Latest Odisha News

BREAKING NEWS

BrahMos deal: ସବୁଠୁ ବଡ ମୁସଲିମ୍ ଦେଶ କିଣୁଛି “ବ୍ରହ୍ମୋସ୍”, ପାକିସ୍ତାନର ବଢିଲା ଚିନ୍ତା!

ନୂଆଦିଲ୍ଲୀ: ଭାରତ ପାଇଁ ବଡ ସୁବର୍ଣ୍ଣ ସୁଯୋଗ ବଢିଲା ପାକିସ୍ତାନର ଚିନ୍ତା! ଭାରତୀୟ ପ୍ରତିରକ୍ଷା ରପ୍ତାନି କ୍ଷେତ୍ରକୁ ମିଳିପାରେ ଆଉ ଏକ ବଡ଼ ସଫଳତା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଗାମୀ ଇଣ୍ଡୋନେସିଆ ଗସ୍ତ ସମୟରେ ୨,୫୦୦ କୋଟି ଟଙ୍କା (ପ୍ରାୟ ୩୦୦ ମିଲିୟନ ଡଲାର) ମୂଲ୍ୟର…

ରାଜଧାନୀରୁ ରାଜ୍ୟ ବାହାରକୁ ଯୁବତୀ ଚାଲାଣ ରାକେଟର ପର୍ଦ୍ଦାଫାଶ

ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ । ବରମୁଣ୍ଡା ବସଷ୍ଟାଣ୍ଡରୁ ଚାଲାଣ ବେଳେ ୪ ଜଣ ଯୁବତୀଙ୍କୁ ଉଦ୍ଧାର କରିଛି କମିଶନରେଟ୍ ପୋଲିସ । ସେମାନଙ୍କ ଭିତରେ ଜଣେ ନାବାଳିକା ଥିବା ଜଣାଯାଇଛି । ଷ୍ଟେ ହୋମ୍ ରେ ଉଦ୍ଧାର ଯୁବତୀ ମାନଙ୍କୁ ରଖାଯାଇଥିବା ସୂଚନା ରହିଛି । ଖବର ଅନୁଯାୟୀ, କିଛି ଏନଜିଓ…

ଖାନ୍ ସାରଙ୍କୁ ଆଶ୍ୱସ୍ତି, ଗିରଫଦାରୀ ଉପରେ ଲାଗିଲା ରୋକ୍

ପାଟନା: ବିହାରର ପ୍ରସିଦ୍ଧ କୋଚିଂ ଶିକ୍ଷକ ଫୈଜଲ ଖାନ ଙ୍କୁ ପାଟନା ସିଭିଲ୍ କୋର୍ଟରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ଯିଏକି ଖାନ୍ ସାର ଭାବେ ଖୁବ୍ ପରିଚିତ। ମଙ୍ଗଳବାର ଦିନ ପାଟନା ସିଭିଲ୍ କୋର୍ଟ ଖାନଙ୍କ ଆଗୁଆ ଜାମିନ ଆବେଦନର ଶୁଣାଣି କରି ତାଙ୍କ ଗିରଫଦାରୀ ଉପରେ ସ୍ଥଗିତାଦେଶ ଜାରି…

ଭାରତର ମାଟି ତଳେ ବହୁଛି ଏହି ନଦୀ…!

ନୂଆଦିଲ୍ଲୀ: ପାହାଡ଼ ସନ୍ଧିରୁ ବାହାରି ଦେଶ ସାରା ପ୍ରବାହିତ ହେଉଥିବା ନଦୀ ବିଷୟରେ ଆପଣ ନିଶ୍ଚୟ ଜାଣିଛନ୍ତି। କିନ୍ତୁ ଆପଣ କେବେ ଏମିତି ଏକ ନଦୀ ବିଷୟରେ ଶୁଣିଛନ୍ତି କି, ଯାହା ଶତାବ୍ଦୀ ଧରି ମାଟି ତଳେ ବହୁଛି? ଆଶ୍ଚର୍ଯ୍ୟର କଥା ହେଲା, ଏହି ନଦୀର ଚିହ୍ନ ଆଜି ମଧ୍ୟ ଭାରତର ବିଭିନ୍ନ…

କର୍ତ୍ତବ୍ୟରେ ଅବହେଳା ଅଭିଯୋଗ; ୩ ଯନ୍ତ୍ରୀ ନିଲମ୍ବିତ

ବରଗଡ଼: କର୍ତ୍ତବ୍ୟରେ ଅବହେଳା ଅଭିଯୋଗ ପରେ ଓଡ଼ିଶା ସରକାର ତିନି ଜଣ ବରିଷ୍ଠ ଯନ୍ତ୍ରୀଙ୍କୁ ତୁରନ୍ତ ପଦକ୍ଷେପରେ ନିଲମ୍ବନ କରିଛନ୍ତି। ବରଗଡ଼ ଟାଉନରେ ଏକ ପ୍ରମୁଖ କେନାଲ ଫ୍ରଣ୍ଟ ଡେଭଲପମେଣ୍ଟ ପ୍ରକଳ୍ପର କାର୍ଯ୍ୟାନ୍ୱୟନରେ ଅନିୟମିତତା ଅଭିଯୋଗ ପରେ ଏହି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ…

