Latest Odisha News

BREAKING NEWS

ପଶ୍ଚିମବଙ୍ଗର ହିନ୍ଦୀ ବିଶ୍ବବିଦ୍ୟାଳୟର କୁଳପତି ହେଲେ ଓଡିଶାର ନନ୍ଦିନୀ ସାହୁ

ଭୁବନେଶ୍ୱର: ପଶ୍ଚିମବଙ୍ଗର ହିନ୍ଦୀ ବିଶ୍ବବିଦ୍ୟାଳୟର କୁଳପତି ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି ଓଡ଼ିଶାର ବିଶିଷ୍ଟ ଲେଖିକା ତଥା ଶିକ୍ଷାବିତ୍ ନନ୍ଦିନୀ ସାହୁ। ସେ ଇଂରାଜୀ ସାହିତ୍ୟରେ ୩ଟି ଗୋଲ୍ଡ ମେଡାଲ ପାଇଥିବା ବେଳେ ୨୧ଟି ବହି ମଧ୍ଯ ଲେଖିଛନ୍ତି। ସେ ବିଶ୍ବଭାରତୀର ପ୍ରଫେସର…

ଶ୍ରୀଦେବୀଙ୍କୁ ବାନ୍ଧିବା ପାଇଁ ସ୍ବର୍ଗକୁ ଯିବକି ପୋଲିସ; କାହିଁକି କଟାକ୍ଷ କଲେ ରାମ ଗୋପାଳ 

ମୁମ୍ବାଇ: 'ପୁଷ୍ପା ୨' ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ସମର୍ଥନରେ ବାହାରିଛନ୍ତି ଚଳଚ୍ଚିତ୍ର ନିର୍ମାତା ରାମ ଗୋପାଳ ବର୍ମା। ଏହା ମଧ୍ଯରେ ସେ ଦିବଙ୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ସହ ଜଡିତ ଏକ ଘଟଣା ବିଷୟରେ ପ୍ରକାଶ କରିଛନ୍ତି। ସୋସିଆଲ ମିଡିଆରେ ସକ୍ରିୟ ରହୁଥିବା ନିର୍ଦ୍ଦେଶକ ରାମ ଗୋପାଳ…

ବ୍ୟବସ୍ଥିତ ଷଡଯନ୍ତ୍ର: ନିର୍ବାଚନ ନିୟମ ସଂଶୋଧନକୁ ନେଇ ବର୍ଷିଲେ ଖଡଗେ…

ନୂଆଦିଲ୍ଲୀ: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ୍ ଖଡଗେ ଆଜି କେନ୍ଦ୍ର ସରକାଙ୍କ ନିର୍ବାଚନ ସଂଶୋଧନ ନିୟମକୁ ନେଇ ଜୋରଦାର୍ ବର୍ଷିଛନ୍ତି । କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିବା ସହ ଏହା ରୀତିମତ ଚାଲିଥିବା ଏକ ଷଡଯନ୍ତ୍ର ବୋଲି କହିଛନ୍ତି । କେନ୍ଦ୍ର ସରକାର ନିର୍ବାଚନ ନିୟମ…

ସାବଧାନ! ଶିଶୁଙ୍କ ପାଟି ଓ ସ୍ବାସ୍ଥ୍ୟକୁ କରନ୍ତୁନି ଅଣଦେଖା, ହୋଇପାରେ ଗମ୍ଭୀର ସମସ୍ୟା

ଏକ ଶିଶୁ ଖାଦ୍ୟ ପାଇଁ ସମ୍ପୂର୍ଣ୍ଣ ଭାବରେ ମାଆ କ୍ଷୀର ଉପରେ ନିର୍ଭର କରିଥାଏ। ଆମେ ଯଦୁ ନବଜାତ ଶିଶୁ କଥା ଆଲୋଚନା କରିବା ତେବେ ସେମାନଙ୍କ ପାଟିରେ ବେଳେବେଳେ ମା' କ୍ଷୀର ଅଠାରେ ପରିଣତ ହୁଏ ଫଳରେ ଏହା ଶିଶୁର ଜିଭରେ ଲାଗିଯାଏ। ଆଉ ପରବର୍ତ୍ତୀ ସମୟରେ ପାଟି ଭିତରେ ଜୀବାଣୁ ସୃଷ୍ଟି…

କୁଏତର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ମୋଦି

ନୂଆଦିଲ୍ଲୀ: ଆଜି କୁଏତ ଗସ୍ତର ଅନ୍ତିମ ଦିନରେ ଦେଶର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ମୋଦି । କୁଏତର ସର୍ବୋଚ୍ଚ ସମ୍ମାନ ‘ଦ ଅର୍ଡର ଅଫ୍ ମୁବାରକ ଅଲ୍ କବୀର’ ଗ୍ରହଣ କରିଛନ୍ତି ମୋଦି ।  ଉପସାଗରୀୟ ଦେଶ କୁଏତର ସର୍ବୋଚ୍ଚ ସମ୍ମାନ ଗ୍ରହଣ କରିବା ପରେ ଏହା ଥିଲା…

କିଷାନ କ୍ରେଡିଟ କାର୍ଡ କ’ଣ , କେତେ ଋଣ ମିଳିବ ଏବଂ ଏହାର ଲାଭ କିପରି ପାଇବେ?

