Latest Odisha News

BREAKING NEWS

ଜାଣତ କିମ୍ବା ଅଜାଣତରେ ରାତିରେ ଅନୁସରଣ କରୁଛନ୍ତି କି ଏହି ଅଭ୍ୟାସ? ସ୍ୱାସ୍ଥ୍ୟ ପ୍ରତି ହୋଇପାରେ ବିପଦ

ଦୈନନ୍ଦିନ ଜୀବନରେ ଅନୁସରଣ କରାଯାଉଥିବା କିଛି ଅଭ୍ୟାସ ଧୀରେ ଧୀରେ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ କ୍ଷତି ପହଞ୍ଚାଇବା ଆରମ୍ଭ କରେ ଏବଂ ଆପଣ ଏହା ବିଷୟରେ ମଧ୍ୟ ଅବଗତ ନୁହଁନ୍ତି। ଯଦି ଆପଣ ମଧ୍ୟ ନିଜକୁ ସୁସ୍ଥ ରଖିବାକୁ ଚାହାଁନ୍ତି, ତେବେ ଆପଣ ରାତିରେ କିଛି ଜିନିଷର ବିଶେଷ ଯତ୍ନ ନେବା ଉଚିତ୍।…

ରୋହିତ-କୋହଲିଙ୍କ ଭବିଷ୍ୟତ ସମ୍ପର୍କରେ ମୁହଁ ଖୋଲିଲେ ଗମ୍ଭୀର

ସିଡନୀ: ଭାରତ ବର୍ଡର-ଗାଭାସ୍କର ଟ୍ରଫି ୧-୩ରେ ଅଷ୍ଟ୍ରେଲିଆ ନିକଟରୁ ହାରି ଯାଇଛି । ଏଥିସହ ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲ ଦୌଡରୁ ମଧ୍ୟ ଭାରତ ବାଦ ପଡିଛି । ଟିମ ଇଣ୍ଡିଆର ମୂଖ୍ୟ କୋଚ ଗୌତମ ଗମ୍ଭୀର ଖେଳାଳିମାନଙ୍କୁ ଘରୋଇ କ୍ରିକେଟ ଖେଳିବା ପାଇଁ ଜୋର ଦେଇଛନ୍ତି । ରୋହିତ ଶର୍ମା ଓ ବିରାଟ…

ନିଲମ୍ବିତ ହେଲେ ଶ୍ରୀମନ୍ଦିର ସେବାୟତ ବିଶ୍ବନାଥ ଖୁଣ୍ଟିଆ

ପୁରୀ: ନିଲମ୍ବିତ ହେଲେ ଶ୍ରୀମନ୍ଦିର ସେବାୟତ ବିଶ୍ବନାଥ ଖୁଣ୍ଟିଆ । ଶ୍ରୀମନ୍ଦିର ପରିସରରେ ବିଶୃଙ୍ଖଳା ସହ ଅନ୍ୟ ସେବାୟତଙ୍କୁ ମାର୍‌ପିଟ୍ ଘଟଣାରେ ଆଜି କାର୍ଯ୍ୟନୁଷ୍ଠାନ ଗ୍ରହଣ କରି କିଛି ଏପରି ନିଷ୍ପତ୍ତି ନେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ମାରପିଟ୍ ଘଟଣାରେ…

ମହାପ୍ରସାଦ ନାଁରେ ଖଜା ବିକିଲେ ହେବ କଡା କାର୍ଯ୍ୟନୁଷ୍ଠାନ

ପୁରୀ: ଖଜା ମହାପ୍ରସାଦ ନୁହେଁ । ବଡଦାଣ୍ଡରେ ଖଜାକୁ ମହାପ୍ରସାଦ କହି ବିକ୍ରି କଲେ କଡା କାର୍ଯ୍ୟନୁଷ୍ଠାନ ହେବ । ଏଭଳି କାର୍ଯ୍ୟରୁ ଖଜା ବ୍ୟବସାୟୀ ନିବୃତ୍ତ ରୁହନ୍ତୁ । ଶ୍ରୀମନ୍ଦିର ବାହାରେ ଏହାକୁ ମହାପ୍ରସାଦ କହି ବିକ୍ରି ହେବା ପ୍ରସଙ୍ଗକୁ ନେଇ ଜୋରଦାର ବର୍ଷିଛନ୍ତି ଶ୍ରୀମନ୍ଦିର ମୁଖ୍ୟ…

ଷ୍ଟାଇଲିସ୍‌ ଲୁକ୍ ପାଇଁ ସାଲ୍ କୁ ଏପରି କରନ୍ତୁ କ୍ୟାରୀ..

