କାଳ ହେଲା କାଳବୈଶାଖୀ , ବଜ୍ରାଘାତରେ ୨୦ ଗୋରୁ ମୃତ
ଗୁଣୁପୁର: କାଳ ହେଲା କାଳବୈଶାଖୀ । କାଳବୈଶାଖୀର ପ୍ରକୋପରେ ବଜ୍ରାଘାତ ଯୋଗୁଁ ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବ୍ଲକ ଅନ୍ତର୍ଗତ କଦମା ଗ୍ରାମପଞ୍ଚାୟତର ଢେପଗାଁ ଗ୍ରାମରେ ୨୦ଟି ଗୋରୁଙ୍କ ମୃତ୍ୟୁ ଘଟିଛି।
ସୂଚନା ମୁତାବକ, ରବିବାର ସନ୍ଧ୍ୟାରେ ପ୍ରବଳ ବର୍ଷା ପବନ ସହ ବିଜୁଳି ଘଡଘଡି ମାରିଥିଲା।…