ପଦ୍ମ ଧରିବେ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ
ଭୁବନେଶ୍ବର: ପଦ୍ମ ଧରିବେ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ । ବିଜେପିରେ ଖୁବଶୀଘ୍ର ବିଧିବଦ୍ଧ ଭାବରେ ଯୋଗ ଦେବେ ପ୍ରସନ୍ନ । ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ଦଳୀୟ ନେତାଙ୍କ ସହ ପାଟ୍ଟଶାଣୀଙ୍କ ଆଲୋଚନା ଚାଲିଛି ।
ଖୁବଶୀଘ୍ର ପାଟ୍ଟଶାଣୀ ଆନୁଷ୍ଠାନିକ ଭାବେ ବିଜେପିରେ ମିଶିବା ନେଇ…