Latest Odisha News

ହିଟ୍ଓ୍ବେଭ୍ ଆଲର୍ଟ; ୮ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଏସଆରସି

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହର ପ୍ରଭାବ । ନିର୍ଦ୍ଧାରିତ ସମୟ ପୂର୍ବରୁ ମୌସୁମୀ ଓଡିଶା ଛୁଇଁଥିଲେ ମଧ୍ୟ ତାତିରୁ ମିଳୁନି ଆଶ୍ବସ୍ତି । ଏହାକୁ ନେଇ ଆଜି ସତର୍କ ଜାରି କରିଛନ୍ତି ଏସଆରସି । ଆହୁରି ବଢିପାରେ ତାତି । ପ୍ରଚଣ୍ଡ ତାତି ଆାକଳନ ନେଇ ଆଜି ୮ ଜିଲ୍ଲାପାଳଙ୍କୁ…

ଡରାଇଲାଣି ଡେଙ୍ଗୁ; ରାଜ୍ୟରେ ଆଉ ୩ ରୋଗୀ ଚିହ୍ନଟ, ସବୁ ଜିଲ୍ଲାରେ ପ୍ଲେଟଲେଟ୍ ଉପଲବ୍ଧ କରି ରଖିବାକୁ ନିର୍ଦ୍ଦେଶ

ଭୁବନେଶ୍ବର: ଚିନ୍ତା ବଢାଇଲାଣି ଡେଙ୍ଗୁ । ରବିବାର ରାଜ୍ୟରେ ୩ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ଦୁଇ ଜଣ ପୁରୀରୁ ଚିହ୍ନଟ ହୋଇଥିବାବେଳେ ଆଉ ଜଣେ ଭୁବନେଶ୍ୱରରୁ ଅଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୨୩୫ ରୋଗୀ ଚିହ୍ନଟ ହୋଇଥିବା ନେଇ ସୂଚନା ଦେଇଛନ୍ତି…

ସଫଳ ଉଦ୍ୟୋଗୀ ମଧୁସୂଦନ

କଠିନ ପରିଶ୍ରମ ଓ ଅଧ୍ୟବସାୟ ସଫଳତାର କାହାଣୀ ସୃଷ୍ଟି କରେ । ଠିକ ସେମିତି ନିଜର କଠିନ ପରିଶ୍ରମ ବଳରେ ମଧୁସୂଦନ ରାଓ ଲେଖିଛନ୍ତି ସଫଳତାର ଏକ ଚମତ୍କାର କାହାଣୀ । କେବେ ଦିନେ ବାପା ଥିଲେ ଗୋତି ଶ୍ରମିକ ଓ ମା ତମ୍ବାଖୁ ଫାକ୍ଟରୀରେ କାମ କରୁଥିଲେ । କିନ୍ତୁ ଆଜି ସେ ହେଲେ ସଫଳ ଉଦ୍ୟୋଗୀ ଭାବରେ…

ଅଂଶୁଘାତରେ ଗଲାଣି ୪୧ ଜୀବନ

ଭୁବନେଶ୍ବର: ରାଜ୍ୟରେ ଏଯାବତ ଅଂଶୁଘାତରେ ୪୧ ଜଣଙ୍କ ମୃତ୍ୟୁ ହେଲାଣି । ଏପର୍ଯ୍ୟନ୍ତ ଅଂଶୁଘାତରେ ୧୫୧ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଥିବା ବେଳେ  ସେଥିରୁ ୪୧ ଜଣଙ୍କ ମୃତ୍ୟୁ ଅଂଶୁଘାତଜନିତ ବୋଲି ସ୍ପଷ୍ଟ ହୋଇଛି । ଆହୁରି  ୭୩ଟି ଅଭିଯୋଗର ତଦନ୍ତ ଚାଲିଛି ବୋଲି ସୂଚନେ ଦେଇଛନ୍ତି…

ଅଭିନେତ୍ରୀ ନୁର ମାଳବିକା ଦାସଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ମୁମ୍ବାଇ: ବଲିଉଡରୁ ଆସିଲା ଦୁଃଖଦ ଖବର । ଅଭିନେତ୍ରୀ କାଜୋଲଙ୍କ ସହ ଓ୍ୱେବ୍‌ ସିରିଜ 'ଦ ଟ୍ରାଏଲ୍‌'ରେ ଅଭିନୟ କରିଥିବା ନୁର୍‌ ମାଳବିକା ଦାସଙ୍କ ମୃତଦେହ ମୁମ୍ବାଇ ସ୍ଥିତ ତାଙ୍କ ବାସଭବନରୁ ଉଦ୍ଧାର କରିଛି ପୋଲିସ । ତେବେ ଅଭିନେତ୍ରୀ ଜଣକ ଆତ୍ମହତ୍ୟା କରିଥିବା କୁହାଯାଉଛି । ସୂଚନା…