ପଣସ ମଞ୍ଜିର ଚମତ୍କାରିତା

ଭୁବନେଶ୍ବର: ଦିନ ଥିଲା, ପଣସ ପାଚିବା ପରେ ଲୋକେ କେବଳ କୋଷାତକ ଖାଇ ମଞ୍ଜିଗୁଡ଼ିକୁ ଅଦରକାରୀ ଭାବି ଫିଙ୍ଗି ଦେଉଥିଲେ କିମ୍ବା ବାଡ଼ି ବଗିଚାରେ ଏହା ସେମିତି ପଡ଼ି ରହି ନଷ୍ଟ ହେଉଥିଲା। କିନ୍ତୁ ସମୟ ବଦଳିଛି। ‘ପଣସ’ର ପୁଷ୍ଟିକର ଗୁଣ ବିଷୟରେ ଏବେ ସାରା ବିଶ୍ୱ ସଚେତନ ହେବାରେ ଲାଗିଛି। କଞ୍ଚା…

Menstrual stigma hit Odisha girls’ education: ପ୍ରାଇଭେସି, ଶୌଚାଳୟ, ସାମାଜିକ ବାସନ୍ଦ…ଋତୁସ୍ରାବ ବେଳେ ସ୍କୁଲ…

ଭୁବନେଶ୍ବର: ଓଡିଶାର ଛାତ୍ରୀଙ୍କ ପାଇଁ ପାଠ ପଢାରେ ବାଧକ ସାଜୁଛି ମାସିକ ଋତୁସ୍ରାବ । ଶିକ୍ଷାନୁଷ୍ଠାନରେ ଉପଯୁକ୍ତ ବ୍ୟବସ୍ଥା ନଥିବାରୁ ମାସିକ ଚକ୍ରର ୧ମରୁ ୮ମ ଦିନ ପର୍ଯ୍ୟନ୍ତ ଶ୍ରେଣୀରୁ ଅନୁପସ୍ଥିତ ରହୁଛନ୍ତି ଛାତ୍ରୀ । କିଛି ଏପରି ସାଂଘାତିକ ଖୁଲାସା କରିଛି ସର୍ଭେ । ଯାହା ଏବେ…

‘କକ୍ରୋଚ୍’ ପରେ ଆଉ ଏକ ନୂଆ ଦଳ, ଇଶ୍କ କାରୋ ପାର୍ଟି…

ନୂଆଦିଲ୍ଲୀ: "କକ୍ରୋଚ୍ ଜନତା ପାର୍ଟି" ସୋସିଆଲ ମିଡିଆ ଅଭିଯାନ ବିଷୟରେ ବ୍ୟାପକ ଆଲୋଚନା ମଧ୍ୟରେ ସୁପ୍ରିମକୋର୍ଟର ଜଣେ ପୂର୍ବତନ ବିଚାରପତି "ଇଶ୍କ କାରୋ ପାର୍ଟି" ନାମକ ଏକ ଡିଜିଟାଲ୍ ପ୍ରୟାସ ଆରମ୍ଭ କରିବା ନେଇ ଘୋଷଣା କରିଛନ୍ତି। ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ମାର୍କଣ୍ଡେୟ କାଟଜୁ…

Minibus-Truck collision in Dubai:ଦୁବାଇରେ ଭୟଙ୍କର ସଡ଼କ ଦୁର୍ଘଟଣା;ଅନେକ ଭାରତୀୟଙ୍କ ଚାଲିଗଲା ଜୀବନ

ନୂଆଦିଲ୍ଲୀ: ଦୁବାଇରେ ଏକ ମିନିବସ୍ ଏବଂ ଟ୍ରକ୍ ମଧ୍ୟରେ ଧକ୍କା ହେବା ଫଳରେ ସାତ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ନଅ ଜଣ ଆହତ ହୋଇଛନ୍ତି। ବସ୍ ରେ ଅନେକ ଭାରତୀୟ ଶ୍ରମିକ ଥିବା ଜଣାପଡ଼ିଛି। ଆହତମାନେ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି। ଦୁବାଇ ପୋଲିସର ପ୍ରାଥମିକ ତଦନ୍ତ ଅନୁଯାୟୀ, ଯାନ୍ତ୍ରିକ…

ମହେନ୍ଦ୍ରଗିରି ମେଳାରେ ଯୋଗ ଦେଲେ ରାଜ୍ୟପାଳ; ବୌଦ୍ଧ ମଠ ପରିଦର୍ଶନ କଲେ

ଗଜପତି: ଗଜପତି ଜିଲ୍ଲାର ପ୍ରସିଦ୍ଧ ପୌରାଣିକ ମହେନ୍ଦ୍ରଗିରିରେ ଚାଲିଥିବା ମହେନ୍ଦ୍ରଗିରି ମେଳାର ମହାଯଜ୍ଞରେ ଆଜି ଯୋଗ ଦେଇଛନ୍ତି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି । ଐତିହାସିକ କୁନ୍ତୀ ମନ୍ଦିରରେ ପ୍ରାର୍ଥନା କରିଥିଲେ। ମହେନ୍ଦ୍ରଗିରିକୁ ଓଡ଼ିଶାର ସ୍ଥାୟୀ ଆଧ୍ୟାତ୍ମିକ…