ ଲକ୍ଷ୍ନୌ ଛାଡିବେ ବୋଲି ରିପୋର୍ଟ ପ୍ରକାଶ ପାଇଥିଲା । ଏହି ଟ୍ରେଡ ଡିଲରେ ଖେଳାଳି ଅଦଳ ବଦଳ…

Bhubaneswar: ଏଜି ଛକରୁ ହଟିବ ଟ୍ରାଫିକ୍ ପୋଷ୍ଟ ; ତିଆରି ହେବ ୨ ଥାକିଆ ରାସ୍ତା

ଭୁବନେଶ୍ଵର:ଭୁବନେଶ୍ଵର ଏଜି ଛକରୁ ହଟିବ ଟ୍ରାଫିକ୍ ପୋଷ୍ଟ । ଏନେଇ ଗୁରୁବାର ସୂଚନା ଦେଇଛନ୍ତି ପୂର୍ତ୍ତମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ମାଟି ତଳେ ଓ ଉପରେ ୨ ଥାକିଆ ରାସ୍ତା ନିର୍ମାଣ ହେବ। କଳ୍ପନା, ଖଣ୍ଡଗିରି ଓ ଜୟଦେବ ବିହାରରୁ ନାଲ୍‌କୋ ପର୍ଯ୍ୟନ୍ତ ଏଲିଭେଟେଡ୍‌ କରିଡର୍‌ ନିର୍ମାଣ…

Digital Priest: ଡିଜିଟାଲ ପାଷ୍ଟର କ’ଣ? ଯୁବପିଢ଼ିଙ୍କ ମଧ୍ୟରେ ଲୋକପ୍ରିୟ ହେଉଛି ଧାର୍ମିକ ପ୍ରବଚନ

ନୂଆଦିଲ୍ଲୀ: ଆଜିକାଲି ବ୍ରିଟେନରେ ଏକ ନୂତନ ଧାର୍ମିକ ଏବଂ ସାମାଜିକ ଧାରା ଦ୍ରୁତ ଗତିରେ ପ୍ରସାରିତ ହେଉଛି, ଯାହା ଡିଜିଟାଲ ପାଷ୍ଟରଙ୍କ ଯୁଗ ଭାବରେ ଜଣାଶୁଣା। ଏହା ଦେଶର ଯୁବପିଢ଼ିଙ୍କ ମଧ୍ୟରେ ଲୋକପ୍ରିୟତା ହାସଲ କରୁଛି। ଏହା ପାରମ୍ପରିକ ଚର୍ଚ୍ଚଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଲୋକମାନେ…

ଟଙ୍କା ଆତ୍ମସାତ ଅଭିଯୋଗରେ କୃଷି ସମବାୟ ସମିତିର ପୂର୍ବତନ ସଂପାଦକ ଗିରଫ

ଭୁବନେଶ୍ୱର: ଆର୍ଥିକ ଠକେଇ ଏବଂ ସୋସାଇଟି ପାଣ୍ଠି ଆତ୍ମସାତ ଅଭିଯୋଗରେ ଗୁରୁବାର ଦିନ ଓଡ଼ିଶା ଭିଜିଲାନ୍ସ ବଲାଙ୍ଗୀର ଜିଲ୍ଲାର ଏକ ପ୍ରାଥମିକ କୃଷି ସମବାୟ ସମିତି (PACS)ର ପୂର୍ବତନ ସଂପାଦକ-ସହ-ମୁଖ୍ୟ କାର୍ଯ୍ୟନିର୍ବାହୀଙ୍କୁ ଗିରଫ କରିଛି। ଅଭିଯୁକ୍ତ କୁଶଧ୍ୱଜା ସାହୁ ଜିଲ୍ଲାର ପାଟଣାଗଡ଼…

