Latest Odisha News

BREAKING NEWS

ଓଡ଼ିଶା ସର୍ଭେ ଆଣ୍ଡ ସେଟଲମେଣ୍ଟ ରୁଲସର ସଂଶୋଧନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର: ଏଣିକି ସହଜ ହେବ ପଟ୍ଟା ସଂଶୋଧନ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜମି କ୍ରେତା-ବିକ୍ରେତାଙ୍କ ସମସ୍ୟାକୁ ଦୂର କରିବା ପାଇଁ ଓଡ଼ିଶା ସର୍ଭେ ଆଣ୍ଡ ସେଟଲମେଣ୍ଟ ରୁଲସର ସଂଶୋଧନ ପାଇଁ ଅନୁମୋଦନ ଦେଇଛନ୍ତି । ବର୍ତ୍ତମାନ ପ୍ରାବଧାନ ଅନୁସାରେ ବନ୍ଦୋବସ୍ତ ପ୍ରକ୍ରିୟା ପୂର୍ବରୁ…

ପୂର୍ବଥର ପରି ସରକାରଙ୍କ କ୍ରିକେଟ ମ୍ୟାଚ ପାଇଁ ପ୍ରସ୍ତୁତି ଓ ରିଭିୟୁ ବୈଠକ ପ୍ରହସନ ନହେଉ: ବିଜେଡି

ଭୁବନେଶ୍ୱର: ଆସନ୍ତା ଡିସେମ୍ୱର ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଯାଉଥିବା ଟି୨୦ କ୍ରିକେଟ ମ୍ୟାଚରେ ସୁରକ୍ଷା ବ୍ୟବସ୍ଥା ପାଇଁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ବୈଠକ ବୁଧବାର ଅନୁଷ୍ଠିତ ହୋଇଥିଲା ।…

ନୂଆପଡା ଉପନିର୍ବାଚନରେ ସରକାରୀ କଳର ଅପବ୍ୟବହାର ସତ୍ତ୍ୱେ, ବିଜେଡି ବିଜୟ ହେବ: ବିଜେଡି

ଭୁବନେଶ୍ୱର: ନୂଆପଡା ଉପନିର୍ବାଚନରେ ବିଜେପି ସରକାରୀ କଳର ଅପବ୍ୟବହାର କରିଥିବା ଅଭିଯୋଗ କରିଛି ବିଜୁ ଜନତା ଦଳ । ଆଦର୍ଶ ଆଚରଣ ବିଧିର ଖୋଲା ଉଲ୍ଲଂଘନ କରି ନିର୍ବାଚନ ବୈତରଣୀ ପାର ହେବା ପାଇଁ ଅପଚେଷ୍ଟା କରିଛି ବୋଲି ଆଜି ବିଜେଡି ଅଭିଯୋଗ କରିଛି । ଏହାସତ୍ତ୍ୱେ, ବିଜୁ ଜନତା ଦଳର…

ଓଡ଼ିଶା ଏସ୍ଆଇ ପରୀକ୍ଷା କେଳେଙ୍କାରୀ: ଅଭିଯୁକ୍ତ ଶଙ୍କରର ସହଯୋଗୀ ସାଗର ଗୌଡ଼ା ଗିରଫ

ଭୁବନେଶ୍ବର: ପୋଲିସ ଏସ୍ଆଇ ନିଯୁକ୍ତି ପରୀକ୍ଷା କେଳେଙ୍କାରୀ ମାମଲା ଗିରଫ ହେଲା ଶଙ୍କର ପୃଷ୍ଟିର କେୟାରଟେକର । କେୟାରଟେକର ସାଗର ଗୌଡ଼କୁ ଗିରଫ କଲା କ୍ରାଇମବ୍ରାଞ୍ଚ । ଦୀଘା ମଡ୍ୟୁଲର ଦାୟିତ୍ଵରେ ସାଗର ଥିବା ସୂଚନା ମିଳିଛି। ସାଗର ଜରିଆରେ ଏଜେଣ୍ଟଙ୍କ ସହ ଲିଙ୍କରେ ଆସୁଥିଲା ଶଙ୍କର ।…

ଅମୀର, ରାଜକୁମାର କରିବେନି ଦାଦାସାହେବ ଫାଲକେଙ୍କ ବାୟୋପିକ

ମୁମ୍ବାଇ: ଥ୍ରୀ ଇଡିଏଟ୍ସ ଓ ପିକେ ଫିଲ୍ମ ମାଧ୍ୟମରେ ଅମୀର ଖାଁ ଓ ରାଜକୁମାର ହିରାନୀ ଦର୍ଶକଙ୍କ ପାଖରେ ବେଶ ପରିଚିତ । ଉଭୟ ଦାଦାସାହେବ ଫାଲକେଙ୍କ ବାୟୋପିକ କରିବା ନେଇ ଅଂଟା ଭିଡିଥିଲେ । ପ୍ରଶଂସକମାନେ ମଧ୍ୟ ବେଶ ଉତ୍ସୁକ ଥିଲେ । ତେବେ ଏହାର ସ୍କ୍ରିପ୍ଟ ଅମୀରଙ୍କୁ ପସନ୍ଦ ଆସି ନ ଥିଲା ।…

ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୫’ ଉଦଘାଟିତ, ଯୋଗ ଦେଲେ ୨ହଜାରରୁ ଊର୍ଦ୍ଧ୍ଵ ଛାତ୍ରଛାତ୍ରୀ

ଭୁବନେଶ୍ୱର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଆରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଭୁବନେଶ୍ୱରର ୟୁନିଟ୍-୩ ସ୍ଥିତ କ୍ୟାପିଟାଲ ହାଇସ୍କୁଲ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ…

Delhi Blast Victims:ଭୁଟାନରୁ ଫେରି ଦିଲ୍ଲୀ ବିସ୍ଫୋରଣର ଆହତଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ଦୁଇ ଦିନିଆ ଭୁଟାନ ଗସ୍ତରୁ ଫେରିଛନ୍ତି। ଦିଲ୍ଲୀରେ ଅବତରଣ କରିବା ପରେ ପ୍ରଥମେ ଏଲଏନଜେପି ହସ୍ପିଟାଲ ପରିଦର୍ଶନ କରିଥିଲେ । ସେ ଦିଲ୍ଲୀ ବୋମା ବିସ୍ଫୋରଣର ପୀଡିତମାନଙ୍କୁ ଭେଟିଛନ୍ତି । ପ୍ରଧାନମନ୍ତ୍ରୀ ଆହତମାନଙ୍କୁ ଭେଟି ସେମାନଙ୍କ…

Nuapada Bypoll: ଭୋଟ୍‌ ଗଣତି ପାଇଁ ତ୍ରିସ୍ତରୀୟ ସୁରକ୍ଷା, ନୂଆପଡ଼ା ନ୍ୟାସନାଲ୍‌ କଲେଜରେ ହେବେ କାଉଣ୍ଟିଂ

ନୂଆପଡ଼ା: ନୂଆପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ଉପନିର୍ବାଚନରେ ୮୧.୯୪ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍.ଏସ୍‌, ଗୋପାଳନ୍। ଗତକାଲି ନୂଆପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ଉପନିର୍ବାଚନରେ ଶାନ୍ତିପୂର୍ଣ୍ଣ ମତଦାନ ଶେଷ…

ସିବିଆଇ ପଞ୍ଝାରେ ଠକ ଅଜିତ ପାତ୍ର, ବଡ଼ ବଡ଼ ଅଫିସରଙ୍କୁ ଲଗାଉଥିଲା ଚୂନା

ଭୁବନେଶ୍ବର: ନିଜକୁ କେନ୍ଦ୍ର ସରକାରଙ୍କ ବଡ଼ ଅଧିକାରୀର ପରିଚୟ ଦେଇ ଅନେକ ଅଫିସର ଓ ଠିକା ସଂସ୍ଥାମାନଙ୍କୁ ଠକେଇ କରୁଥିବା ଅଜିତ ପାତ୍ରଙ୍କୁ ଗିରଫ କରିଛି ସିବିଆଇ । ଏହା ସହ ଅଜିତଙ୍କ ବିଭିନ୍ନ ଠିକଣାରେ ଚଢାଉ ମଧ୍ୟ କରିଛି ସିବିଆଇ ଟିମ୍ । ଏହି ଚଢାଉରେ ସିବିଆଇ ୭ ଗୋଟି ଦାମୀ ଗାଡ଼ି ସହ…

ଦିଲ୍ଲୀ ବିସ୍ଫୋରଣ ଘଟଣା: ପୁରୀ ଆସି ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ ସହ ସମୀକ୍ଷା କଲେ କେନ୍ଦ୍ରାଞ୍ଚଳ ଡିଆଇଜି

ପୁରୀ: ଦିଲ୍ଲୀ ବିସ୍ଫୋରଣ ଘଟଣା ପରେ ପୁରୀ ଆସି ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ ସହିତ ସମୀକ୍ଷା କଲେ କେନ୍ଦ୍ରାଞ୍ଚଳ ଡିଆଇଜି ସତ୍ୟଜିତ୍ ନାୟକ। ପୁରୀ ଏସପି ପ୍ରତୀକ ସିଂ, ଶ୍ରୀମନ୍ଦିର ସୁରକ୍ଷା ବାହିନୀର କମାଣ୍ଡାଣ୍ଟ, ସ୍ପେଶାଲ ବ୍ରାଞ୍ଚର ଅତିରିକ୍ତ ଏସପି, କୋଷ୍ଟ ଗାର୍ଡ ଅଧିକାରୀ, ଜିଆରପି…