Latest Odisha News

BREAKING NEWS

ଶେଷ ହେଲା ସର୍ବଭାରତୀୟ ଡିଜିପି ସମ୍ମିଳନୀ: ଦିଲ୍ଲୀ ଫେରିଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ଵର: ଉଦଯାପିତ ହେଲା ସର୍ବଭାରତୀୟ ଡିଜିପି ସମ୍ମିଳନୀ। ଉଦଯାପନ ପରେ ଆଜି ଦିଲ୍ଲୀ ଫେରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହ ମନ୍ତ୍ରୀ ଅମିତ ଶାହ। ଡିଜିପି ସମ୍ମିଳନୀ ପାଇଁ ତିନି ଦିନିଆ ଓଡିଶା ଗସ୍ତରେ ଥିଲେ ପ୍ରଧାନମନ୍ତ୍ରୀ ନରେରେନ୍ଦ୍ର ମୋଦୀ ଏବଂ ଗୃହ ମନ୍ତ୍ରୀ ଅମିତ…

ସର୍ବଭାରତୀୟ ଡିଜିପି ସମ୍ମିଳନୀ: ଏଆଇ ଶକ୍ତିକୁ ଉପଯୋଗ ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ଵାନ

ଭୁ‌ବନେଶ୍ବର: ଭୁବନେଶ୍ୱର ଠାରେ ଆୟୋଜିତ ୫୯ତମ ସର୍ବଭାରତୀୟ ପୋଲିସ ମହାନିର୍ଦ୍ଦେଶକ/ମହାନିରୀକ୍ଷକ ସମ୍ମିଳନୀରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଉଦଯାପନୀ ଅଧିବେଶନରେ ରବିବାର ପ୍ରଧାନମନ୍ତ୍ରୀ ଗୁଇନ୍ଦା ବିଭାଗର ଅଧିକାରୀମାନଙ୍କୁ ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି…

ହାତୀ ଆକ୍ରମଣରେ ୩ ବନ କର୍ମଚାରୀ ଆହତ

କଣ୍ଟାବାଞ୍ଜି: ଜଙ୍ଗଲ ଓ ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ  ବିଭିନ୍ନ ପଦକ୍ଷେପ ନେଉଛନ୍ତି ସରକାର ଓ ପ୍ରଶାସନ । ଏଥିପାଇଁ ଖର୍ଚ୍ଚ ହେଉଛି ହଜାର ହଜାର କୋଟି । ଏହା ସତ୍ତ୍ବେ ମଧ୍ୟ ଜଙ୍ଗଲରେ  ବନ୍ୟଜନ୍ତୁମାନେ ସୁରକ୍ଷିତ ନଥିବା ଚିତ୍ର ସାମନାକୁ ଆସୁଛି। ବନ୍ୟଜନ୍ତୁମାନେ ବାଧ୍ୟ ହୋଇ ଗାଁ…

ଭାରତର ଶୀତକାଳୀନ ପର୍ବ; ଥରେ ଦେଖିଲେ ଜୀବନରେ କେବେ ଭୁଲିପାରିବେ ନାହିଁ

ଭୁବନେଶ୍ବର: ଭାରତ ନିଜର ଭଳିକିଭଳି ପର୍ବପର୍ବାଣୀ, ଉତ୍ସବକୁ ନେଇ ସାରା ବିଶ୍ବରେ ନିଜର ଏକ ଅଲଗା ପରିଚୟ ସୃଷ୍ଟି କରିଛି । ଆମ ଦେଶରେ କଶ୍ନୀର ଠାରୁ ଆରମ୍ଭ କରି କନ୍ୟାକୁମାରୀ ଯାଏଁ ଓ ଗୁଜୁରାଟ ଠାରୁ ଆରମ୍ଭ କରି ଅରୁଣାଚଳପ୍ରଦେଶ ଯାଏଁ ଏପରି ଏପରି ଉତ୍ସବ ପାଳନ କରାଯାଏ ଯାହାକୁ ଥରେ…

କଟିଛି କି ଇ – ଚାଲାଣ ? ସରକାର ଆଣୁଛନ୍ତି ଓଟିଏସ ବ୍ୟବସ୍ଥା..

ଭୁବନେଶ୍ବର : ଆପଣଙ୍କର କଟିଛି କି ଇ - ଚାଲାଣ ? ହୋଇପାରେ କୋହଳ ବ୍ୟବସ୍ଥା। ଏନେଇ ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର।  ଟ୍ରାଫିକ୍ ନିୟମ ଉଲ୍ଲଂଘନ ପାଇଁ ଇ-ଚାଲାଣ କଟିଥିବା ଗାଡ଼ି ମାଲିକଙ୍କୁ ମିଳିପାରେ ଆଶ୍ୱସ୍ତି। ସରକାର ଆଣିପାରନ୍ତି ୱାନ୍ ଟାଇମ୍ ସେଟେଲମେଣ୍ଟ (OTS) ବ୍ୟବସ୍ଥା। କିନ୍ତୁ…

