Latest Odisha News

BREAKING NEWS

‘ଏବି ପିଏମ-ଜେଏୱାଇ’ ଯୋଜନାର କିପରି ଲାଭ ଉଠାଇ ପାରିବେ ଆସନ୍ତୁ ଜାଣିବା..

ନୂଆଦିଲ୍ଲୀ: ବର୍ତ୍ତମାନ ୭୦ ବର୍ଷରୁ ଅଧିକ ବୟସ୍କ ଲୋକମାନେ 'ଏବି ପିଏମ-ଜେଏୱାଇ' ଯୋଜନାର ଲାଭ ପାଇପାରିବେ | ଏଥିରେ କୌଣସି ଆୟ ସୀମା ରହିବ ନାହିଁ ଓ ସେମାନଙ୍କୁ  ୫ଲକ୍ଷ ଟାଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ମିଳିବ । ପୂର୍ବରୁ ଏହି ଯୋଜନା କେବଳ ଗରିବ ପରିବାର ଏବଂ ଆଶା କର୍ମୀଙ୍କ…

ଚୋରି ସନ୍ଦେହରେ ଯୁବକକୁ ପିଟି ପିଟି ମାରିଦେବା ଘଟଣା: ଏସଆଇ ସସ୍‌ପେଣ୍ଡ

ଜଳେଶ୍ୱର: ଲୁଗା ଦୋକାନରୁ ଚୋରି ଅଭିଯୋଗରେ ଯୁବକଙ୍କୁ ପିଟି ପିଟି ମାରିଦେବା ଘଟଣାରେ ଅଭିଯୁକ୍ତ ବାପା ଓ ପୁଅ ଗିରଫ। ଏହି ଘଟଣାରେ ଦାୟିତ୍ବରେ ଅବହେଳା ପାଇଁ ସାର୍ଥା ଫାଣ୍ତି ଅଧିକାରୀ ଚନ୍ଦ୍ର ଶେଖର ମହାନ୍ତି ନିଲମ୍ବିତ ହୋଇଛନ୍ତି। ସିଂଲା ଥାନା ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ…

ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ଲୁଟ୍ ପରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ

ବାଲେଶ୍ବର: ସିମୁଳିଆ ଥାନା ବାଲିଖଣ୍ଡ ବଜାର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ଲୁଟ୍ ପରେ ବ୍ୟାଙ୍କରେ ନିଆଁ ଲଗାଇ ଦେଇଛନ୍ତି ଦୁର୍ବୃତ୍ତ। ରାତିରେ ବ୍ୟାଙ୍କ ଲୁଟ୍ ପରେ ଲକରରେ ନିଆଁ ଲଗାଇ ଦେଇଥିବା ସୂଚନା ମିଳିଛି। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ସୂଚନା ଅନୁସାରେ…

ପରଲୋକରେ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସଞ୍ଜୟ ଶତପଥୀ

ଭବାନୀପାଟଣା: ପରଲୋକରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାସ୍ଥିତ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସଞ୍ଜୟ ଶତପଥୀ । ଆଜି ସକାଳ ୮ଟାରେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ପରଲୋକ ହୋଇଛି। କର୍କଟ ରୋଗରେ ଆକ୍ରାନ୍ତ ହୋଇ ଗତ କିଛି ଦିନ ତଳେ ଗୁରୁତର…

କିଛି ଲୋକେ ଜାଡରେ ଥରନ୍ତି ତ ଅନ୍ୟମାନଙ୍କୁ ଲାଗେନି ଶୀତ, ଜାଣନ୍ତୁ ଏହା ପଛର ବୈଜ୍ଞାନିକ କାରଣ

ବର୍ଷର ସେହି ସମୟ ପୁଣି ଯେତେବେଳେ ପ୍ରତିଦିନ ସକାଳେ ବିଛଣାରୁ ଉଠିବା ଯୁଦ୍ଧରେ ଜିତିବା ଠାରୁ କମ୍ ନୁହେଁ। ଡିସେମ୍ବର ମାସର ଶେଷ ଆଡକୁ ଶୀତର ସମ୍ପୂର୍ଣ୍ଣ ପ୍ରଭାବ ଦେଖିବାକୁ ମିଳୁଛି। ଜାଡରେ ଥରୁଛି ସାରା ଦେଶ। କିନ୍ତୁ ଏହି ଶୀତରେ ଆପଣ ଗୋଟିଏ ମଜାଦାର ଜିନିଷ ଲକ୍ଷ୍ୟ କରିଛନ୍ତି କି? ଆମ…

ରାଜ୍ୟପାଳ ପଦରୁ ଇସ୍ତଫା ପରେ ବିଜେପି କୁ ପୁଣି ଫେରିବେ କି ରଘୁବର ଦାସ!

