Latest Odisha News

BREAKING NEWS

ଡକ୍ୱୱର୍ଥ ଲୁଇସ ନିୟମର ଜନକଙ୍କ ପରଲୋକ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ଅବସରରେ ଏକ ଦୁଃଖଦ ଖବର ସମ୍ମୁଖକୁ ଆସିଛି । ଯେଉଁ ଡକ୍ୱୱର୍ଥ ଲୁଇସ ନିୟମ ମାଧ୍ୟମରେ ଆଫଗାନିସ୍ତାନ ସେମିଫାଇନାଲରେ ପ୍ରବେଶ କରିଥିଲା ତାର ଜନକଙ୍କ ପରଲୋକ ହୋଇଯାଇଛି । ଇଂଲଣ୍ଡର ଡକ୍ୱୱର୍ଥ ଲୁଇସ ଷ୍ଟର୍ନ ଓ ଫ୍ର‌୍ୟାଙ୍କ ଡକ୍ୱୱର୍ଥ ଏହି ନିୟମ ବାହାର କରିଥିଲେ । ୮୪…

ଡ୍ରେନରେ ପଡ଼ି ଶିଶୁ ମୃତ୍ୟୁ ଘଟଣା: ବିଏମସି କମିଶନରଙ୍କୁ ନୋଟିସ ଜାରି କଲେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ

ଭୁବନେଶ୍ଵର: ଭୁବନେଶ୍ୱରରେ ମୁକୁଳା ଡ୍ରେନ୍‌ରେ ଭାସିଯାଇ ନାବାଳକ ମୃତ୍ୟୁ ଘଟଣାରେ ଆକ୍ସନ ମୋଡରେ ସାଜ୍ୟ ସରକାର । ତୁରନ୍ତ ମୁକୁଳା ଡ୍ରେନ୍‌ ଉପରେ ସ୍ଲାବ ପକାଇବାକୁ ବିଏମସି କମିଶନରଙ୍କୁ ନିର୍ଦ୍ଦେଶ ଦେଲେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ । ସ୍ଲାବ୍ ପକେଇବା ସହ ଡ୍ରେନ୍‌ କଡ଼ରେ…

ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ନୂଆ ପରିକଳ୍ପନା; ଟ୍ୱିନ ସିଟି ହେବ ଟ୍ରିପଲ୍ ସିଟି

ଭୁବନେଶ୍ୱର: ଟ୍ୱିନ ସିଟି ହେବ ଟ୍ରିପଲ୍ ସିଟି । ଦ୍ୱୈତ ନଗରୀ କଟକ-ଭୁବନେଶ୍ୱର ସହ ଯୋଡ଼ି ହେବ ପୁରୀ । ଆଜି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆୟୋଜିତ ସମୀକ୍ଷା ବୈଠକରେ ଏଭଳି କହିଛନ୍ତି ମନ୍ତ୍ରୀ କୁଷ୍ଣଚନ୍ଦ୍ର ମହାପାତ୍ର । ମନ୍ତ୍ରୀ କହିଛନ୍ତି ଯେ, ଟ୍ରିପଲ ସିଟି ହେବା…

୨୦୧୭ ନିର୍ବାଚନୀ ହିଂସା ମାମଲା, ୪ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ଢେଙ୍କାନାଳ: ୨୦୧୭ ନିର୍ବାଚନୀ ହିଂସା ମାମଲାରେ ଗିରଫ ୪ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ । ୪ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଲେ ଅତିରିକ୍ତ ଜିଲ୍ଲା ଦୌରାଜଜ । ୨୦୧୭ ପଞ୍ଚାୟତ ନିର୍ବାଚନ ବେଳେ ଗଁନ୍ଦିଆ ଥାନା ବାରଦାପାଟଣାରେ ହତ୍ୟା ହୋଇଥିଲା । ଏକ ନିର୍ଦ୍ଦିଷ୍ଟ ଦଳର କର୍ମୀଙ୍କୁ…

ସହରାଞ୍ଚଳ ଲୋକଙ୍କୁ ଉତ୍ତମ ସେବା ଯୋଗାଣ ପାଇଁ ଟିମ୍‍ ୱାର୍କ ଉପରେ ବିଭାଗୀୟ ମନ୍ତ୍ରୀଙ୍କ ଗୁରୁତ୍ୱ

ଭୁବନେଶ୍ୱର: ସହରାଞ୍ଚଳର ଲୋକଙ୍କୁ ଉନ୍ନତମାନର ସେବା ଯୋଗାଇ ଦେବାପାଇଁ ଅଧିକାରୀମାନେ ‘ଟିମ୍‍ ୱାର୍କ’ କରିବାକୁ କହିଛନ୍ତି ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର । ଆଜି ଲୋକସଭା ଭବନର କନଭେନସନ ହଲରେ ସହରାଞ୍ଚଳ ପ୍ରଶାସନର ପ୍ରାଥମିକତା ନେଇ ପୌର…

