Latest Odisha News

BREAKING NEWS

ଭାଙ୍ଗିଲା ଜନତା ଏବଂ ସରକାର ମଧ୍ୟରେ ପାଚେରୀ, ଦୀର୍ଘ ବର୍ଷ ପରେ ଲୋକଙ୍କ ଦୁଃଖ ସିଧା ଶୁଣିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଜନତା ଦରାବର। ଲୋକେ ଶୁଣାଇଲେ ସମସ୍ୟା, ଆଉ ମୁଖ୍ୟମନ୍ତ୍ରୀ ସଙ୍ଗେସଙ୍ଗେ ଦେଲେ ସମାଧାନର ନିର୍ଦ୍ଦେଶ। ଦୀର୍ଘ ବର୍ଷ ପରେ ଓଡ଼ିଶାରେ ଲୋକମାନେ ନିଜ ଦୁଃଖ ବା ସମସ୍ୟା ଶୁଣାଇଛନ୍ତି ନିଜ ମୁଖ୍ୟମନ୍ତ୍ରୀଙ୍କୁ। ମୁଖ୍ୟମନ୍ତ୍ରୀଙ୍କ…

ସପ୍ତଶଯ୍ୟାରେ ନିଖୋଜ ଯୁବକ ଘଟଣା: ଫେରିବା ବେଳେ ଗୁଗୁଲ୍ ମ୍ୟାପ କରିଥିଲା ବାଟବଣା

ଢେଙ୍କାନାଳ: ହାତରେ ସ୍ମାର୍ଟ ଫୋନ୍ ସହିତ ମୋବାଇଲ ଅଛି ମାନେ ଏବେ ଜଣେ ଯୁଆଡ଼େ ଚାହିଁବ ସିଆଡେ ଯାଇପାରିବ। ଏହପରି ଏକ ଧାରଣା କିନ୍ତୁ ଜଙ୍ଗଲ ଭିତରେ ବିପଦକୁ ଡାକିଆଣିଥିଲା। ଢେଙ୍କାନାଳ ସପ୍ତଶଯ୍ୟା ପାହାଡ ବୁଲିବାକୁ ଯାଇ ନିଖୋଜ ପରେ ଉଦ୍ଧାର ହୋଇଥିବା ଯୁବକ କିପରି ଗୁଗୁଲ ମ୍ୟାପ ବାଟବଣା…

ବାର୍ବାଡୋସରେ ପାଗରେ ସୁଧାର ଆସିଲେ ଟିମ୍ ଇଣ୍ଡିଆ ଚାର୍ଟର ବିମାନରେ ଭାରତ ଫେରିବ!

ନୂଆଦିଲ୍ଲୀ: ରୋହିତ ଶର୍ମାଙ୍କ ନେତୃତ୍ବାଧୀନ ଭାରତୀୟ କ୍ରିକେଟ୍ ଦଳ ସୋମବାର ସକାଳେ କ୍ୟାରିବିଆନ୍ ଦ୍ୱୀପପୁଞ୍ଜରେ କ୍ୟାଟେଗୋରୀ-୪ ବାତ୍ୟା ଆସିବା ପରେ ବାର୍ବାଡୋସରେ ଫସି ରହିଛି। ଶନିବାର ଟି-୨୦ ବିଶ୍ୱକପ୍ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିବା ଦଳ ଏବେ ଏକ ପଞ୍ଚତାରକା ହୋଟେଲରେ…

ବଲ୍ ନୁହେଁ ବିଶ୍ୱକପ୍ ଉଡ଼ିଯାଉଥିଲା ତେଣୁ ଧରିନେଲି କହିଲେ ସୂର୍ଯ୍ୟକୁମାର ଯାଦବ

ନୂଆଦିଲ୍ଲୀ: ପ୍ରେସ ବକ୍ସର ଠିକ୍ ତଳେ ବଲଟି ପଡ଼ିବାକୁ ଯାଉଥିଲା। ଯାହାକି ପ୍ରଥମେ ଦେଖାଯାଉନଥିଲା । ଯଦିଓ ଟିଭିରେ ଦର୍ଶକ ଦେଖୁଥିଲେ ସୂର୍ଯ୍ୟକୁମାର ଯାଦବଙ୍କ ଅବିଶ୍ୱସନୀୟ କ୍ୟାଚ୍ । ତେଣୁ ବୋଧହୁଏ ନିଶ୍ଚିତ ଥିଲେ ଯେ ଡେଭିଡ୍ ମିଲର ଆଉଟ୍ ହୋଇଛନ୍ତି, କିନ୍ତୁ ଯେଉଁଠି କ୍ୟାଚ ଧରାଯାଇଥିଲା…

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆଗରେ ମୁଣ୍ଡ ନୁଆଁଇଲେ: ରାହୁଲ ଗାନ୍ଧୀଙ୍କୁ ‘ସଂସ୍କୃତି’ କଥା କହି ବାଚସ୍ପତି…

ନୂଆଦିଲ୍ଲୀ: ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସୋମବାର ଲୋକସଭା ଅଭିଭାଷଣରେ ବାଚସ୍ପତି ଓମ୍ ବିର୍ଲାଙ୍କୁ ଟାର୍ଗେଟ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଗରେ ମୁଣ୍ଡ ନୁଆଁଇଥିବା ଅଭିଯୋଗ କରିଛନ୍ତି। ରାହୁଲ ଗାନ୍ଧୀ କହିଛନ୍ତି, ଯେତେବେଳେ ଆପଣ ସାମ୍ବିଧାନିକ ପଦବୀରେ ରହିବେ,…

