Latest Odisha News

BREAKING NEWS

ଶିଶୁ ବିକ୍ରି ମାମଲା: ଆନ୍ଧ୍ରରୁ ଉଦ୍ଧାର ହେଲା ନବଜାତ ଶିଶୁ

ରାୟଗଡା; ଅସହ୍ୟ କଲା ଦାରିଦ୍ରତା l ନିଜର ନବଜାତ ଶିଶୁ କନ୍ୟାକୁ ବିକ୍ରି କଲା ମାଆ। ୯ ଦିନର ଶିଶୁକୁ ମାତ୍ର ୨୦ ହଜାର ଟଙ୍କାରେ ବିକ୍ରି କରିଦେଲା ମା'। ଏପରି ଏକ ହୃଦୟ ବିଦାରକ ଘଟଣା ଘଟିଛି ଜେକେପୁର ଚାନ୍ଦିଲି ଥାନା ଅନ୍ତର୍ଗତ ନୂଆପଡା ସାହିରେ । ସୂଚନା ଅନୁସାରେ, ରାୟଗଡା ଜିଲ୍ଲା…

ବାହାଘରରେ ଟଙ୍କା ବର୍ଷା, ଉଡାଇଦେଲେ ୨୦ ଲକ୍ଷ

ନୂଆଦିଲ୍ଲୀ: ବାହାଘରରେ ଟଙ୍କା ବର୍ଷା। ୟୁପିରେ ଥିବା ଏକ ଗାଁରେ ଏକ ବାହାଘରର ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ପରିବାରର  ସଦସ୍ୟମାନେ ବିବାହକୁ ନେଇ ଏତେ ଖୁସି ଯେ ସେମାନେ ଜେସିବି ଉପରୁ ଓ ଘରର ଛାତ ଉପରୁ କାଗଜ ପରି ଲକ୍ଷ ଲକ୍ଷ ଟଙ୍କା ଉଡାଉଛନ୍ତି। ତେବେ ଏହି ଘଟଣାଟି ୟୁପିର…

ସରିଗଲା ଲାଲ ମାଟିର ବାଦଶାହଙ୍କ କ୍ୟାରିୟର

ମଲାଗା: କ୍ଲେ କିଙ୍ଗ, ଲାଲ ମାଟିର ବାଦଶାହ ଭାବେ ପରିଚିତ ସ୍ପେନର ରାଫେଲ ନାଡାଲଙ୍କ ସ୍ୱର୍ଣ୍ଣିମ କ୍ୟାରିୟରର ଅନ୍ତ ଘଟିଛି । ନାଡାଲ ତାଙ୍କ ହୋମ ଗ୍ରାଉଣ୍ଡ ମଲାଗାରେ ଶେଷ ମୁକାବିଲା ଖେଳିଥିଲେ । ଡେଭିସ କପର ଏହି ମ୍ୟାଚରେ ସେ ନେଦରଲାଣ୍ଡର ଭେଟିକ ଭାନଦ ଜେଡଶୁଲ୍ୟ ପରାସ୍ତ କରିଥିଲେ ।…

ଆସୁଛି ପୁଣି ବାତ୍ୟା! ୨୩ ତାରିଖ ସୁଦ୍ଧା ଲଘୁଚାପ

ଭୁବନେଶ୍ୱର: ରାଜ୍ୟକୁ ପୁଣି ବାତ୍ୟା ଭୟ । ୨୩ ତାରିଖ ସୁଦ୍ଧା ବଙ୍ଗୋପସାଗରରେ ଲଘୁଚାପ ହେବାର ସମ୍ଭାବନା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ l ତେବେ ବଙ୍ଗୋପସାଗରରେ ଆସୁଛି ଆଉ ଏକ ଲଘୁଚାପ l ଆସନ୍ତା କାଲି ସୁଦ୍ଧା ଦକ୍ଷିଣ ଆଣ୍ଡାମାନ ସାଗର ଓ ଆଖପାଖରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ ନେଇ…

ସାଙ୍ଘାତିକ ସ୍ଥିତିରେ ଦିଲ୍ଲୀ ବାୟୁ ପ୍ରଦୂଷଣ, ଭୁବନେଶ୍ୱରରେ ବାୟୁର ଗୁଣବତ୍ତା ‘ମଧ୍ୟମ’

