Latest Odisha News

BREAKING NEWS

ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା ପାଇଁ ଆଜି ସ୍ଥାପନ ହେଲା ଶୁଭ ସ୍ତମ୍ଭ

ବରଗଡ଼: ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା ପାଇଁ ଆଜି ସ୍ଥାପନ ହେଲା ଶୁଭ ସ୍ତମ୍ଭ । ବରଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ୱରୀଙ୍କ ମନ୍ଦିରରେ କଂସ ଭୂମିକାରେ ଅଭିନୟ କରୁଥିବା କଳାକାର ଭୁବନେଶ୍ୱର ପ୍ରଧାନ ଦେବୀ ମା' ସମଲେଶ୍ୱରୀଙ୍କ ଠାରେ ଆଜ୍ଞା ମାଳ ନେଇଥିଲେ ଓ ଧନୁଯାତ୍ରା କମିଟି ଦ୍ୱାରା…

ରାଜ୍ୟରେ ଅଛନ୍ତି ୨୩୦୪୦୩ ଷଣ୍ଢ: ପ୍ରାଣୀ ସମ୍ପଦ ମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ବର୍ତ୍ତମାନ ୩୦ଟି ଜିଲ୍ଲାରେ ଅଛନ୍ତି ୨ ଲକ୍ଷ ୩୦ ହଜାର ୪୦୩ଟି ଷଣ୍ଢ । ସର୍ବାଧିକ ଷଣ୍ଢ ଅନୁଗୁଳ ଜିଲ୍ଲାରେ ଅଛନ୍ତି । ଆଜି ଅର୍ଥାତ୍ ବୁଧବାର ବିଧାନସଭାରେ ଷଣ୍ଢ ପ୍ରସଙ୍ଗ ଉଠାଇଥିଲେ କଂଗ୍ରେସ ବିଧାୟକ ତାରାବାହିନୀ ପତି । ତାଙ୍କ ପ୍ରଶ୍ନର ଉତ୍ତରରେ ଏହି ତଥ୍ୟ ରଖିଛନ୍ତି…

କୋଭିଡ୍, ମଙ୍କିପକ୍ସ ଓ ମାରବର୍ଗ : କେଉଁଟି ଅଧିକ ଭୟଙ୍କର ?

ନୂଆଦିଲ୍ଲୀ: ଆଫ୍ରିକାରେ ଦ୍ରୁତଗତିରେ ବଢିବାରେ ଲାଗିଛି ମାରବର୍ଗ ଭାଇରସ ସଂଖ୍ୟା। ଏହି ଭାଇରସ କାରଣରୁ ଶରୀରର ବିଭିନ୍ନ ଅଙ୍ଗରୁ ରକ୍ତସ୍ରାବ ହେବାର ଦେଖିବାକୁ ମିଳୁଛି। ଏହି କାରଣରୁ ମଧ୍ୟ ବଢିବାରେ ଲାଗିଛି ମୃତ୍ୟୁ ସଂଖ୍ୟା। ଏହି ଭାଇରସ କାରଣରୁ କିଛି ଲୋକଙ୍କ ପାଖରେ ଗମ୍ଭୀର ସମସ୍ୟା…

ଲଣ୍ଡନରେ ପଢା ସରିବା ପରେ ସାରାଙ୍କ କାନ୍ଧରେ ବଡ ଦାୟିତ୍ବ, ସଚିନ ଜଣାଇଲେ ଅଭିନନ୍ଦନ

ମୁମ୍ବାଇ:ମହାନ କ୍ରିକେଟର ସଚିନ ତେନ୍ଦୁଲକର ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏକ ବିଶେଷ ଘୋଷଣା କରିଛନ୍ତି। ସଚିନ ତାଙ୍କ ଝିଅ ସାରା ତେନ୍ଦୁଲକରଙ୍କୁ ନିର୍ଦ୍ଦେଶକ ଭାବରେ ସଚିନ ତେନ୍ଦୁଲକର ଫାଉଣ୍ଡେସନରେ ଯୋଗ ଦେଇଥିବାରୁ ଅଭିନନ୍ଦନ ଜଣାଇଛନ୍ତି। ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟରେ…

ବିଦ୍ୟୁତ କମ୍ପାନୀ ଉପରେ ୬,୫୮୭ କୋଟି ଟଙ୍କା ବାକି: ମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟର ୪ଟି ବିଦ୍ୟୁତ୍ ବିତରଣ କମ୍ପାନୀ ଉପରେ ଓଡ଼ିଶା ସରକାରଙ୍କ ୬ ହଜାର ୫୮୭ କୋଟି ଟଙ୍କା ବକେୟା ରହିଛି । ଏନେଇ ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତି ବିଭାଗର ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ଶକ୍ତି ବିଭାଗର ମନ୍ତ୍ରୀ ଭାବେ ସିଂ ଦେଓ…