ଆଇଏସଏଲ: ବେଙ୍ଗାଲୁର ଏଫସିକୁ ସହଜରେ ହରାଇଲା ଓଡିଶା ଏଫସି

ଭୁବନେଶ୍ୱର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ରବିବାର ଖେଳା ଯାଇଥିବା ଇଣ୍ଡିଆନ ସୁପର ଲିଗ ଫୁଟବଲର ଏକ ମ୍ୟାଚରେ ଓଡିଶା ଏଫସି ସହଜରେ ବେଙ୍ଗାଲୁର ଏଫସିକୁ ପରାସ୍ତ କରିଛି । ଘରୋଇ ଦର୍ଶକଙ୍କ ଉପସ୍ଥିତିରେ ଓଡିଶା ଏହି ମ୍ୟାଚକୁ ୪-୨ ଗୋଲରେ ଜିତି ନେଇଥିଲା । ଘରୋଇ ଦଳ ପକ୍ଷରୁ ଷ୍ଟାର ଖେଳାଳି…

ଘର ଜୋତା ବନାମ ଚପଲ, ଆସନ୍ତୁ ଜାଣିବା ପାର୍ଥକ୍ୟ… 

ଭୁବନେଶ୍ବର: ଚପଲ ଏବଂ ଘର ଜୋତା ମଧ୍ୟରେ ପାର୍ଥକ୍ୟ କ’ଣ? ଏହି ପୋଷ୍ଟ ଆପଣଙ୍କୁ ନିର୍ଣ୍ଣୟ କରିବାରେ ସାହାଯ୍ୟ କରିବ ଆପଣଙ୍କ ପାଇଁ କେଉଁ ପ୍ରକାର ଜୋତା ସର୍ବୋତ୍ତମ। ଚପଲ କ’ଣ? ଚପଲ (ସ୍ଲିପର) ହେଉଛି “ହାଲୁକା ଜୋତା ଯାହା ଘର ଭିତରେ ପିନ୍ଧାଯାଏ। ଏହା ଡଚ୍ ଶବ୍ଦ s'loffe ରୁ ଆସିଛି…

୩୧ ବର୍ଷ ପରେ ଘରକୁ ଫେରିଥିବା ପୁଅ ବାହାରିଲା ନକଲି

ଲକ୍ଷ୍ନୌ: ଗାଜିୟାବାଦରେ ୩୧ ବର୍ଷ ପରେ ଘରକୁ ପ୍ରତ୍ୟାବର୍ତନ କରିଥିବା ଭୀମ ସିଂ ଘଟଣା ବେଶ ଚର୍ଚ୍ଚାର କାରଣ ସାଜିଥିଲା । ଏବେ କିନ୍ତୁ ଭୀମ ସିଂ ଓରଫ ରାଜୁ ନକଲି ବୋଲି ଜଣାପଡିଛନ୍ତି । କିଛି ଦିନ ତଳେ ଗାଜିୟାବାଦ ଥାନାରେ ଜଣେ ୩୧ ବର୍ଷୀୟ ଯୁବକ ପଂହଚି କହିଥିଲେ ଯେ, ତାଙ୍କୁ ରାଜସ୍ଥାନରେ…

୮୧ ବର୍ଷ ବୟସରେ ଆରମ୍ଭ କଲେ ଏଲଏଲବି ପାଠପଢା

ଚିତ୍ତୋରଗଡ: ଶିକ୍ଷାର ବୟସ ସହିତ କୌଣସି ସମ୍ପର୍କ ନାହିଁ। ଏହି ଉକ୍ତିକୁ ପ୍ରମାଣ କରିଛନ୍ତି ରାଜସ୍ଥାନର ଚିତ୍ତୋରଗଡ ସ୍ଥିତ ପ୍ରତାପଗଡର ବାସିନ୍ଦା ୮୧ ବର୍ଷିୟ ସତ୍ୟପାଲ ଆରୋରା। ସେ ଲ ’କଲେଜରେ ପ୍ରଥମ ବର୍ଷ ଏଲଏଲବିରେ ଆଡମିଶନ ନେବା ସହ ତାଙ୍କଠୁ ବହୁ କମ୍ ବୟସର ଯୁବକମାନଙ୍କ ସହିତ ମିଶି…

ଦୀର୍ଘ ଦିନ ପରେ ସିଙ୍ଗଲ୍ସ ଟାଇଟଲ ଜିତିଲେ ପିଭି ସିନ୍ଧୁ

ନୂଆଦିଲ୍ଲୀ: ଦୀର୍ଘ ଦିନ ପରେ ଭାରତର ଅଭିଜ୍ଞ ବ୍ୟାଡମିଂଟନ ଖେଳାଳି ତଥା ୨ ଥର ଅଲିମ୍ପିକ ପଦକ ବିଜେତା ପିଭିି ସିନ୍ଧୁ ମହିଳା ସିଙ୍ଗଲ୍ସ ଟାଇଟଲ ହାସଲ କରିବାରେ ସଫଳ ହୋଇଛନ୍ତି । ସୟେଦ ମୋଦି ଆନ୍ତର୍ଜାତୀୟ ବ୍ୟାଡମିଂଟନର ଫାଇନାଲରେ ସିନ୍ଧୁ ପୂବତନ ଚାମ୍ପିୟନ ଚୀନର ଉ ଲିଉ ୟୁଙ୍କୁ ୨୧-୧୪ ଓ…