Latest Odisha News

BREAKING NEWS

ବିମାନରେ ଧକ୍କା ହେଲା ପକ୍ଷୀ, ୱିଣ୍ଡସ୍କ୍ରିନରେ ଫାଟ ଯୋଗୁଁ ଏମରଜେନ୍ସି ଲ୍ୟାଣ୍ଡିଂ 

ପାଟଣା: ଦିଲ୍ଲୀରୁ ଶୀଲଙ୍ଗ ଯାଉଥିବା ସ୍ପାଇସ ଜେଟ୍ ବିମାନ ପାଟନାରେ ଜରୁରୀ ଅବତରଣ କରିଛି। ବିମାନ ଏସଜି ୨୯୫୦ ରେ ପ୍ରାୟ ୮୦ ଜଣ ଯାତ୍ରୀ ଏବଂ କ୍ରୁ ସଦସ୍ୟ ଥିଲେ। ୱିଣ୍ଡସ୍କ୍ରିନ୍ରେ ଫାଟ ଯୋଗୁଁ ବିମାନଟି ଜରୁରୀକାଳୀନ ଅବତରଣ କରିଥିବା ଜଣାପଡିଛି। ତେବେ ବିମାନରେ ଥିବା ସମସ୍ତେ ସୁରକ୍ଷିତ…

ସୁଜିତ କୁମାର ବିଜେପି ରାଜ୍ୟସଭା ପ୍ରାର୍ଥୀ

ଭୁବନେଶ୍ୱର: ସୁଜିତ୍‌ କୁମାରଙ୍କୁ ପ୍ରାର୍ଥୀ ଘୋଷଣା କଲା ବିଜେପି। ଉପନିର୍ବାଚନ ପାଇଁ ସୁଜିତ କୁମାରଙ୍କ ନାଁ ଘୋଷଣା ହୋଇଛି। ବିଜେପି କେନ୍ଦ୍ରୀୟ ଚୟନ କମିଟି ପକ୍ଷରୁ ବିଧିବଦ୍ଧ ସୂଚନା ଜାରି କରାଯାଇଛି। ଆଜି ନାମାଙ୍କନ ଭରିପାରନ୍ତି ସୁଜିତ କୁମାର। ଏଥିପୂର୍ବରୁ ସେ ପାର୍ଟି ଅଫିସରେ ରାଜ୍ୟ…

ଦ୍ବିତୀୟ ପ୍ରାର୍ଥୀ ତାଲିକା ଜାରି କଲା ଆପ୍, କେଉଁଠୁ ଲଢିବେ ସିସୋଦିଆ?

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆମ୍ ଆଦମୀ ପାର୍ଟି (AAP) ନିଜର ଦ୍ବିତୀୟ ପ୍ରାର୍ଥୀ ତାଲିକା ଜାରି କରିଛି। ଏହି ତାଲିକାରେ ୨୦ ଜଣ ପ୍ରାର୍ଥୀ ସ୍ଥାନ ପାଇଛନ୍ତି। ଆଶ୍ଚର୍ଯ୍ୟଜନକ କଥା ହେଉଛି ଆପ୍ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଆସନ ବଦଳାଇ ଦେଇଛି।…

ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ହେଲେ ରାହୁଲ ନର୍ଭେକର

ମୁମ୍ବାଇ: ସୋମବାର ଦିନ ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ଭାବରେ ବିଜେପି ନେତା ରାହୁଲ ନର୍ଭେକର ନିର୍ବାଚିତ ହୋଇଛନ୍ତି। କୋଲାବାର ୪୭ ବର୍ଷୀୟ ବିଧାୟକ ଏକନାଥ ସିନ୍ଦେ ସରକାରଙ୍କ ଅଧୀନରେ ବାଚସ୍ପତି ଭାବରେ କାର୍ଯ୍ୟ କରିଥିଲେ। ତେବେ ଏହି ନିଷ୍ପତ୍ତି ପ୍ରୋଟେମ୍ ସ୍ପିକର କାଲିଦାସ କୋଲାମ୍ବକର…

ଆଧାର କାର୍ଡ ଅପଡେଟ: ଖୁବଶୀଘ୍ର ସରୁଛି ଡେଡ୍‌ଲାଇନ୍‌, ବିଳମ୍ବ ହେଲେ ଦେବାକୁ ପଡିବ ଟଙ୍କା

ନୂଆଦିଲ୍ଲୀ: ଅନେକ ଥର ଆଧାର କାର୍ଡ ତିଆରି କରିବା ସମୟରେ ଲୋକମାନେ କିଛି ଭୁଲ କରନ୍ତି। ହେଲେ UIDAI ଆଧାର କାର୍ଡ ଅପଡେଟ କରିବାର ଏକ ସୁଯୋଗ ପ୍ରଦାନ କରୁଛି। ଏଥିପାଇଁ ଆପଣଙ୍କୁ ଫି ଦେବାକୁ ପଡିବ। କିନ୍ତୁ ଯଦି ଆପଣ ଏହି ତାରିଖ ପର୍ଯ୍ୟନ୍ତ ଆଧାର କାର୍ଡ ଅପଡେଟ୍‌ କରୁଛନ୍ତି। ତେବେ ଏଥିପାଇଁ…