ଜୟ ଶାହଙ୍କ ସ୍ଥାନରେ କିଏ ହେବେ ବିସିସିଆଇ ସେକ୍ରେଟାରୀ

ନୂଆଦିଲ୍ଲୀ: ଜୟ ଶାହ ଡିସେମ୍ବର ୧ରୁ ଆଇସିସି ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ବିସିସିଆଇ ସେକ୍ରେଟାରୀ ପଦ ଖାଲି ପଡିଛି । ଶାହଙ୍କ ସ୍ଥାନରେ ଏହି ଦାୟତ୍ୱ କିଏ ଗ୍ରହଣ କରିବେ ତାହା ସସ୍ପେନ୍ସ ରହିଛି । ଏହି ଦୌଡରେ ଗୁଜରାଟର ଅନୀଲ ପଟେଲ ଏବଂ ବର୍ତମାନର ସଂଯୁକ୍ତ ସଚିବ ଦେବଜିତ…

ପଣସ ଚାଷ ଓ କଞ୍ଚା ପଣସରୁ ପ୍ରସ୍ତୁତ ଉତ୍ପାଦନ ହେବ ବଜାରୀକରଣ, ୨ କମ୍ପାନୀ ସହ ଏମଓୟୁ ସ୍ଵାକ୍ଷରିତ

ଭୁବନେଶ୍ବର: ପଣସ ଚାଷ ଓ କଞ୍ଚା ପଣସରୁ ପ୍ରସ୍ତୁତ ଉତ୍ପାଦର ବଜାରିକରଣକୁ ପ୍ରୋତ୍ସାହିତ କରିବା ପାଇଁ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟର ଦୁଇଟି କମ୍ପାନୀ ସହ ବୁଝାମଣାପତ୍ର (ଏମଓୟୁ) ସ୍ଵାକ୍ଷରିତ ହୋଇଛି । ଏହି ଅବସରରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ପକ୍ଷରୁ…

ନୌସେନା ଦିବସ ପାଳନ ପଛର କାହାଣୀ

ନୂଆଦିଲ୍ଲୀ: ପ୍ରତିବର୍ଷ ଡିସେମ୍ବର ୪ରେ ପାଳନ ହୁଏ ଭାରତୀୟ ନୌସେନା ଦିବସ। ୧୯୭୧ ମସିହାରେ ଭାରତ-ପାକିସ୍ତାନ ଯୁଦ୍ଧରେ ହୋଇଥିଲା ଅପରେସନ ଟ୍ରାଇଡେଣ୍ଟ। ଏହାର ସଫଳତା ସ୍ମୃତିରେ ପାଳନ ହଏ ନୌସେନା ଦିବସ। ଅପରେସନ ଟ୍ରାଇଡେଣ୍ଟରେ ଭାରତ-ପାକିସ୍ତାନ ଯୁଦ୍ଧ ମଧ୍ୟରେ ପ୍ରଥମେ ଆଣ୍ଟି -ସିପ ମିସାଇଲ…

ଓଟିଟି ପ୍ଲାଟଫର୍ମରେ ଦେଖିବାକୁ ମିଳିବ ହ୍ରିତିକ ରୋଶନଙ୍କ ପରିବାରର କାହାଣୀ

ମୁମ୍ବାଇ: ହ୍ରିତିକ ରୋଶନଙ୍କ ସମେତ ପୂରା ରୋଶନ ପରିବାରର କାହାଣୀକୁ ବର୍ତ୍ତମାନ ଫ୍ୟାନ୍ସ ମାନେ ଓଟିଟି ପ୍ଲାଟଫର୍ମରେ ଦେଖିପାରିବେ। ରୋଶନ ପରିବାର ଉପରେ ଆଧାରିତ ଏକ ଡକ୍ୟୁମେଣ୍ଟାରୀ ସିରିଜ୍ ଡିସେମ୍ବର ୪ରୁ ନେଟଫ୍ଲିକ୍ସରେ ଦେଖିପାରିବେ। ରୋଶନ ପରିବାର ହେଉଛି ଏଭଳି ଏକ ଚଳଚ୍ଚିତ୍ର…

ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଟେଷ୍ଟ: ସ୍ପିନରଙ୍କୁ ସୁହାଇବ ଆଡିଲେଡ ପିଚ

ଆଡିଲେଡ: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ଆଡିଲେଡରେ ଡିସେମ୍ବର ୬ରୁ ଆରମ୍ଭ ହେବ । ଏହି ଦିବାରାତ୍ର ଟେଷ୍ଟର ପ୍ରଥମ ଦିବସରେ ବର୍ଷା ହେବା ସମ୍ଭାବନା ରହିଛି । ଆଡିଲେଡ ପିଚ କି ଭଳି ରହିବ ସେ ନେଇ ବୁଧବାର ପିଚ କ୍ୟୁରେଟର ଡେମିୟନ ହାଫ ଖୁଲାସା…