Latest Odisha News

BREAKING NEWS

ଏଡସ୍ ରୋଗୀଙ୍କୁ ନେଇ ବଢୁଛି ଚିନ୍ତା, ରାଜ୍ୟରେ ୫୦ ହଜାର ଲୋକ ଆକ୍ରାନ୍ତ

ଭୁବନେଶ୍ଵର: ଆଜି ବିଶ୍ଵ ଏଡସ୍ ଦିବସ । ଚଳିତବର୍ଷର ଥିମ୍ ରହିଛି ‘ଅଧିକାର ସଠିକ୍‌ ମାର୍ଗ ଅନୁସରଣ’। ତେବେ ରାଜ୍ୟରେ ଗତବର୍ଷ ଅପେକ୍ଷା ଚଳିତ ବର୍ଷ ଏଡସକୁ ନେଇ ସାମାନ୍ୟ ଆଶ୍ଵସ୍ତ ହୋଇଥିଲେ ମଧ୍ୟ ଏଯାବତ୍ ରାଜ୍ୟରେ ୫୦ ହଜାର ଲୋକ ଏଡସ୍ ରୋଗରେ ଆକ୍ରାନ୍ତ । ଯାହାକୁ ନେଇ ଏବେ ଚିନ୍ତା ବଢିଛି ।…

ମହାରାଷ୍ଟ୍ରରେ କିଏ ହେବେ ମୁଖ୍ୟମନ୍ତ୍ରୀ, ଏବେ ବି ଜାରି ରହିଛି ସସ୍‌ପେନ୍ସ

ମୁମ୍ବାଇ: ମହାରାଷ୍ଟ୍ରରେ ଦେଖା ଦେଇଛି ରାଜନୈତିକ ଉଷ୍ମତା। ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ଜାରି ରହିଛି ସସ୍‌ପେନ୍ସ। ଡିସେମ୍ବର ୫ରେ ମହାରାଷ୍ଟ୍ରରେ ଶପଥ ଗ୍ରହଣ ଉତ୍ସବ ହେବ । ଏନେଇ ଶନିବାର ବିଜେପି ପକ୍ଷରୁ ଘୋଷଣା ହୋଇଛି। ମୁଖ୍ୟମନ୍ତ୍ରୀ ପଦ ନେଇ ଦେବେନ୍ଦ୍ର ଫଡନବିସ୍ ବଡ଼…

ପୁଅବୋହୂଙ୍କୁ ପେଟ୍ରୋଲ ଢାଳି ଜାଳିଦେବା ଘଟଣା, ଚିକିତ୍ସାଧୀନ ଅବସ୍ଥାରେ ବୋହୁର ମୃତ୍ୟୁ

କଟକ: ପୁଅବୋହୂଙ୍କୁ ପେଟ୍ରୋଲ ଢାଳି ଜାଳିଦେବା ଘଟଣା । ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ବୋହୁ । ପୁଅର ଅବସ୍ଥା ଗୁରୁତର ଥିବା ବେଳେ ଆଇସିୟୁରେ ଚାଲିଛି ଚିକିତ୍ସା । ବାରଙ୍ଗ ଗୋଡ଼ିସାହିରେ ଗତକାଲି ଘଟିଥିଲା ଏହି ଅଭାବନୀୟ ଘଟଣା । ସୂଚନା ଅନୁସାରେ, ଶନିବାର…

ଜୟନାରାୟଣ କହିଲେ ମନର କୋହ: ଫାଙ୍କି ଦେଲେ ମନମୋହନ

କଟକ: ବିଜେପିର ବରିଷ୍ଠ ତଥା ପ୍ରମୁଖ ନେତା ମାନଙ୍କ ମଧ୍ୟରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଅନ୍ୟତମ । ସବୁବେଳେ ବିଜେପି ସପୋର୍ଟରେ ଶତମୁଖ ଥାନ୍ତି । ହେଲେ ଏଥର ପ୍ରଥମ ଥର ପାଇଁ ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ପରେ କୁଆଡେ ଯେମିତି ହଜିଯାଇଥିଲେ ଜୟନାରାୟଣ । ସେ ଶପଥ ଗ୍ରହଣ ଉତ୍ସବ…

ବିଶ୍ଵର ସବୁଠୁ ଥଣ୍ଡା ସ୍ଥାନ, ଦିନକୁ ମାତ୍ର ୩ ଘଣ୍ଟା ପାଇଁ ଦୃଶ୍ୟମାନ ହୁଅନ୍ତି ସୂର୍ଯ୍ୟ

ଭୁବନେଶ୍ଵର: ସାରା ଦେଶରେ ଏବେ ଶୀତ ଲହରି ଜାରି ରହିଛି । କେଉଁଠି ବରଫ ପଡିଲାଣି ତ କେଉଁଠି ଜାଡରେ ଦେହ ହାତ ଥରିଯାଉଛି। ଶୀତ ଦିନ ଆସିବା ମାତ୍ରେ ଉତ୍ତର ଭାରତରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡେ । ପ୍ରବଳ ଥଣ୍ଡାକୁ ବରଫର ଚାଦର ଦେଖିବାକୁ ଦେଖିବାକୁ ମଧ୍ୟ ସୁନ୍ଦର ଲାଗେ । ତେବେ କେବଳ ଭାରତ…

ବଦଳି ଗଲେ କି ଟ୍ରମ୍ପ?, ଭାରତକୁ ଦେଲେ ଖୋଲା ଧମକ..