ଆଇଆରସିଟିସି ସେବା ଠପ୍, ଯାତ୍ରୀ ହନ୍ତସନ୍ତ

ନୂଆଦିଲ୍ଲୀ: ଆଇଆରସିଟିସି ୱେବସାଇଟ୍ ପୁଣି ଥରେ ଠପ୍ ହୋଇଯାଇଛି। ଏହାର ଆପ୍ ମଧ୍ୟ କାମ କରୁନାହିଁ। ଆଗାମୀ ଏକ ଘଣ୍ଟା ପାଇଁ ଟିକେଟ୍ ବୁକିଂ ବନ୍ଦ ରହିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ଯାହାଫଳରେ ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହିପରି ଯେଉଁମାନେ ତତକାଲ୍…

ପୁଷ୍ପା ୨ ପରେ ଏହି ଫିଲ୍ମରେ ନଜର ଆସିବେ ରଶ୍ମିକା…

ମୁମ୍ବାଇ: ବଡ଼ ପରଦାରେ ଧମାଲ ଏବେ କରୁଛି ‘ପୁଷ୍ପା ୨’ । କେବଳ ଭାରତ ନୁେହଁ‌ ବିଦେଶରେ ମଧ୍ୟ ଏହି ଫିଲ୍ମ ବେଶ୍ ଭଲ ପ୍ରଦର୍ଶନ କରିଛି। ରିଲିଜ୍‌ ହେବାର ମାତ୍ର ୩ ଦିନରେ ବକ୍ସ ଅଫିସ୍‌ରେ ଏହି ଫିଲ୍ମ ୫୦୦ କୋଟିରୁ ଊର୍ଦ୍ଧ ଟଙ୍କାର ବ୍ୟବସାୟ କରିଥିବା ଜଣାପଡ଼ିଛି । ଫିଲ୍ମରେ ସାଉଥ ସୁପରଷ୍ଟାର…

୫ ନକଲି ମାଓବାଦୀଙ୍କୁ ବାନ୍ଧିଲା ପୋଲିସ, ପ୍ରଜାକୋର୍ଟରେ ଲୋକଙ୍କୁ ଦେଉଥିଲେ ଦଣ୍ଡ

ମାଲକାନଗିରି: ମାଓବାଦୀଙ୍କ ବର୍ବରତା ଶୁଣିଛନ୍ତି, ହେଲେ ନିଜକୁ ମାଓବାଦୀ କହି ପ୍ରଜାକୋର୍ଟରେ ଶାସନ ଚଳାଇଥିଲେ ୫ ବ୍ୟକ୍ତି। ସାଧାରଣ ଲୋକଙ୍କୁ ପ୍ରଜାକୋର୍ଟର ଧମକ ଦେଖାଇ ବଟି ଆଦାୟ କରୁଥିଲେ। ଆଉ ଏହି ନକଲି ମାଓବାଦୀ ଏବେ ପୋଲିସ ହାତରେ ଧରା ପଡିଲେ। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା…

୯ ମାସର ବକେୟା ଦରମା ପାଇଁ ରାଜଧାନୀ ରାଜରାସ୍ତାରେ ହଜାର ହଜାର ମହିଳା

ଭୁବନେଶ୍ୱର: ଲୋୟର ପିଏମ୍‌ଜିରେ ଦରମା ଦାବିରେ ଗର୍ଜିଲେ ବିଭିନ୍ନ ସଂଗଠନ। ଏମବିକେ, ବ୍ୟାଙ୍କ ମିତ୍ର, କୃଷି ମିତ୍ର ଓ ପ୍ରାଣୀ ମିତ୍ର ସହ ବିଭିନ୍ନ ସଂଗଠନର ବିକ୍ଷୋଭ। ୯ ମାସର ବକେୟା ସହ ବିଭିନ୍ନ ଦାବିରେ ହଜାର ହଜାର ମହିଳା ଏକାଠି। ବାରମ୍ବାର ଅଭିଯୋଗ ପରେ ବି ସରକାର କିଛି…

ପୁଣି ରାଜ୍ୟସଭା ଯିବେ ସୁଜିତ କୁମାର, ଆଜି ଭରିବେ ନାମାଙ୍କନ

ଭୁବନେଶ୍ୱର: ଆଜି ରାଜ୍ୟସଭା ପାଇଁ ନାମାଙ୍କନ ଭରିବେ ସୁଜିତ କୁମାର l ବିଧାନସଭାରେ ଆଜି ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିବେ ସୁଜିତ କୁମାର l ଗତ ସେପ୍ଟେମ୍ବର ୬ରେ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ମିଶିଥିଲେ ସୁଜିତ କୁମାର l ସୁଜିତଙ୍କର କାର୍ଯ୍ୟକାଳ ଏପ୍ରିଲ ୨, ୨୦୨୬ରେ ଶେଷ…