Latest Odisha News

BREAKING NEWS

ଶିମିଳିପାଳ ଫେରିଲା ବାଘୁଣୀ ‘ଜିନ୍ନତ’

ବାରିପଦା: ଶିମିଳିପାଳରେ ବାଘୁଣୀ 'ଜିନ୍ନତ' । ପଶ୍ଚିମବଙ୍ଗରୁ ସ୍ୱତନ୍ତ୍ର ଗାଡ଼ିରେ ଶିମିଳିପାଳ ପହଞ୍ଚିଲା ବାଘୁଣୀ 'ଜିନ୍ନତ' । ଆଲିପୁର ଚିଡ଼ିଆଖାନାରୁ ସ୍ୱତନ୍ତ୍ର ଗାଡ଼ି ଯୋଗେ ଜିନ୍ନତକୁ ଶିମିଳିପାଳ ଅଣାଗଲା । 'ଜିନ୍ନତ'କୁ ଏବେ ଯମୁନା ଏନକ୍ଲୋଜରରେ ରଖାଯାଇଛି । ସୂଚନା ଅନୁସାରେ,…

ନୂଆ ଆଶା, ନୂଆ ଆକାଂକ୍ଷା ନେଇ ଆରମ୍ଭ ହେଲା ନୂଆବର୍ଷ ୨୦୨୫

ଭୁବନେଶ୍ଵର: ନୂଆ ଆଶା ଓ ନୂଆ ଆକାଂକ୍ଷା ନେଇ ଆରମ୍ଭ ହେଲା ନୂଆବର୍ଷ ୨୦୨୫। ୨୦୨୪ରେ ଘଟିଥିବା ବିଭିନ୍ନ ଘଟଣା ଲକ୍ଷଲକ୍ଷ ଲୋକଙ୍କ ଘର ଓ ହୃଦୟ ଭାଙ୍ଗିଥିବା ବେଳେ ୨୦୨୫ ସେସବୁ ଆଘାତର କ୍ଷତକୁ ଭରିଦେବାର ଆଶା ନେଇ ଆଜି ବିଶ୍ବବାସୀ ନୂଆବର୍ଷକୁ ସ୍ବାଗତ କରିଛନ୍ତି। ଦେଶବିଦେଶରେ ‘ଜିରୋ ଆୱାର’…

୨୦୨୫ ପ୍ରଥମ ସପ୍ତାହରେ ଓଟିଟିରେ ରିଲିଜ୍ ହେବାକୁ ଯାଉଛି ଏହି ଫିଲ୍ମ ଏବଂ ଓ୍ବେବ ସିରିଜ୍

ମୁମ୍ବାଇ: ନୂତନ ବର୍ଷ ଜବରଦସ୍ତ ମନୋରଞ୍ଜନ ସହ ଆରମ୍ଭ ହେବାକୁ ଯାଉଛି । କାରଣ ୨୦୨୪ ଶେଷ ପର୍ଯ୍ୟନ୍ତ ରିଲିଜ ହୋଇଥିବା ଭଲ ଭଲ ଚଳଚ୍ଚିତ୍ର ଓଟିଟିରେ ମୁକ୍ତିଲାଭ କରିବାକୁ ଯାଉଛି । ଭାରତୀୟ ଚଳଚ୍ଚିତ୍ର ଠାରୁ ଆରମ୍ଭ କରି ଅନ୍ତର୍ଜାତୀୟ ଥ୍ରୀଲର ଚଳଚ୍ଚିତ୍ର ଏବଂ ୱେବ୍ ସିରିଜ୍ ପର୍ଯ୍ୟନ୍ତ…

ଝାଡ଼ଖଣ୍ଡ ବିଜୟ ପରେ ଏବେ ବିହାରରେ ଲଢିବ ଜେଏମଏମ , ୧୨ ଆସନରୁ ଦେବ ପ୍ରାର୍ଥୀ

ପାଟନା: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ପରେ ବର୍ତ୍ତମାନ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ପାର୍ଟି ବିହାରର ୧୨ ଟି ବିଧାନସଭା ଆସନରେ ନିର୍ବାଚନ ଲଢିବ। ଏନେଇ ଦଳ ପକ୍ଷରୁ କୁହାଯାଇଛି, ଝାଡଖଣ୍ଡ ଏବଂ ବିହାରର ସୀମାନ୍ତ ଅଞ୍ଚଳରେ ଦଳର ଦୃଢ ସଂଗଠନ ରହିଛି। ତେଣୁ ଦଳ ବିହାରର…

