Latest Odisha News

BREAKING NEWS

ବବିଙ୍କୁ ନେଇ ବଢିଲା ଚର୍ଚ୍ଚା, ସରକାରୀ ବାସଭବନରେ ଚାଲିଛି ଭଙ୍ଗାରୁଜା

ଭୁବନେଶ୍ବର; ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ଓରଫ ବବିଙ୍କ ଘରେ ଚାଲିଛି ଭଙ୍ଗାରୁଜା । ବବି ରହୁଥିବା ସରକାରୀ ବାସଭବନରେ ଭଙ୍ଗା ରୁଜା ଚାଲିଛି ବୋଲି ଖବର ମିଳିଛି । ଘରର ଅଣ୍ଡର ଗ୍ରାଉଣ୍ଡରେ କିଛି ନିର୍ମାଣ ହୋଇଥିଲା, ଯାହାକୁ ବର୍ତ୍ତମାନ ଭଙ୍ଗା ଯାଉଛି । ବାହାରେ ଗେଟ୍ ତାଲା ପଡି ଭିତରେ…

ମାସକରେ ମୁକୁଳା ଡ୍ରେନ୍‌ ଉପରେ ପଡ଼ିବ ସ୍ଲାବ, ସପ୍ତାହକରେ ବାରିକେଡ କାମ ସରିବ: ବିଏମସି କମିଶନର

ଭୁବନେଶ୍ୱର: ରାଜଧାନୀରେ ଯୁଦ୍ଧକାଳୀନ ଭିତ୍ତିରେ ସରିବ ମୁକୁଳା ଡ୍ରେନ୍‌ କାମ। ମାସକରେ ମୁକୁଳା ଡ୍ରେନ୍‌ ଉପରେ ପଡ଼ିବ ସ୍ଲାବ। ସପ୍ତାହକରେ ବାରିକେଡ କାମ ସରିବ। ଏନେଇ ସୂଚନା ଦେଲେ ବିଏମ୍‌ସି କମିଶନର ରାଜେଶ ପ୍ରଭାକର ପାଟିଲ। ଭୁବନେଶ୍ବର ସହରରେ ମୋଟ ୧୮୦୦ କିଲୋମିଟର ଡ୍ରେନ୍‌ ରହିଛି।…

ଟି୨୦ ବିଶ୍ୱକପ: ସେମିଫାଇନାଲ ଲାଇନଅପ ଚୂଡାନ୍ତ

ଗୁୟାନା: ଚଳିତ ଟି୨୦ ବିଶ୍ୱକପ କ୍ରିକେଟର ସେମିଫାଇନାଲ ଲାଇନଅପ ଚୂଡାନ୍ତ ହୋଇଯାଇଛି । ତ୍ରିନିଦାଦ ଆଣ୍ଡ ଟବାଗୋରେ ପ୍ରଥମ ସେମିଫାଇନାଲ ଦକ୍ଷିଣ ଆଫ୍ରିକା ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବ । ସେହିପରି ଦ୍ୱିତୀୟ ସେମିଫାଇନାଲ ଭାରତ ଓ ଇଂଲଣ୍ଡ ମଧ୍ୟରେ ଗୁୟାନାରେ ଖେଳାଯିବ । ଭାରତ ଚମତ୍କାର…

ସେପ୍ଟେମ୍ବରରେ ସିନେମା ହଲରେ ଆସିବାକୁ ଯାଉଛି ‘ଏମରଜେନ୍ସି’

ମୁମ୍ବାଇ: କଳା ଦିବସରେ କଙ୍ଗନାଙ୍କ ଘୋଷଣା । ଶୀଘ୍ର ପରଦାକୁ ଆସିବାକୁ ଯାଉଛି କଳା ଦିବସ ଉପରେ ଆଧାରିତ ବଲିଉଡ କୁଇନଙ୍କ ଚର୍ଚ୍ଚିତ ଚଳଚିତ୍ର ‘ଏମରଜେନ୍ସି’  । ପରଦାକୁ ଆସିବାକୁ ସମସ୍ତ ପ୍ରସ୍ତୁତି ସରିଥିବା ନେଇ ନିଜ ସୋସିଆଲ ମିଡିଆରେ ପୋଷ୍ଟର ଜାରି କଲେ କୁଇନ୍ କଙ୍ଗନା ରାଣାଓ୍ବତ ।…

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ: ୨୬ରୁ ରାଜ୍ୟରେ ବଢିବ ବର୍ଷା, ୯ ଜିଲ୍ଲାକୁ ୟେଲୋ ଆଲର୍ଟ

ଭୁବନେଶ୍ୱର: ବଙ୍ଗୋପସାଗରରେ ଆସନ୍ତାକାଲି ବେଳକୁ ସୃଷ୍ଟି ହେବାକୁ ଯାଉଛି ଏକ ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ୨୬ରୁ ରାଜ୍ୟରେ ବଢିବ ବର୍ଷା। କିଛି ସ୍ଥାନରେ ପ୍ରବଳ ବର୍ଷା ନେଇ ଆସନ୍ତାକାଲି ପାଇଁ ଆଲର୍ଟ ଜାରି କରାଯାଇଛି। ଖୋର୍ଦ୍ଧା, ନୟାଗଡ଼, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ରାୟଗଡା,…

