ଏଠାରେ ଚୁକ୍ତି କଲେ ମିଳିଥାଏ ପତ୍ନୀ
ନୂଆଦିଲ୍ଲୀ: ବିବାହ ଏକ ସାଂସ୍କୃତିକ ପ୍ରଥା । ଭାରତରେ ଏହାକୁ ବହୁତ ସମ୍ମାନ ପ୍ରଦାନ କରାଯାଇଥାଏ । ତେବେ ଅନେକ ସ୍ଥାନରେ ବିବାହ ଏକ ଖେଳ ପାଲଟି ଯାଇଛି । କେଉଁଠି ଯୌନ କେଳାଙ୍କାରୀର ରୂପ ଏବଂ କେଉଁଠାରେ ବ୍ୟବସାୟର ଏକ ମାଧ୍ୟମ ପାଲଟି ଯାଇଛି । ଆପଣମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଯେ,…