Latest Odisha News

BREAKING NEWS

ଆଦିତ୍ୟ ମହାପାତ୍ର ହେଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ

ଭୁବନେଶ୍ବର: ବଦଳିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ। ପୂର୍ବରୁ ଭିକେ ପାଣ୍ଡିଆନ୍ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଥିବା ବେଳେ ବର୍ତ୍ତମାନ ତାଙ୍କ ଜାଗାରେ ନୂତନ ସଚିବଙ୍କୁ ନିଯୁକ୍ତ କରାଯାଇଛି। ବର୍ତ୍ତମାନ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ…

ପାକିସ୍ତାନକୁ ହଜମ ହେଉନି ଭାରତର ବିଶ୍ୱକପ୍ ବିଜୟ

ନୂଆଦିଲ୍ଲୀ: ଭାରତର ଟି-୨୦ ବିଶ୍ୱକପ୍ ବିଜୟ ପରେ ପାକିସ୍ତାନର ବହୁ ପୂର୍ବତନ ଓ ବର୍ତ୍ତମାନର କ୍ରିକେଟର ବଧାଇ ଜଣାଇଛନ୍ତି । ଅବଶ୍ୟ ଇଞ୍ଜାମାମ ଉଲ ହକ ଓ ସାହିଦ ଆଫ୍ରିଦିଙ୍କ ପରି କିଛି ପୂର୍ବତନ କ୍ରିକେଟର ହୁଏତ ଭାରତର ବିଜୟକୁ ସହଜରେ ହଜମ କରିପାରିନଥିବେ । ଖେଳକୁ ଖେଳ ଭାବନା ସହ ଅନେକ…

ଅଢେଇ ବର୍ଷର ଶିଶୁକନ୍ୟାଙ୍କୁ ଦୁଷ୍କର୍ମ: ଗିରଫ ହେଲା ଦୁଷ୍କର୍ମକାରୀ

ଭୁବନେଶ୍ବର: ରାଜଧାନୀରେ ଲଜ୍ଜା । ଅଢେଇ ବର୍ଷର ନାବାଳିକା ଝିଅଙ୍କୁ ଦୁଷ୍କର୍ମ । ଦୁଷ୍କର୍ମ କରି ଫରାର ହେଲା ଅଭିଯୁକ୍ତ । କାବୁ କଲା କମିସନରେଟ୍ ପୋଲିସ୍ । ତେବେ ଜଟଣୀ ଅଞ୍ଚଳରେ ଏଭଳି ନିନ୍ଦନୀୟ ଘଟଣା ଘଟିଥିବା ବେଳେ ଏନେଇ ପରିବାର ପକ୍ଷରୁ ଏୟାରଫିଲ୍ଡ ଥାନାରେ ଅଭିଯୋଗ ହୋଇ ମାମଲା…

ଶିକାର ବେଳେ ୪ ଶିକାରୀ ଗିରଫ; ବନ୍ଧୁକ ଜବତ, ଶିଆଳ ଉଦ୍ଧାର

ସୁବର୍ଣ୍ଣପୁର: ଉଲୁଣ୍ଡା ବନବିଭାଗକୁ ମିଳିଲା ବଡ଼ ସଫଳତା । ଆଜି ବନବିଭାଗ ପାଟ୍ରୋଲିଙ୍ଗ କରୁଥିବା ସମୟରେ ଚନ୍ଦଳି ଜଙ୍ଗଲ ଠାରେ ଶିକାର କରୁଥିଲେ କିଛି ବ୍ୟକ୍ତି। ଶିକାର ବେଳେ ୪ ଶିକାରଙ୍କୁ ଗିରଫ କଲା ବନବିଭାଗ। ସେମାନଙ୍କଠାରୁ ଗୋଟିଏ ବନ୍ଧୁକ ଓ ଗୋଟିଏ ଶିଆଳକୁ ଉଦ୍ଧାର କରିଛି ବନ ବିଭାଗ।…

ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୧୦ ଅସୁସ୍ଥ, ୪ ଗୁରୁତର

ନୂଆପଡ଼ା: ବିଷାକ୍ତ ଛତୁ ଖାଇ ୧୦ ଅସୁସ୍ଥ। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ କିରିକିଟା ଗ୍ରାମରେ ଏହି ଘଟଣା ଘଟିଛି। କିରିକିଟା ଗାଁରେ ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୧୦ ଜଣ ଅସୁସ୍ଥ ଥିବା ବେଳେ ସେମାନଙ୍କ ମଧ୍ୟରୁ ୪ ଜଣ ଗୁରୁତର ଅଛନ୍ତି। ସମସ୍ତ ଅସୁସ୍ଥଙ୍କୁ ନୂଆପଡ଼ା ମୁଖ୍ୟ ଚିକିତ୍ସାଳୟ…