ଏନଟିସିଏ ଚିଠି ପରେ ଶିମିଳିପାଳ ଫେରୁଛି ଜିନତ

ଭୁବନେଶ୍ବର: ବାଘୁଣୀ ଜିନତ ନେଇ ଆସିଛି ନୂଆ ଅପଡେଟ। ବନ ବିଭାଗକୁ ନାକେଦମ କରିବା ସହ ନାନା କଳ୍ପନାଯଳ୍ପନା ପରେ ଅଲିପୁର ଚିଡ଼ିଆଖାନାରୁ ଶିମିଳିପାଳ ଫେରୁଛି  ଜିନତ। ସେଠାରେ ସ୍ବାସ୍ଥ୍ୟ ପରୀକ୍ଷା ପରେ ସ୍ବତନ୍ତ୍ର ବ୍ୟବସ୍ଥାରେ ଜିନତକୁ ଅଣାଯାଉଛି। ବୁଧବାର ସକାଳ ସୁଦ୍ଧା ଶିମିଳିପାଳରେ…

ନବବର୍ଷ ପାଇଁ ପୁରୀରେ ଅସମ୍ଭାଳ ଭିଡ, ରାତି ସାଢ଼େ ୧୨ ଟା ସୁଦ୍ଧା ହେବ ଦ୍ଵାର ଫିଟା ନୀତି

ପୁରୀ: ଇଂରାଜୀ ନବବର୍ଷରେ ଶ୍ରୀକ୍ଷେତ୍ରରେ ଅସମ୍ଭାଳ ଭିଡ। ନବ ବର୍ଷରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରକୁ ଛୁଟୁଛି ଭକ୍ତଙ୍କ ସୁଅ। ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ଭକ୍ତ ପୁରୀରେ ପହଞ୍ଚୁଛନ୍ତି । ନୂଆ ବର୍ଷରେ ଶ୍ରୀମନ୍ଦିରରେ ହେବାକୁ ଥିବା ଭକ୍ତ ସମାଗମ ତଥା ଭିଡ଼କୁ…

ଦେଶବାସୀଙ୍କୁ ନୂଆ ବର୍ଷର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ନୂଆ ବର୍ଷ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ରାଷ୍ଟ୍ରପତି 'ଏକ୍ସ'ରେ ତାଙ୍କ ବାର୍ତ୍ତା ପୋଷ୍ଟରେ କହିଛନ୍ତି ଯେ, ନୂତନ ବର୍ଷର ଶୁଭ ଅବସରରେ ମୁଁ ଭାରତ ତଥା ବିଦେଶରେ ରହୁଥିବା ସମସ୍ତ ନାଗରିକଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଏବଂ…

ନୂଆବର୍ଷରୁ ପ୍ରବଳ ଶୀତ, ଘନକୁହୁଡ଼ିକୁ ନେଇ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର: ନୂଆବର୍ଷରେ ଶୀତରେ ଥରିବ ରାଜ୍ୟ। ଶୁଖିଲା ପାଗ ସହ ପ୍ରବଳ ଶୀତ ହେବାର ସମ୍ଭାବନା ରହିଛି। ଏନେଇ ସୂଚନା ଦେଇଛି ରାଜ୍ୟ ପାଣିପାଗ ବିଭାଗ। ଆଜିଠାରୁ ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଶୁଖିଲା ପାଗ ରହିବା ସହିତ ଶୀତ ବଢିବ। ଏହାସହ ରାତି ସମୟରେ ତାପମାତ୍ରା…

ଚୋରି ପାଇଁ ଦୋକାନରେ ପଶିଥିଲେ, ହେଲେ ମଦ ବିଗାଡିଦେଲା ସବୁ ପ୍ଲାନ… 

ହାଇଦ୍ରାବାଦ: କଥାରେ ଅଛି ଅତି ଲୋଭରୁ ସର୍ବନାଶ। ତେଲେଙ୍ଗାନାର ଏକ ଚୋର ମଦ ଦୋକାନରେ ଚୋରି ପାଇଁ ଯୋଜନା ବନାଇଥିଲା। ଯାହା ପାରିଲା ଲୁଟି ନେଲା। ଚୋରି କାମ ସାରି ମଧ୍ୟ ଦେଇଥିଲା କିନ୍ତୁ ହଠାତ୍ ମଦ ଦେଖି ଲୋଭରେ ପଡିଗଲା। ଆଉ ତାପରେ ନନଷ୍ଟପ୍ ପିଇ ଚାଲିଲା। ତେବେ ସେ ଏତେ ମଦ୍ୟପାନ କରି…

ପ୍ରବାସୀ ଭାରତୀୟ ଦିବସ: ଛାତ୍ରଛାତ୍ରୀଙ୍କ ସହ ବାର୍ତ୍ତାଳାପ କରିବେ ତ୍ରିନିଦାଦ ଓ ଟୋବାଗୋ ରାଷ୍ଟ୍ରପତି

ଭୁବନେଶ୍ୱର: ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ଭୁବନେଶ୍ୱରରେ ଆସନ୍ତା ଜାନୁଆରୀ ମାସ ୮ ରୁ ୧୦ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଅନୁଷ୍ଠିତ ହେବାକୁ ଯାଉଛି । ସ୍ଥାନୀୟ ଜନତା ମଇଦାନଠାରେ ମହାସମାରୋହରେ ଏହା ପାଳନ ହେବାକୁ ଯାଉଛି । ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ…