ନୂଆବର୍ଷରେ ଚାଷୀଙ୍କୁ ବଡ଼ ଉପହାର, ପିଏମ ଫସଲ ବୀମା ଯୋଜନାର ଆବଣ୍ଟନ ରାଶି ବଢିଲା
ନୂଆଦିଲ୍ଲୀ: ନୂଆବର୍ଷରେ ଚାଷୀଙ୍କୁ ବଡ଼ ଉପହାର ଦେଇଛି ମୋଦୀ କ୍ୟାବିନେଟ । ପିଏମ ଫସଲ ବୀମା ଯୋଜନାର ଆବଣ୍ଟନ ରାଶି ବୃଦ୍ଧି ପାଇଛି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ହୋଇଥିବା କ୍ୟାବିନେଟ୍ ବୈଠକରେ ଡିଏପି ସାର ଉପରେ ସବସିଡି, ଟେକ୍ନୋଲୋଜି ସାହାଯ୍ୟରେ କ୍ଲେମ…