Latest Odisha News

BREAKING NEWS

କୁଆଡେ ଗଲେ ପାଣ୍ଡିଆନ? ଦଳୀୟ ବୈଠକରେ ମଧ୍ୟ ନାହାଁନ୍ତି ଉପସ୍ଥିତ

ଭୁବନେଶ୍ଵର: କୁଆଡେ ଗଲେ ବିଜେଡିର ବରିଷ୍ଠ ନେତା ଭିକେ ପାଣ୍ଡିଆନ । ଗତ କାଳି ଫଳ ବାହାରିବା ପରଠାରୁ ପାଣ୍ଡିଆନଙ୍କୁ ଦେଖିବାକୁ ମିଳୁନାହିଁ କି କୌଣସି ପ୍ରତିକ୍ରିୟା ମଧ୍ୟ ମିଳୁନାହିଁ । ଏପରିକି ନବୀନ ନିବାସରେ ଚାଲିଥିବା ବିଧାୟକ ବୈଠକରେ ମଧ୍ୟ ପାଣ୍ଡିଆନ ଅନୁପସ୍ଥିତ ଥିବା ଜଣାପଡିଛି ।…

ରାଜ୍ୟରେ ଅଂଶୁଘାତଜନିକ ମୃତ୍ୟୁସଂଖ୍ୟା ୩୬କୁ ବୃଦ୍ଧି

ଭୁବନେଶ୍ଵର: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସହ ବଢୁଛି ଅଂଶୁଘାତଜନିକ ମୃତ୍ୟୁ ସଂଖ୍ୟା । ରିପୋର୍ଟ ଅନୁସାରେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଅଂଶୁଘାତଜନିକ ମୃତ୍ୟୁସଂଖ୍ୟା ୩୬କୁ ବୃଦ୍ଧି ପାଇଛି । ତେବେ ପୂର୍ବରୁ ୧୫୧ ଜଣଙ୍କର ଅଂଶୁଘାତ ମୃତ୍ୟୁ…

ରାଜ୍ୟରେ ଲାଗୁ ହେବ ଆୟୁଷ୍ମାନ ଯୋଜନା, କେଉଁମାନେ କରିପାରିବେ ଆବେଦନ

ଭୁବନେଶ୍ଵର: ସରିଛି ଗଣତନ୍ତ୍ରର ମହାନପର୍ବ । ସାମ୍ନାକୁ ଆସିଛି ଜନାଦେଶ । ରାଜ୍ୟରେ ବିଜେପିର ବାଜିମାତ୍ ପରେ ରାଜ୍ୟରେ ବନ୍ଦ ହେବାକୁ ଯାଉଛି ବିଏସକେୱାଇ ଯୋଜନା । ଏନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ମନମୋହନ କହିଛନ୍ତି, ଆଉ କିଛିଦିନ ପରେ ବିଏସକେୱାଇ ବନ୍ଦ ହେବ…

ବନ୍ଧୁକ ମୁନରେ ୫ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୁତ୍ତ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ସହରରେ ବନ୍ଧୁକ ଦେଖାଇ ୫ ଲକ୍ଷ ଟଙ୍କା ଲୁଟ୍ । ଏନେଇ ଡୁଙ୍ଗୁରିପାଲି ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ, ବଲାଙ୍ଗୀର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ରୁ ଡୁଙ୍ଗୁରିପାଲି ଶାଖା ପରିଚାଳକ ଶାଶ୍ୱତ କୁମାର ପାଣିଗ୍ରାହୀ ୫ ଲକ୍ଷ…

ନୀତିଶ, ନାଇଡୁ ମାରିବେନି ତ ୟୁଟର୍ଣ୍ଣ !

ଭୁବନେଶ୍ବର: ଏନଡିଏକୁ ବହୁମତ ମିଳିଛି । ହେଲେ ସରକାର ଗଠନ ଚାବି ନୀତିଶ କୁମାର ଓ ଚନ୍ଦ୍ରବାବୁ ନାଇଡୁଙ୍କ ହାତରେ । ଏନଡିଏକୁ ସଂଖ୍ୟା ଗରିଷ୍ଠତା ମିଳିଥିଲେ ବି ବିଜେପି ଜିତିଛି ୨୪୦ଟି ଲୋକସଭା ସିଟ୍ । ମ୍ୟାଜିକ୍ ନମ୍ବର ୨୭୨ଠାରୁ ୩୨ ସିଟ୍ କମ୍ । ଏନଡିଏର ସହଯୋଗୀ ଦଳ ନୀତିଶ କୁମାରଙ୍କ…

ବିଜେଡିରେ ଆଗକୁ କଣ?