ନଭେମ୍ବର ୧୬ରୁ ସଡ଼କ ଦୁର୍ଘଟଣାଜନିତ ଶୂନ ମୃତାହତ ପକ୍ଷ ଆରମ୍ଭ

ଭୁବନେଶ୍ୱର: ସଡ଼କ ଦୁର୍ଘଟଣା ଓ ତଦଜନିତ ମୃତ୍ୟୁ ସଂଖ୍ୟା ହ୍ରାସ ପାଇଁ ସରକାରଙ୍କ ଦ୍ୱାରା ନିରନ୍ତର ପ୍ରୟାସ ଜାରି ରହିଛି।ନଭେମ୍ବର ୧୬ରୁ ୩୦ ଯାଏଁ ସାରା ରାଜ୍ୟରେ ସଡ଼କ ଦୁର୍ଘଟଣା ଜନିତ ଶୂନ ମୃତାହତ ପକ୍ଷ ଆରମ୍ଭ ହେବାକୁ ଯାଉଛି। ଏନେଇ ବାଣିଜ୍ୟ ଓ ପରିବହନ ବିଭାଗ ନିଷ୍ପତ୍ତି ଗ୍ରହଣ କରିଛି।…

Nuapada By-election: ନୂଆପଡ଼ା ଉପନିର୍ବାଚନର ଭୋଟ ଗଣତି ପ୍ରସ୍ତୁତି ଚୂଡାନ୍ତ, ତ୍ରିସ୍ତରୀୟ ସୁରକ୍ଷା ବଳୟରେ ହେବ ଭୋଟ…

ନୂଆପଡା: କାହାର ହେବ ନୂଆପଡ଼ା ? ଆଉ କିଛି ଘଣ୍ଟାର ଅପେକ୍ଷା। ଆସନ୍ତାକାଲି ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହେବ। ୧୪ ଟି ଟେବୁଲ, ୨୬ ରାଉଣ୍ଡ ଗଣତି କରାଯିବ। ପ୍ରଥମେ ବାଲାଟ, ପରେ ଇଭିଏମ କାଉଣ୍ଟିଂ ହେବ। କାଉଣ୍ଟିଂର ୨ ଘଣ୍ଟା ପୂର୍ବରୁ ପ୍ରସ୍ତୁତି କରାଯିବ। କାଉଣ୍ଟିଂ ପାଇଁ ତ୍ରିସ୍ତରୀୟ…

ଇଡେନଗାର୍ଡେନରେ ପ୍ରଥମ ଥର ପାଇଁ ଟେଷ୍ଟ ଖେଳିବେ ଟିମ ଇଣ୍ଡିଆର ୯ଜଣ ଖେଳାଳି

କୋଲକାତା: ଇଡେନଗାର୍ଡେନରେ ନଭେମ୍ବର ୧୪ରୁ ଭାରତ ଓ ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମ ମଧ୍ୟରେ ଟେଷ୍ଟ ସିରିଜ ଆରମ୍ଭ ହୋଇଯିବ । ୬ ବର୍ଷ ପରେ ଭାରତୀୟ ଟିମ ଏଠାରେ ଟେଷ୍ଟ ମ୍ୟାଚ ଖେଳିବ । ବର୍ତମାନର ଟିମ ଇଣ୍ଡିଆରେ କେବଳ କେଏଲ ରାହୁଲ ଓ ରବୀନ୍ଦ୍ର ଜାଡେଜା ଏଠାରେ ଟେଷ୍ଟ ଖେଳିଛନ୍ତି । ଅନ୍ୟ…

Surrender: ୨ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ; ଅନ୍ୟମାନଙ୍କୁ ସରେଣ୍ଡର ପାଇଁ ପୋଲିସର ଅନୁରୋଧ

ରାଞ୍ଚି:ଲାତେହାର ପୋଲିସ ନିକଟରେ JJMP ସଂଗଠନର ୨ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ । ଦୁଇ ମାଓବାଦୀଙ୍କ ମୁଣ୍ଡରେ ଥିଲା ୫ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର । ୨ ହାର୍ଡକୋର ମାଓବାଦୀ ହେଲେ ଅବଧେଶ ଲୋହାର ଓ ବ୍ରଜେଶ ଯାଦବ । ପାଲାମୁ ଆଇଜି ଶୈଳେନ୍ଦ୍ର କୁମାର ସିହ୍ନା, ଲାତେହାର ଏସପି…