ଭୁବନେଶ୍ଵର: ପୁଣି ଥରେ ବିଜେପିରେ ଯୋଗ ଦେବେ କି ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସ! ଗତକାଲି ଓଡିଶାର ରାଜ୍ୟପାଳ ପଦବୀରୁ ଇସ୍ତଫା ଦେଇଛନ୍ତି ରଘୁବର ଦାସ । ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁଙ୍କ ପାଖକୁ ସେ ନିଜର ଇସ୍ତଫା ପତ୍ର ପଠାଇଛନ୍ତି । ତାଙ୍କ ଇସ୍ତଫା ପରେ ମିଜୋରାମ ପୂର୍ବତନ…

ସୀମା ହାଇଦରଙ୍କ ଖୁସି ଖବର ଶୁଣି କ୍ଷଭ ପ୍ରକାଶ କଲେ ସ୍ୱାମୀ: ଜାଣନ୍ତୁ କଣ କହିଲେ..

ନୂଆଦିଲ୍ଲୀ: ନିଜ ପ୍ରେମିକ ପାଇଁ ପାକିସ୍ତାନ ଛାଡି ଆସିଥିବା ସୀମା ହାଇଦର ପ୍ରେମିକ ସଚିନଙ୍କ ସହ ଭାରତରେ ରହୁଛନ୍ତି। ଉଭୟଙ୍କ ପ୍ରେମ କାହାଣୀ ପୁଣି ଗଣମାଧ୍ୟମରେ ହେଡଲାଇନ ସୃଷ୍ଟି କରିଛି​​। ସର୍ବଦା ଲୋକମାନେ ସେମାନଙ୍କର ଦାମ୍ପତ୍ୟ ଜୀବନ ଜାଣିବାକୁ ଆଗ୍ରହୀ। ପ୍ରେମ ପାଇଁ ସୀମା ପାର…

ପ୍ରବଳ ତୁଷାରପାତରେ ଜନଜୀବନ ଅସ୍ତବ୍ୟସ୍ତ, ୪ ମୃତ

ଶିମଲା: ଗତ ଦୁଇ ଦିନ ହେଲା ହିମାଚଳ ପ୍ରଦେଶର ଶିମଲାରେ କ୍ରମାଗତ ତୁଷାରପାତ ହୋଇଛି । ଶିମଲାର ନାରକଣ୍ଡା ଏବଂ ମନାଲିର ଅଟଳ ଟନେଲ ସମେତ ଅନେକ ପାହାଡିଆ ଅଞ୍ଚଳରେ ତୁଷାରପାତ ଜାରି ରହିଛି । ଗତକାଲି ରାତିରେ ମଧ୍ୟ ଅଟଳ ଟନେଲ ନିକଟରେ ପ୍ରବଳ ତୁଷାରପାତ ହୋଇଥିଲା। ଏପରିକି ପର୍ଯ୍ୟଟକଙ୍କ ପାଇଁ…

ଏସିଡ୍ ଆକ୍ରମଣ ଓ ଦୁଷ୍କର୍ମ ପୀଡିତାଙ୍କୁ ମାଗଣା ଚିକିତ୍ସା ଯୋଗାଇବାକୁ ହସ୍ପିଟାଲ ବାଧ୍ୟ: ହାଇକୋର୍ଟ

ନୂଆଦିଲ୍ଲୀ: ଦୁଷ୍କର୍ମ, ଏସିଡ୍ ଆକ୍ରମଣ ଓ ଯୌନ ହିଂସାର ଶିକାର ହୋଇଥିବା ବ୍ୟକ୍ ପାଇବେ ମାଗଣା ଚିକିତ୍ସା । ତାଙ୍କ ଚିକିତ୍ସା ପାଇଁ କୌଣସି ସରକାରୀ ବା ଘରୋଇ ହସ୍ପିଟାଲ୍ ଅବା ନର୍ସିଂହୋମ୍ ମନା କରିପାରିବେ ନାହିଁ। ଯଦି ମନା କରନ୍ତି ତେବେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଟାନ…

ଆଜିଠୁ ରତ୍ନଭଣ୍ଡାର ମରାମତି କାମ ସ୍ଥଗିତ

ପୁରୀ: ଆଜିଠୁ ୨ ତାରିଖ ପର୍ଯ୍ୟନ୍ତ ରତ୍ନଭଣ୍ଡାର ମରାମତି କାମ ସ୍ଥଗିତ ରହିବ। ଇଂରାଜୀ ନୂଆବର୍ଷ ଓ ଛୁଟି ଯୋଗୁଁ ଶ୍ରଦ୍ଧାଳୁଙ୍କ ଭିଡ଼ ସହିତ ଶୃଙ୍ଖଳିତ ନୀତିକାନ୍ତି ଓ ଦର୍ଶନକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ। ଜାନୁଆରୀ ୩ ତାରିଖରୁ ପୁଣି ରତ୍ନଭଣ୍ଡାର ମରାମତି…