ଓଡିଶା ଛୁଇଁଲାଣି ମୌସୁମୀ ବାୟୁ, ହେଲେ କଲବଲ କରୁଛି ତାତି

ଭୁବନେଶ୍ବର: ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡିଶାକୁ ଛୁଇଁଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାତିରୁ ମିଳିଲାନି ଆଶ୍ବସ୍ତି । ରାଜ୍ୟରେ ଏବେ ବି ଜାରି ରହିଛି ଗ୍ରୀଷ୍ମ ପ୍ରବାହକୁ ଅସହ୍ୟ ଗୁଳୁଗୁଳି । ତେବେ ଏହାକୁ ନେଇ ଆଜି ଅଧିକ ସୂଚନା ଦେଇଛନ୍ତି ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି…

ପାଣ୍ଡିଆନଙ୍କ ବାସଭବନ ଆଗରୁ ହଟିଲା ସୁରକ୍ଷା ବ୍ୟାରିକେଡ଼

ଭୁବନେଶ୍ବର: ଭିକେ ପାଣ୍ଡିଆନଙ୍କ ବାସଭବନ ଆଗରୁ ହଟିଲା ବ୍ୟାରିକେଡ୍ । ପୂର୍ବରୁ ବିଜେଡି ସରକାରଙ୍କ ସମୟରେ ଭୁବନେଶ୍ୱର ୟୁନିଟ୍ ୬ରେ ଥିବା କ୍ୱାର୍ଟର ନଂ ଭିଆଇଆର ୭ର ଆଗରେ ବ୍ୟାରିକେଡ୍ କରାଯାଇଥିଲା । ହେଲେ ବିଜେଡି ସରକାରଙ୍କ ଶୋଚନୀୟ ପରାଜୟ ପରେ ତାହାକୁ ଏବେ ହଟାଇଦିଆଯାଇଛି । ପୂର୍ବରୁ…

ମଣିପୁର ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଟିମ୍‌ ଉପରକୁ ଆକ୍ରମଣ, ୨ ଯବାନ ଆହତ

ଇମ୍ଫାଲ: ମଣିପୁର ମୁଖ୍ୟମନ୍ତ୍ରୀ ଏନ. ବୀରେନ ସିଂହଙ୍କ କନଭୟ ଉପରକୁ ଗୁଳିମାଡ । କାଙ୍ଗପୋକି ଜିଲ୍ଲାର କୁକୀ ସମ୍ପ୍ରଦାୟର ସନ୍ଦିଗ୍ଧ ଆତଙ୍କାବଦୀଙ୍କ ପକ୍ଷରୁ ଏହି ଗୁଳିମାଡ଼ କରାଯାଇଥିବା ସୂଚନା ମିଳିଛି । ଏହି ଘଟଣାରେ ଦୁଇ ଜଣ ସୁରକ୍ଷା କର୍ମୀ ଆହତ ହୋଇଛନ୍ତି । ତେବେ ଗୁଳିମାଡ଼ ସମୟରେ କନଭୟରେ…

ବୁଧବାର ୪.୪୫ରେ ଶପଥ ନେବେ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ବଦଳିବାକୁ ଯାଉଛି ଓଡିଶା ରାଜନୀତିର ଫର୍ଦ୍ଦ  । ବୁଧବାର ଅପରାହ୍ଣ ୪ଟା ୪୫ରେ ଶପଥ ନେବେ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ । ଏହା ପରେ ଦୀର୍ଘ ୨୪ ବର୍ଷ ପରେ ଓଡିଶାର ମଙ୍ଗ ଧରିବେ ନୂଆ ଶାସକ । ଓଡିଶା ଇତିହାସରେ ଯୋଡି ହେବାକୁ ଯାଉଛି ଆଉ ଏକ ନୂଆ ମୁଖ୍ୟମନ୍ତ୍ରୀକ ନାମ । ଏହି ଅବସରରେ…

ବକୁଳ ଫେଷ୍ଟିଭାଲରେ ଶିଶୁ କାହାଣୀକାର

ଭୁବନେଶ୍ୱର : ବକୁଲ ଫାଉଣ୍ଡେସନ ଆନୁକୂଲ୍ୟରେ ଆଜି ବକୁଳ ଲାଇବ୍ରେରୀରେ ବକୁଳ ଷ୍ଟୋରୀଟେଲିଂ ଫେଷ୍ଟିଭାଲର ଶିଶୁ ସଂସ୍କରଣ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୯ ରୁ ୧୪ ବର୍ଷ ବୟସ ମଧ୍ୟରେ ୧୧ ଟି ଛୋଟ କାହାଣୀକାର ଅଂଶ ଗ୍ରହଣ କରି କାହାଣୀ କହିଥିଲେ। ଏହି ଷ୍ଟୋରିଟେଲିଂ ଉତ୍ସବରେ କେତେକ ଶିଶୁ…