ଭୁବନେଶ୍ବର: ପ୍ରବଳ ଥଣ୍ଡାରୁ ରକ୍ଷାକରେ ସାଲ୍ । ଆଜିର କଥା ନୁହେଁ କେତେ ପିଢି ତଳୁ ସାଲ୍ ଫ୍ୟାସନ ଚାଲିଆସିଛି, ଆଗକୁ ମଧ୍ୟ ଚାଲିବ । ସାଲ୍ ଆଜିର ଯୁବପିଢିଙ୍କ ମଧ୍ୟରେ ମଧ୍ୟ ନିଜର ସ୍ଥାନ ବଜାୟ ରଖିଛି । ସାଲ୍ ଷ୍ଟାଇଲିସ୍‌ ଲୁକ୍ ମଧ୍ୟ ଦେଇଥାଏ । ତେବେ ଆସନ୍ତୁ ଜାଣିବା ସାଲ୍ କୁ କିପରି…

ଚେଇଁ ଶୋଇଛି ବନବିଭାଗ, ଖୋଲାଖୋଲି ମାରି ଖାଉଛନ୍ତି କଇଁଛ

ଭୁବନେଶ୍ବର: କ୍ରୁରତାର ଚରମ ସୀମାରେ ପହଞ୍ଚିଗଲାଣି ଆଜିର ମଣିଷ । ପାଟିର ଟିକିଏ ସ୍ବାଦ ପାଇଁ ନିରୀହ ଜୀବଙ୍କୁ ବଳି ପକାଇବାକୁ ବି ପଛାଉନାହିଁ । କଇଁଛ ଭଳି ସଂରକ୍ଷିତ ସରିସୃପକୁ ମାରି ଖାଉଛି । ଶୀକାର କରି, ରୋଷେଇ କରି ଖାଲି ଯେ ତାକୁ ଖାଉଛୁ ତାହା ନୁହେଁ, ଖୁଲମଖୁଲା ଭାବେ ପୂରା…

‘ପ୍ରିୟଙ୍କାଙ୍କ ଗାଲ ପରି ଚିକ୍କଣ ରାସ୍ତା’..ବିଜେପି ନେତାଙ୍କ ବୟାନକୁ ନେଇ ତାତିଲା ଦିଲ୍ଲୀ ରାଜନୀତି

ନୂଆଦିଲ୍ଲୀ: ମୁଣ୍ଡ ଉପରେ ଦିଲ୍ଲୀ ବିଧାନସଭା ଥିବା ବେଳେ ଏବେ ପ୍ରଚାର ମଇଦାନ ପରସ୍ପର ବିରୋଧରେ ଗର୍ଜୁଛନ୍ତି ବିଭିନ୍ନ ଦଳ ନେତା । ଏହାରି ଭିତରେ ଏବେ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀଙ୍କ ଉପରେ ବିବାଦୀୟ ବୟାନ ଦେଇ ଫସିଛନ୍ତି ବିଜେପି ନେତା ରମେଶ ବିଧୁରୀ । ଦିଲ୍ଲୀ ବିଧାନସଭା…

ଶନିବାର ଘରକୁ ଏହି ଜିନଷ ଆଣନ୍ତୁ ନାହିଁ..

ଭୁବନେଶ୍ବର:ନୂଆବର୍ଷ ଆରମ୍ଭ ହୋଇଯାଇଛି । ନବବର୍ଷରେ ପୂରା ବର୍ଷଟି ଭଲ ଯାଉ ସେଥିପାଇଁ ଧ୍ୟାନ ରଖନ୍ତୁ ଶନିବାର ଦିନ କିଛି ଜିନିଷ ଘରକୁ ଆଣନ୍ତୁ ନାହିଁ । -ଶନିବାର ଦିନ ଲୁଣ କିଣନ୍ତୁ ନାହିଁ । ଏହି ଦିନ ଲୁଣ କିଣିଲେ ଆର୍ଥିକ ସମସ୍ୟା ଓ ଧନ ଅଭାବ ଲାଗି ରହେ ବୋଲି କୁହାଯାଏ । -ସେହିପରି…

ସ୍ୱାଧୀନ ଭାରତରେ ପ୍ରଥମ ଥର ପାଇଁ ଆରବିଆଇ ଦ୍ୱାରା କେଉଁ ନୋଟ୍ ମୁଦ୍ରିତ ହୋଇଥିଲା?

ନୂଆଦିଲ୍ଲୀ: ଆଜି ଭାରତରେ ସର୍ବାଧିକ ପ୍ରଚଳିତ ନୋଟ୍ ହେଉଛି ୧୦ ଟଙ୍କା, ୨୦, ୫୦, ୧୦୦ ଏବଂ ୫୦୦ ଟଙ୍କା। କିନ୍ତୁ ଆପଣ ଜାଣନ୍ତି କି ଯେତେବେଳେ ଭାରତ ସ୍ୱାଧୀନ ହେଲା ସେତେବେଳେ ଆରବିଆଇ ଦ୍ୱାରା ଜାରି ହୋଇଥିବା ପ୍ରଥମ ନୋଟ୍ କେଉଁଟି ଥିଲା? ଆଜି ରାଷ୍ଟ୍ରପତି ମହାତ୍ମା ଗାନ୍ଧୀଙ୍କ ଚିତ୍ର ସମସ୍ତ…