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଏବେ ଧିରେ ଧିରେ ବଦଳୁଛି କି ଟ୍ରମ୍ପଙ୍କ ଅନ୍ଦାଜ୍ ? ଟ୍ରମ୍ପଙ୍କ ବିଜୟ ଯେଉଁଠି ଭାରତ ପାଇଁ ଅନେକ କିଛି ଶୁଭଙ୍କର ଆଣିଦେବ ବୋଲି ଆଶା କରାଯାଉଥିଲା ସେଠି ଟ୍ରମ୍ପଙ୍କ ନିଷ୍ପତ୍ତି ଏବେ ଭାରତର ଚିନ୍ତା ବଢାଇଲାଣି ।…

ଡାକ୍ତରଖାନାରୁ ଶିଶୁ ପୁତ୍ର ନିଖୋଜ ମାମଲା: ମିଛରେ କାନ୍ଦୁଥିଲେ ମହିଳା

ନୟାଗଡ: ଡାକ୍ତରଖାନାରୁ ନବଜାତ ଶିଶୁ ଗାଏବ ମାମଲାର ନୂଆ ମୋଡ। ଜଣାପଡିଲା ଏହି ମାମଲାର ସତ ଘଟଣା। ଦୁଇ ଦିନ ତଳେ ଡାକ୍ତରଖାନାରେ ଏକ ଶିଶୁପୁତ୍ର ଜନ୍ମ ଗ୍ରହଣ କରିଥିଲା। ହେଲେ ହଠାତ ଶିଶୁଟି ଗାଏବ ହେଲା ବୋଲି ପରିବାର ଲୋକ ଅଭିଯୋଗ କରିଥିଲେ। ଘଟଣାକୁ ନେଇ ଡାକ୍ତରଖାନାରେ ଉତ୍ତେଜନା ସୃଷ୍ଟି…

ଲାଗୁ ହେବ ଆୟୁଷ୍ମାନ ସୁବିଧା, ସାଢେ ୩ କୋଟିଙ୍କୁ ମିଳିବ ସ୍ବତନ୍ତ୍ର କାର୍ଡ

ଭୁବନେଶ୍ବର: ରାଜ୍ୟରେ ଚଳିତ ଆର୍ଥିକ ବର୍ଷରୁ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା । ଗୋପବନ୍ଧୁ ଆରୋଗ୍ୟ ସହ ଆୟୁଷ୍ମାନ ଭାରତ ଯୋଜନାର ମିଳିତ ଏମ୍‌ଓୟୁ ହେବ । ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଚଳିତ ଆର୍ଥିକ ବର୍ଷ ଠାରୁ ଗୋପବନ୍ଧୁ ଆରୋଗ୍ୟ ସହ ଆୟୁଷ୍ମାନ ଭାରତ…

ବ୍ଲାକ୍ ହୋଲ୍: ଏହା ପଛରେ ରହିଛି ଅନେକ ରହସ୍ୟ, ଜାଣି ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ବ୍ଲାକ୍ ହୋଲ୍ ବିଷୟରେ ଆପଣ ଶୁଣିଥିବେ ତ ନିଶ୍ଚୟ? କିନ୍ତୁ ଏହା କଣ, ଏହାର ବୈଶିଷ୍ଟ୍ୟଗୁଡିକ କ’ଣ, ଏହା ପଛର ରହସ୍ୟ ଆଦି ବିଷୟରେ ଆପଣ ଜାଣନ୍ତି କି? ଆଜି ଆମେ ଆପଣଙ୍କୁ ଏହି ବ୍ଲାକ୍ ହୋଲ୍ ବିଷୟରେ କହିବୁ । ଏହା ବ୍ୟତୀତ, ଆମେ ଆପଣଙ୍କୁ ଏହା ସହିତ ଜଡିତ କିଛି ରହସ୍ୟ ବିଷୟରେ…

ଏନକାଉଣ୍ଟର: ୭ ମାଓବାଦୀ ନିହତ

ଚେନ୍ନାଇ: ପୁଣି ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା। ତେଲେଙ୍ଗାନାରେ ଏନକାଉଣ୍ଟର । ୭ ମାଓବାଦୀ ନିହତ । ତେଲେଙ୍ଗାନା ଓ ଛତିଶଗଡ ସୀମା ମୁଲୁଗୁ ଜିଲ୍ଲା ଏତୁରଙ୍ଗାରମ ଜଙ୍ଗଲରେ ଏନକାଉଣ୍ଟର କରାଯାଇଛି । ଏନକାଉଣ୍ଟର ସ୍ଥଳରୁ ବିପୁଳ ପରିମାଣର ମାରଣାସ୍ତ୍ର ଜବତ ହୋଇଛି । ତେଲେଙ୍ଗାନା ଯବାନଙ୍କ…