Latest Odisha News

BREAKING NEWS

କୁକୁର କାହିଁକି ରାତିରେ କାନ୍ଦେ ଆସନ୍ତୁ ଜାଣିବା..

ଭୁବନେଶ୍ବର : ଆମମାନେ ଭାବିଥାଉ କୁକୁର କାନ୍ଦିଲାମାନେ କିଛି ଅଶୁଭ ହେବ ଅବା କୁକୁର ଭୂତପ୍ରେତ ଦେଖି କାନ୍ଦୁଛି । ବାସ୍ତବରେ କୁକୁରମାନେ ରାତିରେ କାହିଁକି କାନ୍ଦନ୍ତି ଆସନ୍ତୁ ଜାଣିବା.. -କୁକୁରମାନେ ରାତିରେ ଭୁକନ୍ତି ଏହାର ଅର୍ଥ ହେଲା ସେମାନେ କୌଣସି ଖବର ସଂପର୍କରେ ଜଣାଇବା ପାଇଁ…

ଷ୍ଟଣ୍ଟ କରିବା ପଡିଲା ମହଙ୍ଗା, ଅସୁସ୍ଥ ହେଲେ ଅକ୍ଷୟ କୁମାର

ମୁମ୍ବାଇ: ମୁମ୍ବାଇରେ ହାଉସଫୁଲ-୫ ପାଇଁ ସୁଟିଂ କରୁଥିବା ବେଳେ ବଲିଉଡ ଖିଲାଡି ଷ୍ଟାର ଅକ୍ଷୟ କୁମାର ଏକ ଦୁର୍ଘଟଣାର ଶିକାର ହୋଇଛନ୍ତି । ଶୁଟିଂ ସମୟରେ ସେ ଷ୍ଟଣ୍ଟ କରୁଥିବାବେଳେ ସେହିସମୟରେ ତାଙ୍କ ଆଖିରେ ଆଘାତ ଲାଗିଛି । ତେବେ ତାଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ସାମ୍ନାକୁ ଆସିଛି…

କଶ୍ମୀରର ତୁଷାରପାତର ମଜା ନେବାକୁ ଚାହୁଁଛନ୍ତି, ତେବେ ଏଠାକୁ ନିହାତି ଯାଆନ୍ତୁ..

ନୂଆଦିଲ୍ଲୀ: ଯଦି ଆପଣ ବୁଝିପାରୁ ନାହାଁନ୍ତି ଶୀତଦିନେ କେଉଁଠିକୁ ବୁଲିବାକୁ ଯିବେ, ତେବେ ଏଥର କଶ୍ମୀର ବୁଲିବାକୁ ଯୋଜନା କରନ୍ତୁ | ଏଠାରେ ଶୀତଦିନରେ ପ୍ରବଳ ତୁଷାରପାତ ହୁଏ | ନିଜର ବନ୍ଧୁ କିମ୍ବା ପରିବାର ସହିତ ତୁଷାରପାତ ଦେଖିବାକୁ ଚାହୁଁଛନ୍ତି, ତେବେ କାଶ୍ମୀର ଆପଣଙ୍କ ପାଇଁ…

କ୍ରିମ୍ ଲଗାଇବା ପରେ ବି ହେଲେନି ଗୋରା, କମ୍ପାନୀକୁ ୧୫ ଲକ୍ଷ ଫାଇନ

ନୂଆଦିଲ୍ଲୀ: କ୍ରିମ୍ ଲଗାଇବା ପରେ ବି ହେଲେନି ଗୋରା, କମ୍ପାନୀ ଦେବ ଜୋରିମାନା। ୨୦୧୩ର ଏଭଳି ଏକ ମାମଲାରେ ଦିଲ୍ଲୀର କଞ୍ଜ୍ୟୁମର କୋର୍ଟ ଇମାମି ଲିମିଟେଡ ଉପରେ ୧୫ ଲକ୍ଷ ଟଙ୍କା ଜୋରିମାନା ଲଗାଇଛନ୍ତି। ଜଣେ ଯୁବକ ଗୋରା ହେବା ପାଇଁ ୭୯ ଟଙ୍କାର ଇମାମି ଫେୟାର ଏବଂ ହ୍ୟାଣ୍ଡସମ କ୍ରିମ୍…

କାବୁଲରେ ଭୟଙ୍କର ବିସ୍ଫୋରଣ; ମନ୍ତ୍ରୀ ଖଲିଲ ହକ୍କାନୀ ମୃତ

ଇସଲାମାବାଦ: ଆଫଗାନିସ୍ତାନର ରାଜଧାନୀ କାବୁଲରେ ବୁଧବାର ଆତ୍ମଘାତୀ ବିସ୍ଫୋରଣରେ ତାଲିବାନ ସରକାରଙ୍କ ଶରଣାର୍ଥୀ ବିଭାଗର ମନ୍ତ୍ରୀ ଖଲିଲ ହକ୍କାନୀଙ୍କର ମୃତ୍ୟୁ ଘଟିଛି । ଏନେଇ ଗୃହ ମନ୍ତ୍ରଣାଳୟର ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି । ଅଧିକାରୀଙ୍କ ଅନୁଯାୟୀ ଏହି ବିସ୍ଫୋରଣ ମନ୍ତ୍ରଣାଳୟ…