ଟି୨୦ରେ ରୋହିତ, ବିରାଟଙ୍କ ସ୍ଥାନ କିଏ ନେବ

କିଙ୍ଗଷ୍ଟନ ଓଭାଲ: ଦକ୍ଷିଣ ଆଫ୍ରିକାକୁ ହରାଇ ଭାରତ ଟି୨୦ ବିଶ୍ୱକପ ୨୦୨୪ର ଟାଇଟଲ ହାସଲ କରିଛି । ଏହା ପରେ ଟିମ ଇଣ୍ଡିଆର ଦୁଇ ମହାନ ଖେଳାଳି ରୋହିତ ଶର୍ମା ଓ ବିରାଟ କୋହଲି ଆନ୍ତର୍ଜାତୀୟ ଟି୨୦ରୁ ଅବସର ଘୋଷଣା କରିଛନ୍ତି । ଏବେ ସେମାନଙ୍କ ସ୍ଥାନ କିଏ ଭରଣା କରିବ ସେ ନେଇ ଆଲୋଚନା ଜୋର ଧରିଛି…

ବେଙ୍ଗଲ ହିଂସାକୁ ନେଇ ଆସୁଛି ଦି ଦିଲ୍ଲୀ ଫାଇଲ୍ସ

ମୁମ୍ବାଇ: ଦି କଶ୍ମୀର ଫାଇଲ୍ସ ନିର୍ଦ୍ଦେଶକ ବିବେକ ରଞ୍ଜନ ଅଗ୍ନିହୋତ୍ରୀ ତାଙ୍କର ଆଗାମୀ ଫିଲ୍ମ ଦି ଦିଲ୍ଲୀ ଫାଇଲ୍ସକୁ ନେଇ ବ୍ୟସ୍ତ ଅଛନ୍ତି । ବେଙ୍ଗଲ ହିଂସା ଉପରେ ଏହି ଫିଲ୍ମ ଆଧାରିତ । ନିକଟରେ ମହାତ୍ମା ଗାନ୍ଧୀ ଓ ମହମ୍ମଦ ଅଲୀ ଜିନ୍ନାଙ୍କ ଭୂମିକା ପାଇଁ ସେ ପ୍ୟାନ ଇଣ୍ଡିଆ କଳାକାର ଚୟନ…

ଲାନସେଟ ରିପୋର୍ଟ : ନିଷ୍କ୍ରିୟ ଭାରତୀୟଙ୍କ ରୋଗ ନିମନ୍ତ୍ରଣ

ନୂଆଦିଲ୍ଲୀ: ପ୍ରତିଷ୍ଠିତ ହେଲ୍‌ଥ ଜର୍ଣ୍ଣାଲ ଲାନସେଟର ଏକ ରିପୋର୍ଟରେ ଭାରତୀୟଙ୍କ ସମ୍ପର୍କରେ ଚାଂଚଲ୍ୟକର ଖୁଲାସା କରାଯାଇଛି । ଲାନସେଟ୍ ରିପୋର୍ଟ ଅନୁସାରେ ୫୦ ପ୍ରତିଶତ ବୟସ୍କ ଭାରତୀୟ କୁଆଡେ ଶାରୀରିକ ଶ୍ରମ କରୁନାହାନ୍ତି । ସପ୍ତାହକ ମଧ୍ୟରେ ଦୁଇ, ଅଢେଇ ଘଂଟା ମଧ୍ୟମ ଧରଣର ଶାରୀରିକ…

ପ୍ୟାରିସ ଡାଇମଣ୍ଡ ଲିଗରେ ଖେଳି ନ ପାରନ୍ତି ନୀରଜ ଚୋପ୍ରା

ନୂଆଦିଲ୍ଲୀ: ଭାରତର ଅଲିମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା ଆଗାମୀ ପ୍ୟାରିସ ଡାଇମଣ୍ଡ ଲିଗରେ ଅଂଶଗ୍ରହଣ କରି ନ ପାରନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଛି । ସେ ଏଥିରୁ ଓହରିଯିବା ଖବର ପ୍ରସାରିତ ହେବା ପରେ ସେ ଆହତ ଥିବା ଅଟକଳ ମଧ୍ୟ ଜୋର ଧରିଛି । ଆଗକୁ ପ୍ୟ।।ରିସ…

ଚକା ବିଜେ କରିବେ ଶ୍ରୀବିଗ୍ରହ

ପୁରୀ: ଧୀରେ ଧୀରେ ସୁସ୍ଥ ହେଉଛନ୍ତି ମହାପ୍ରଭୁ । ସ୍ନାନ ପରେ ଜ୍ୱରରେ ପଡିଥିଲେ ମହାପ୍ରଭୁ । ମହାପ୍ରଭୁଙ୍କ ସୁସ୍ଥତା ପାଇଁ ଅଣସର ପିଣ୍ଡିରେ ଚାଲିଛି ଗୁପ୍ତନୀତି । ଯାହା ଦ୍ବାରା ସ୍ଥୁସ୍ଥ ଅନୁଭବ କରୁଛନ୍ତି ଶ୍ରୀବିଗ୍ରହ । ସେପଟେ ଆଜି ଅଣସର ଦଶମୀ । ଚକାବିଜେ କରିବେ ଶ୍ରୀଜୀଉ । ଅଣସର ତାଟି…