ଭୁବନେଶ୍ବର: ବିଜେଡି ଗଠନ ପରଠୁ କ୍ଷମତାରେ ରହିଥିଲା। ପ୍ରଥମ ଥର ପାଇଁ ବିଜେଡିକୁ କ୍ଷମତାଚ୍ୟୁତ କଲେ ଜନତା । ଲୋକସଭାରେ ଦଳର ପ୍ରତିନିଧିତ୍ବ ରହିଲାନି । ବିଧାନସଭାରେ ବି ଶାସକରୁ ବିରୋଧୀ ଦଳ ହୋଇଛି ବିଜେଡି । ଦଳ ଗଠନ ପରଠୁ ସବୁଠୁ କଠିନ ସମୟ ଦେଇ ଗତି କରୁଛି ବିଜେଡି । ଏଭଳି ସ୍ଥିତିରେ…

କିଏ ହେବେ ମୁଖ୍ୟମନ୍ତ୍ରୀ ?

ଭୁବନେଶ୍ବର: ରାଜ୍ୟରେ ଐତିହାସିକ ବିଜୟ ହାସଲ କରିଛି ବିଜେପି। ସରକାର ଗଢିବା ପାଇଁ ୭୪ଟି ଆସନ ଦରକାର ଥିବା ବେଲେ ବିଜେପି ଖାତାରେ ରହିଛି ୭୮ସିଟ୍ । ବଡ଼ ବିଜୟ ପରେ ସରକାର ଗଠନ ପାଇଁ କସରତ ଆରମ୍ଭ ହୋଇଛି । ତେବେ ବିଜେପି ସରକାରରେ କିଏ ହେବେ ମୁଖ୍ୟମନ୍ତ୍ରୀ ? ନିର୍ବାଚନ ପୂର୍ବରୁ ବିଜେପି…

ନିଜେ ଲଢ଼ିନଥିଲେ ନିର୍ବାଚନ, ଆଉ ଏବେ ହାରିଗଲେ ଦୁଇ ଉତ୍ତରାଧିକାରୀ

ଭୁବନେଶ୍ୱର: କଂଗ୍ରେସରୁ ବହିଷ୍କୃତ ନେତା ସୁରେଶ ରାଉତରାୟ ଓଡ଼ିଶାରେ ବିଜେପି ସପକ୍ଷରେ ଜନମତକୁ ସ୍ୱାଗତ କରିବା ସହ ଦୀର୍ଘ ଦିନର ଶାସନ ପରେ ସରକାର ବିରୋଧୀ ଫ୍ୟାକ୍ଟର ପାଇଁ ଏହି ପରିବର୍ତ୍ତନ ହୋଇଛି ବୋଲି କହିଛନ୍ତି। ୟୁପି, ତାମିଲନାଡୁ, ମହାରାଷ୍ଟ୍ର ସମେତ ସମଗ୍ର ଦେଶରେ ବିଜେପି ବେହାଲ…

ଏନଡିଏ ବୈଠକରେ ନେତା ନିର୍ବାଚିତ ହେଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ଏନଡିଏ ମେଣ୍ଟର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଉପସ୍ଥିତ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଶେଷରେ ନିଜର ମତ ଜଣାଇଛନ୍ତି । ବୈଠକରେ ବିଜେପିକୁ ସମର୍ଥନ କରିଛନ୍ତି ନୀତୀଶ କୁମାର…

ବିଏସକେୱାଇକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ନ କରିବାକୁ କହିଲା ବିଜେପି

ଭୁବନେଶ୍ବର: ଚଳିତ ଥର ନିର୍ବାଚନ ସମସ୍ତଙ୍କୁ ଚମକାଇ ଦେଇଛି । ରାଜ୍ୟରେ ବିଜେପିକୁ ମିଳିଛି ବଡ଼ ବିଜୟ । ଓଡ଼ିଶାରେ ବିଜେପିକୁ ସ୍ପଷ୍ଟ ବହୁମତ। ଓଡ଼ିଶାରେ ସକରକାର ଗଠନର ମ୍ୟାଜିକ ନମ୍ୱର ୭୪ଥିବା ବେଳେ ବିଜେପି ଏହାକୁ ପାର୍‌ କରି ପାଇଛି ୭୮ଆସନ। ସେପଟେ ଲୋକସଭାରେ ମଧ୍ୟ ବିଜେପି ବାଜି ମାରିଛି…