ନୂଆଦିଲ୍ଲୀ: କୃଷକମାନଙ୍କ ମଧ୍ୟରେ କିଷାନ କ୍ରେଡିଟ୍ କାର୍ଡ (KCC)ହେଉଛି ସବୁଠାରୁ ଲୋକପ୍ରିୟ ଯୋଜନା | କୃଷକମାନଙ୍କ ପାଇଁ ଲୋନ ପ୍ରକ୍ରିୟାକୁ ସରଳ କରିବା ଲକ୍ଷ୍ୟରେ ୧୯୯୮ ମସିହାରେ କେସିସି ଯୋଜନା ଆରମ୍ଭ କରାଯାଇଥିଲା। ଏଥିରେ କୃଷକମାନଙ୍କୁ କୃଷି ଉଦ୍ଦେଶ୍ୟରେ ଲୋନ ଦିଆଯାଏ | ଏହି ଯୋଜନାରେ…

କାହିଁକି ମୃତ୍ୟୁ ପରେ ଲଣ୍ଡା ହୁଅନ୍ତି ସଂପର୍କୀୟ? କ’ଣ ରହିଛି କାରଣ ଜାଣନ୍ତୁ….

ଭୁବନେଶ୍ବର: ହିନ୍ଦୁ ପରମ୍ପରାରେ ଅନେକ ରୀତିନୀତି ରହିଛି  । ବିଶେଷ କରି ହିନ୍ଦୁ ଶାସ୍ତ୍ରରେ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଅନେକ ପ୍ରକାର ରୀତିନୀତି ଓ ପରମ୍ପରା ପାଳନ  ହେଉଥିବାର ଦେଖିବାକୁ ମିଳିଥାଏ । ସେଥିପାଇଁ ହିନ୍ଦୁ ପରିବାରର କେହି ମରିଗଲେ ମୃତକଙ୍କ ଆତ୍ମା ଶାନ୍ତି ପାଇଁ  ଅନେକ…

ବୈଭବଙ୍କ ଆଉ ଏକ ରେକର୍ଡ

ନୂଆଦିଲ୍ଲୀ: ଭାରତର ଯୁବ ବ୍ୟାଟ୍ସମ୍ୟାନ ବୈଭବ ସୂର୍ଯ୍ୟବଂଶୀ ନିଜ ନାମରେ ଆଉ ଏକ କୀର୍ତିମାନ ସ୍ଥାପନ କରିଛନ୍ତି । ବିଜୟ ହଜାରେ ଟ୍ରଫିର ବିହାର ଓ ମଧ୍ୟପ୍ରଦେଶ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ଅବସରରେ ସେ ଏହି ରେକର୍ଡ କରିଛନ୍ତି । ଭାରତର ସର୍ବକନିଷ୍ଠ ଖେଳାଳି ଭାବେ ବୈଭବ ଲିଷ୍ଟ-ଏ କ୍ରିକେଟ…

ପପକର୍ଣ୍ଣ ଉପରେ ଗୋଟିଏ ନୁହେଁ ବରଂ ଲାଗୁଛି ୩ ପ୍ରକାର ଟିକସ

ନୂଆଦିଲ୍ଲୀ: ରାଜସ୍ଥାନର ଜୈସଲମେରରେ ଅନୁଷ୍ଠିତ ୫୫ ତମ ଜିଏସଟି ପରିଷଦ ବୈଠକରେ ପପକର୍ଣ୍ଣ ଉପରେ ଟିକସ ସମ୍ବନ୍ଧୀୟ ଏକ ନିଷ୍ପତ୍ତି ନିଆଯାଇଛି। ପରିଷଦ ଅନୁଯାୟୀ ଜିଏସ୍ଟି (ଜିଏସ୍ଟି ଅନ୍ ପପକର୍ଣ୍ଣ) ର ବିଭିନ୍ନ ସ୍ଲାବରେ ପପକର୍ଣ୍ଣକୁ ଅନ୍ତର୍ଭୁକ୍ତ କରାଯାଇଛି। ଫଳରେ ବର୍ତ୍ତମାନ ଏହାକୁ…

କୋରାପୁଟରୁ ୩୨୫ କେଜି ଗଞ୍ଜେଇ ଜବତ ଘଟଣା, ୨ ଗିରଫ

କୋରାପୁଟ: କୋରାପୁଟରୁ ୩୨୫ କେଜି ଗଞ୍ଜେଇ ଜବତ କରିବା ଘଟଣାରେ ସମ୍ପୃକ୍ତ ଥିବା ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ଗିରଫ ଦୁଇ ଅଭିଯୁକ୍ତଙ୍କ ମଧ୍ୟରେ ରହିଛନ୍ତି କୋରାପୁଟ ଜିଲ୍ଲା ସିମିଳିଗୁଡା ଥାନା ଅଞ୍ଚଳର ଗୁରୁ ଖୋରା ଏବଂ ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅଞ୍ଚଳ ଝାଡ଼ବାନ୍ଧର…