ବିଏସକେୱାଇ କୁ ନେଇ ସରୁନି ଦ୍ଵନ୍ଦ, ଚାଲୁ ରଖିବାକୁ ଇଣ୍ଡିଆ ମେଣ୍ଟର ଦାବି
ଭୁବନେଶ୍ୱର: ୨୦୨୪ ନିର୍ବାଚନ ଫଳାଫଳ ବାହାରିବା ସହ ଭୁଷୁଡିଛି ବିଜେଡି ଗଡ । ଏହାପରେ ଏହାପରେ ପୂର୍ବ ସରକାରଙ୍କ ଦ୍ଵାରା ହୋଇଥିବା ଯୋଜନାକୁ ନେଇ ଉପୁଜିଛି ଦ୍ଵନ୍ଦ । ବିଏସକେୱାଇକୁ ନେଇ ଚିନ୍ତାରେ ରାଜ୍ୟବାସୀ । ସେପଟେ ଡାକ୍ତରଖାନାରେ ବିଏସକେୱାଇ କାର୍ଡ ଦେଖିକି ରୋଗିଙ୍କୁ ଫେରାଯାଉଥିବା…