ରାଜନୈତିକ ହିଂସାକାଣ୍ଡ! ବାଙ୍କୀ ଡମପଡ଼ା ବ୍ଲକ ପରିସରରେ BNSS ୧୬୩
କଟକ: ବ୍ଲକ କାର୍ଯ୍ୟାଳୟରେ ୧୬୩ ଧାରା ଲାଗୁ। କଟକ ଜିଲ୍ଲା ଡମପଡ଼ା ବ୍ଲକ କାର୍ଯ୍ୟାଳୟରେ ସକାଳ ୭ରୁ ରାତି ୮ଟା ପର୍ଯ୍ୟନ୍ତ କଟକଣା ଲାଗୁ ହୋଇଛି। ରାଜନୈତିକ ହିଂସାକାଣ୍ଡକୁ ନଜରରେ ରଖି BNSS ୧୬୩ ଧାରା ଲାଗୁ କରାଯାଇଛି। ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଓ ବିଜେପି ନେତା ବୁଲୁ ଚକ୍ରବର୍ତ୍ତୀଙ୍କ…