ଲୋୟର ପିଏମଜିରେ କମ୍ୟୁନିଟି ଷ୍ଟାଫଙ୍କ ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର: ମିଶନଶକ୍ତି କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କ ଆନ୍ଦୋଳନ ସ୍ଥଗିତ। ବକେୟା ଦରମା ଦେବା ପାଇଁ ପ୍ରତିଶ୍ରୁତି ଦେଲେ ସରକାର। ଏହାପରେ ଆନ୍ଦୋଳନ ସ୍ଥଗିତ ରଖିଛି ସଂଘ। ଡିସେମ୍ବର ୩୦ ସୁଦ୍ଧା ବକେୟା ଦରମା ଓ ଦାବି ସମାଧାନ ନେଇ ସରକାର ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ସ୍ଥଗିତ ପାଇଁ…