କୃଷି ଅଧିକାରୀଙ୍କ ଉପରେ ରାଗିଲେ ଉପମୁଖ୍ୟମନ୍ତ୍ରୀ: ବିଦେଶ ବୁଲି କଣ ଶିଖିଲେ, ୭ ଦିନ ମଧ୍ୟରେ ରିପୋର୍ଟ ଦେବାକୁ…
ଭୁବନେଶ୍ୱର: ଉଦ୍ୟାନକୃଷି ଅଧିକାରୀଙ୍କୁ କଡା ତାଗିଦ୍। ବାହାର ରାଜ୍ୟ ଗସ୍ତ କଲେ। ହେଲେ ସେଠାରୁ ଫେରି ସରକାରଙ୍କୁ ଦେଲେ ନାହିଁ ରିପୋର୍ଟ। କୃଷି ଅଧିକାରୀଙ୍କ ବାହାର ରାଜ୍ୟ ଓ ବିଦେଶ ଗସ୍ତକୁ ନେଇ ତାଗିଦ୍ କଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। ଅଧିକାରୀଙ୍କ ଉପରେ ବର୍ଷିଲେ ଏବଂ…