ରେଳ ଧାରଣାରୁ ଉଦ୍ଧାର ହେଲା ଯବାନଙ୍କ ମୃତ ଦେହ, ହତ୍ୟା ସନ୍ଦେହ
କୋରାପୁଟ: ଟ୍ରେନ୍ ଲାଇନରୁ ମିଳିଲା ଯବାନଙ୍କ ମୃତ ଦେହ । କେରାପୁଟ ଲାଣ୍ଡିଗୁଡା ନିକଟ ନୂଆ କଲୋନୀ ରେଳ ଲାଇନରୁ ଜଣେ ଯବାନଙ୍କ ମୃତ ଦେହ ମିଳିଛି । ତେବେ ମୃତକ ଯବାନ ଜଣକ ବିଏସଏଫ ଯବାନ ଧ୍ରୁବରାଜ ପ୍ରଧାନ ବୋଲି ଜଣା ପଡିଛି । ସେ ସ୍ଥାନୀୟ ବିଏସଏଫ କ୍ୟାମ୍ପରେ ଡ୍ୟୁଟିରେ ରହିଥିଲେ ।…