ସୂର୍ଯ୍ୟକୁମାରଙ୍କ କ୍ୟାଚ ନେଇ ମୁହଁ ଖୋଲିଲେ ଶନ ପୋଲକ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ୨୦୨୪ର ରୋମାଂଚକ ଫାଇନାଲରେ ଭାରତ ୭ ରନରେ ଦକ୍ଷିଣ ଆଫ୍ରିକାକୁ ହରାଇ ଦ୍ୱିତୀୟ ଥର ପାଇଁ ଚାମ୍ପିୟନ ହୋଇଛି । ଶେଷ ଓଭରରେ ସୂର୍ଯ୍ୟକୁମାର ଯାଦବ ବାଉଣ୍ଡରୀ ଲାଇନ ଉପରେ ଡେଭିଡ ମିଲରଙ୍କ ଏକ ଚମତ୍କାର କ୍ୟାଚ ନେଇଥିଲେ । ଯାହା ପରେ ଭାରତ ମ୍ୟାଚରେ ବିଜୟ ହାସଲ…

ରଥଯାତ୍ରା ପାଇଁ ୨ ଦିନ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୀ: ରଥଯାତ୍ରା ପାଇଁ ୨ ଦିନ ସରକାରୀ ଛୁଟି । ବିରଳ ତିଥି ଅନୁଯାୟୀ ଏଥର ରଥଯାତ୍ରା ଦୁଇଦିନ ପଡୁଥିବାରୁ ଉକ୍ତ ଦୁଇଦିନକୁ ଛୁଟି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମଙ୍ଗଳବାର ପୁରୀରେ ରଥଯାତ୍ରା ସମୀକ୍ଷା ବୈଠକରେ କିଛି ଏମିତି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏନେଇ…

ଓଡ଼ିଶା ଲଳିତ କଳା ଏକାଡେମୀର ଶ୍ରୀଜଗନ୍ନାଥ ଶୀର୍ଷକ ଚିତ୍ରଶିଳ୍ପୀ ଶିବିର

ଭୁବନେଶ୍ୱର : ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଅବସରରେ ଓଡ଼ିଶା ଲଳିତ କଳା ଏକାଡେମୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ୨୮ ଜଣ ଚିତ୍ରଶିଳ୍ପୀଙ୍କୁ ନେଇ  ‘ଶ୍ରୀଜଗନ୍ନାଥ’ ଶୀର୍ଷକରେ ଏକ ରାଜ୍ୟସ୍ତରୀୟ ଚିତ୍ରଶିଳ୍ପୀ ଶିବିର ଆୟୋଜିତ ହୋଇଯାଇଛି ।ଏହି ଶିବିରରେ ଓଡ଼ିଶାର…

ରାଜ୍ୟରେ ଖୋଲିବ ବନ୍ଦ ହୋଇପଡିଥିବା ସ୍କୁଲ୍

ଭୁବନେଶ୍ବର: ରାଜ୍ୟରେ ଖୋଲିପାରେ ବନ୍ଦ ହୋଇପଡିଥିବ ସ୍କୁଲ୍ । ବିଜେଡି ସରକାର ବନ୍ଦ କରି ଦେଇଥିବା ଅନେକ ସ୍କୁଲ ଗୁଡିକ ଖୋଲି ପାରନ୍ତି ବିଜେପି ସରକାର । ଏମିତି କିଛି ଯୋଜନା ଚାଲିଛି ବୋଲି ମନ୍ତବ୍ୟ ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଏନେଇ ମନ୍ତ୍ରୀ…

ବେଶୀ ସମୟ ବସି କାମ କଲେ ହୋଇଥାଏ ଏହି ସବୁ ସ୍ୱାସ୍ଥ୍ୟ ସମସ୍ୟା

ଅଫିସରେ ନିରବଚ୍ଛିନ୍ନ ଭାବେ ୮-୯ ଘଣ୍ଟା କାମ କରିବା ଆମ ଜୀବନର ଏକ ଅଂଶ ହୋଇଯାଇଛି। ଏହି ଅଭ୍ୟାସ ମାନବ ସ୍ୱାସ୍ଥ୍ୟ ପାଇଁ କେତେ ବିପଜ୍ଜନକ ହୋଇପାରେ କେବେ ଭାବିଛନ୍ତି କି? ମାନବର ପୂର୍ବ ଜୀବନଶୈଳୀ ଓ ବର୍ତ୍ତମାନର ଜୀବନଶୈଳୀ ମଧ୍ୟରେ ଅହେତୁକ ପରିବର୍ତ୍ତନ ଘଟିଛି। ପୂର୍ବରୁ ଅଧିକାଂଶ ଲୋକେ…