ଗୁକେଶ ରୂପରେ ଭାରତକୁ ମିଳିଲା ନୂଆ ବିଶ୍ୱନାଥନ ଆନନ୍ଦ

ନୂଆଦିଲ୍ଲୀ : ୱାର୍ଲ୍ଡ ଚେସ ଚାମ୍ପିୟନଶିପରେ ଭାରତର ଡି.ଗୁକେଶ ଚାମ୍ପିୟନ ହୋଇ ନିଜ ନାମ ସ୍ୱର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ କରିଛନ୍ତି । ସେ ସାଜିଛନ୍ତି ଭାରତ ନୂଆ ବିଶ୍ୱନାଥନ ଆନନ୍ଦ । ଫାଇନାଲରେ ଗତ ସଂସ୍କରଣର ଚାମ୍ପିୟନ ଚୀନର ଡିଙ୍ଗ ଲିରେନଙ୍କୁ ସେ ପରାଜିତ କରିଥିଲେ । ମାତ୍ର ୧୮ ବର୍ଷରେ…

ବ୍ୟଞ୍ଜନ ଦ୍ୱାଦଶୀ: ୮୫୧ ପ୍ରକାରର ବ୍ୟଞ୍ଜନରେ ମହକିଲା ଶ୍ରୀକ୍ଷେତ୍ରର ଗୁପ୍ତ ବୃନ୍ଦାବନ

ପୁରୀ: ଆଜି ବ୍ୟଞ୍ଜନ ଦ୍ୱାଦଶୀ ଅବସରରେ ୮୫୧ ପ୍ରକାରର ବ୍ୟଞ୍ଜନରେ ମହମହ ମହକିଲା ଶ୍ରୀକ୍ଷେତ୍ରର ଗୁପ୍ତ ବୃନ୍ଦାବନ । ଆଜିର ଦିନରେ ଯଶୋଦା ମା' ତାଙ୍କ ପୁତ୍ର ଶ୍ରୀକୃଷ୍ଣଙ୍କ ଉଦ୍ଦେଶ୍ୟରେ ନାନାଦି ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରି ଖାଇବାକୁ ଦେଇଥିବାର କିମ୍ବଦନ୍ତୀ ଅଛି । ଏହି ପବିତ୍ର…

ବିବାହ ବନ୍ଧନରେ ବାନ୍ଧି ହେଲେ ଅଭିନେତ୍ରୀ କୀର୍ତ୍ତି ସୁରେଶ

ଗୋଆ: ସାଉଥ୍ ଅଭିନେତ୍ରୀ କିର୍ତ୍ତୀ ସୁରେଶ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେ ତାଙ୍କର ଦୀର୍ଘ ଦିନର ବନ୍ଧୁ ଆଣ୍ଟୋନି ଥାଟିଲଙ୍କ ହାତ ଧରିଛନ୍ତି। ସେ ଆଣ୍ଟୋନି ଥାଟିଲଙ୍କ ସହ ସୋସିଆଲ ମିଡିଆରେ ବିବାହ ଫଟୋ ସେୟାର କରିଛନ୍ତି। ପରିବାର ଏବଂ ସାଙ୍ଗମାନଙ୍କ ଉପସ୍ଥିତିରେ ଉଭୟ ଗୋଆରେ…

ବେସରକାରୀ କମ୍ପାନୀଗୁଡିକର ଲାଭ ଚାରି ଗୁଣ ବୃଦ୍ଧି ପାଇଲା, କିନ୍ତୁ କର୍ମଚାରୀଙ୍କ ଦରମା ବଢୁ ନାହିଁ: ରିପୋର୍ଟ

ନୂଆଦିଲ୍ଲୀ:ବେସରକାରୀ କ୍ଷେତ୍ରର କର୍ମଚାରୀଙ୍କ ସ୍ୱଳ୍ପ ବେତନ ବର୍ତ୍ତମାନ ଦେଶର ବିକାଶ ଉପରେ ପ୍ରଭାବ ପକାଉଛି। ସମ୍ପ୍ରତି ଦେଶରେ ଆର୍ଥିକ ବିକାଶର ଚିନ୍ତାଜନକ ଆକଳନ ସାମ୍ନାକୁ ଆସିଛି । ସରକାର ଦେଶର ମନ୍ଥର ଆର୍ଥିକ ଅଭିବୃଦ୍ଧିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ଜୁଲାଇ-ସେପ୍ଟେମ୍ବରରେ…

ଡିସେମ୍ବର ୧୬ରେ ଖୋଲିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ

ଭୁବନେଶ୍ୱର: ଆସନ୍ତା ଡିସେମ୍ବର ୧୬ରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ। ୟୁନିଟ୍-୫ ,ଭୁବନେଶ୍ୱର ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଠାରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଗତ ତା.୨୮.୧୦.୨୦୨୪ ରିଖରେ…