ବାସ୍ତୁ ଟିପ୍ସ: କର୍ପୂର ଆଳତି କଲେ ଘରକୁ ଆସେ ସୁଖଶାନ୍ତି
ଭୁବନେଶ୍ବର: ଆମର ହିନ୍ଦୁଧର୍ମରେ ପୂଜାବେଳେ କର୍ପୂର ଆଳତି କରାଯାଏ । ଘରେ ହେଉ ବା ମନ୍ଦିରରେ ଆମେ କର୍ପୂର ଆଳତି କରୁ । ବାସ୍ତୁ ଶାସ୍ତ୍ର ହିସାବରେ କର୍ପୂର ଜଳାଇବା ଦ୍ୱାରା ଘରୁ ସକାରାତ୍ମକ ପ୍ରଭାବ ଘରେ ପଡିଥାଏ । ଆସନ୍ତୁ ଜାଣିବା କର୍ପୂର ଆଳତି ଦ୍ବାରା କଣ ଲାଭ ମିଳେ..
-କର୍ପୂର ଆଳତି…