ଯୋଜନା ଓ ସଂଯୋଜନ ବିଭାଗର କାର୍ଯ୍ୟ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଯୋଜନା ଓ ସଂଯୋଜନ ବିଭାଗର କାର୍ଯ୍ୟ ସମୀକ୍ଷା କରିଛନ୍ତି । ଏହା ସହ ଏକ ଲୋକାଭିମୁଖୀ ବଜେଟ୍ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ନୂଆ ସରକାରଙ୍କ ଉପରେ ଜନ ସାଧାରଣଙ୍କ ବହୁତ୍ ଆଶା ଆକାଂକ୍ଷା ଅଛି ବୋଲି…

“ଏକ୍ ପେଡ୍ ମାଆ କେ ନାମ୍”: ପର୍ଯ୍ୟଟନ ଭବନରେ ଗଛ ଲଗାଇଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ପରିବେଶ ସୁରକ୍ଷାକୁ ଗୁରୁତ୍ବ ଦେଇ ଆରମ୍ଭ ହୋଇଛି “ଏକ୍ ପେଡ୍ ମାଆ କେ ନାମ୍” ଅଭିଯାନ କାର୍ଯ୍ୟକ୍ରମ । ଏହିକ୍ରମରେ ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଗଛ ଲଗାଇଛନ୍ତି । ଭୁବନେଶ୍ବର ସ୍ଥିତ ପର୍ଯ୍ୟଟନ ଭବନ ପରିସରରେ “ବଉଳ” ଗଛର ଚାରା ରୋପଣ କରି ପରିବେଶ…

ପୁଣି ବର୍ଷିଲେ ସୁଦର୍ଶନ, କହିଲେ ରତ୍ନ ଭଣ୍ଡାର ନ ଖୋଲିବାକୁ ହୋଇଛି ଯୋଜନା

ପୁରୀ: ରାଜ୍ୟରେ ସରକାର ବଦଳିଛି । ସରକାର ବଦଳିବା ପରେ ଏବେ ପୂରା ଜୋରଦାର ଚାଲିଛି କାମ । ହେଲେ ଏବେ ବି ଗୋଟିଏ ପ୍ରସଙ୍ଗ ଉପରେ ପ୍ରଶ୍ନବାଚୀ, କେବେ ଖୋଲିବ ରତ୍ନ ଭଣ୍ଡାର ? ଏନେଇ ଆଇନ ମନ୍ତ୍ରୀ ପୃଥିରାଜ ହରିଚନ୍ଦନ ନିର୍ଦ୍ଦିଷ୍ଟ ସମୟରେ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲାଯିବା ସହିତ…

ମା’ ନାମରେ ଲାଗିଲା କଳଙ୍କ, ୪ ବର୍ଷର ପୁଅକୁ ବିଷ ପିଆଇଲା ମା’

ବାରିପଦା: ରାକ୍ଷସ ସାଜିଲା ମା । ୯ ମାସ ଗର୍ଭରେ ରଖି ଯେଉଁ ପୁଅକୁ ଅନ୍ତଫାଡ଼ି ଜନ୍ମ ଦେଇଥିଲା ସେଇ ପୁଅକୁ ଶେଷରେ ବିଷ ପିଆଇ ମାରିବାକୁ ଉଦ୍ୟମ କଲା ରାକ୍ଷସୀ ମା। ୪ ବର୍ଷର ପୁଅକୁ ବିଷ ପିଆଇ ଶେଷରେ ନିଜେ ବିଷ ପିଇ ଆତ୍ମହତ୍ୟା କରିଛି ମାଆ । ଉଦଳା ଥାନା ନାବରା କଲୋନୀ ଗାଁରେ ଦେଖିବାକୁ…

ମହାପ୍ରଭୁଙ୍କ ନବଯୌବନ ଦର୍ଶନରୁ ବଞ୍ଚିତ ହେବେ ଭକ୍ତ

ପୁରୀ: ଦୀର୍ଘ ୫୩ ବର୍ଷ ପରେ ଅର୍ଥାତ ୧୯୭୧ ମସିହା ପରେ ଚଳିତବର୍ଷ ଆହ୍ବାନପୂର୍ଣ୍ଣ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି । ଯେଉଁଥିରେ ମହାପ୍ରଭୁ ୧୩ ଦିନିଆ ଅଣସର ବିଜେ କରିଛନ୍ତି । ଏଥିସହିତ ଗୋଟିଏ ଦିନରେ ନେତ୍ରୋତ୍ସବ,ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା ପଡୁଛି । ଯାହାକୁ ନେଇ…