ଆଜି ସଂସଦରେ ଶପଥ ନେବେ ଓଡ଼ିଶାର ୧୮ ସାଂସଦ

ନୂଆଦିଲ୍ଲୀ/ଭୁବନେଶ୍ୱର: ମୋଦୀ ସରକାରଙ୍କ ତୃତୀୟ ପାଳିର ନୂଆ ମନ୍ତ୍ରିମଣ୍ଡଳ ଗଠନର କିଛିଦିନ ପରେ ଗତକାଲି ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ ଆରମ୍ଭ ହୋଇଛି। କାମଚଳା ବାଚସ୍ପତି ଭାବେ ବିଜେପି ସାଂସଦ ଭର୍ତ୍ତୃହରି ମହତାବଙ୍କୁ ପ୍ରଥମେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନରେ…

ଓଡ଼ିଶା ସାହିତ୍ୟ ଏକାଡେମୀ’ର ସ୍ଵନକ୍ଷତ୍ର ଦିବସ ଉପଲକ୍ଷେ ବିଦ୍ୟାଳୟ ସ୍ତରରେ ସାରସ୍ୱତ ପ୍ରତିଯୋଗିତା

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ତଥା ସର୍ବାଙ୍ଗୀନ ଉନ୍ନତି ପାଇଁ ବିଗତ ଛଅ ଦଶନ୍ଧି ଧରି ନିରବଚ୍ଛିନ୍ନ ଭାବରେ କାର୍ଯ୍ୟ କରୁଥିବା ଆମ ରାଜ୍ୟର ସର୍ବୋଚ୍ଚ ସାହିତ୍ୟ ଅନୁଷ୍ଠାନ 'ଓଡ଼ିଶା ସାହିତ୍ୟ ଏକାଡେମୀ'ର ସ୍ଵନକ୍ଷତ୍ର ଦିବସ ଆସନ୍ତା ଜୁଲାଇ ୨୫ ତାରିଖରେ…

କୋଷାଗାର ନିର୍ଦ୍ଦେଶାଳୟ ସାଂସ୍କୃତିକ ପରିଷଦର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଭୁବନେଶ୍ୱର : କୋଷାଗାର ନିର୍ଦ୍ଦେଶାଳୟ ସାଂସ୍କୃତିକ ପରିଷଦର ପଞ୍ଚଦଶତମ ବାର୍ଷିକ ଉତ୍ସବ ମହାସମାରୋହରେ ସ୍ଥାନୀୟ ରବିନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଓଡ଼ିଶା ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ବିଶାଲ କୁମାର ଦେ ମୁଖ୍ୟ ଅତିଥି , ଅର୍ଥ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ…

ଏନକାଉଣ୍ଟରରେ ଜଣେ ନକ୍ସଲ ନିହତ, ବନ୍ଧୁକ ସହ ମାଓସାମଗ୍ରୀ ଜବତ

ଧମତରୀ: ଓଡ଼ିଶା ସୀମାନ୍ତ ଛତିଶଗଡ଼ରେ ପୋଲିସର ଏନକାଉଣ୍ଟର। ପୋଲିସର ଏନକାଉଣ୍ଟରରେ ଜଣେ ନକ୍ସଲ ନିହତ। ଧମତରୀ ଜିଲ୍ଲା ମୁହକୋଟ ଆମଝର ଜଙ୍ଗଲରେ ଏନକାଉଣ୍ଟର ହୋଇଥିବା ସୂଚନା ରହିଛି। ସେହିପରି ଅନ୍ୟ ମାଓବାଦୀ ଛତ୍ରଭଙ୍ଗ ଦେଇଥିବା ବେଳେ ଏସଏଲଆର (SLR) ବନ୍ଧୁକ ସହ ମାଓସାମଗ୍ରୀ ଜବତ ହୋଇଛି।…

ଆଜି ବାଚସ୍ପତି ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ ଏନଡିଏ, ଆସନ୍ତାକାଲି ଲୋକସଭା ବାଚସ୍ପତି ନିର୍ବାଚନ

ନୂଆଦିଲ୍ଲୀ: କିଏ ହେବେ ଅଷ୍ଟାଦଶ ଲୋକସଭାର ବାଚସ୍ପତି ?  ବୁଧବାର ବାଚସ୍ପତି ପଦ ଲାଗି ନିର୍ବାଚନ ଅନୁଷ୍ଠିତ ହେବ। ଆଜି ନିଜର ପ୍ରାର୍ଥୀଙ୍କ ନାମ ଘୋଷଣା କରିବ ଏନଡିଏ। ମଧ୍ୟାହ୍ନ ୧୨ଟା ସୁଦ୍ଧା ନାମାଙ୍କନ ପତ୍ର ଦାଖଲ କରାଯିବାର ସମୟ ଧାର୍ଯ୍ୟ ହୋଇଛି। ଏହି ପଦକୁ ନିଜ ପାଖରେ ରଖିବାକୁ ଚାହୁଁଛି…