ନୂଆଦିଲ୍ଲୀ/ଭୁବନେଶ୍ୱର: ଯେଉଁ ସମୟରେ ଦେଶର ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ସଙ୍କଟ ବଢିବାରେ ଲାଗିଛି, ସେହି ସମୟରେ ଭୁବନେଶ୍ୱରରେ ବାୟୁର ଗୁଣବତ୍ତା ‘ମଧ୍ୟମ’ ଶ୍ରେଣୀରେ ପହଞ୍ଚିଯାଇଛି। ଭୁବନେଶ୍ୱରରେ ଏୟାର କ୍ୱାଲିଟି ଇଣ୍ଡେକ୍ସ (AQI) ୧୭୮ରେ ଆସି ପହଞ୍ଚିଛି। ଯାହାକି ଚିନ୍ତାର ବିଷୟ…

ଅସୁରକ୍ଷିତ ଜାତୀୟ ପଶୁ: ବାଘ ଶିକାର କରି ଖାଇଗଲେ ଶିକାରୀ

ନୂଆପଡ଼ା: ଅସୁରକ୍ଷିତ ଜାତୀୟ ପଶୁ। ଜିଲ୍ଲାରେ ଜାତୀୟ ପଶୁର ବାରମ୍ବାର ଶିକାର ହେଉଥିବା ବେଳେ ଶିକାରୀ ଗିରଫ ହେଉଛନ୍ତି ହେଲେ ବାଘକୁ ସୁରକ୍ଷା ଦେବାରେ ଫେଲ ମାରୁଛି ବନ ବିଭାଗ। ଗତ ଦୁଇରୁ ତିନି ବର୍ଷ ମଧ୍ୟରେ ଜିଲ୍ଲାରେ ପ୍ରତ୍ୟେକ ମାସେ ଦୁଇ ମାସ ରେ ବାଘ ଛାଲ, ନଖ, ମାଂସ ଜବତ ହୋଇ ଅଭିଯୁକ୍ତ…

ବିଶ୍ବ ଯୁଦ୍ଧ ଆଶଙ୍କା; ଖାଦ୍ୟ ଓ ଜଳ ମହଜୁଦ ଲାଗି ଅପିଲ୍ କଲେ ୟୁରୋପୀୟ ଦେଶ

ମସ୍କୋ: ୟୁକ୍ରେନ ଏବଂ ଋଷ ମଧ୍ୟରେ ଯୁଦ୍ଧକୁ ହଜାରେ ଦିନ ପୂରଣ ହୋଇଥିବା ବେଳେ ଅଧିକ ଉଗ୍ର ହେଉଛି। ଏପରିକି ତୃତୀୟ ବିଶ୍ୱଯୁଦ୍ଧ ଆଶଙ୍କା ଘନେଇବାରେ ଲାଗିଛି। ଏପରିକି ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଆକ୍ରମଣର ଜବାବ ପରମାଣୁ ଆକ୍ରମଣରେ ଦେବାକୁ ଋଷ ଘୋଷଣା କରିଛି। ତେବେ ଏହାରି ମଧ୍ୟରେ…

୮ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଗିରଫ

କଟକ: କଟକରେ ଲଜ୍ଜା। ଜଣେ ୮ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି l ଗୁରୁତର ଅବସ୍ଥାରେ ଶିଶୁକୁ କଟକ ଶିଶୁଭବନରେ ଭର୍ତ୍ତି କରାଯାଇଛି। ବାରଙ୍ଗ ତ୍ରିଶୁଳିଆରୁ ଆସିଛି ଏଭଳି ଘଟଣା । ଏନେଇ ଥାନାରେ ପରିବାର ପକ୍ଷରୁ ମାମଲା କରାଯାଇଛି । ସୂଚନା ଅନୁସାରେ, ନୟାଗଡ଼…

ହ୍ୱାଟସ୍ ଆପରେ କଲ୍ ରେକର୍ଡ ହେଉନି କି? କରନ୍ତୁ ଏହି ଉପାୟ

ଭୁବନେଶ୍ୱର: ବିଶ୍ୱର ସବୁଠାରୁ ଲୋକପ୍ରିୟ ଇନଷ୍ଟାଣ୍ଟ ମେସେଜିଂ ପ୍ଲାଟଫର୍ମ ହେଉଛି ହ୍ୱାଟସ୍ ଆପ୍, ଯାହାର ବ୍ୟବହାର ଭାରତ ତଥା ବିଶ୍ୱର ଅଧିକାଂଶ ଲୋକେ କରୁଛନ୍ତି l ମେସେଜ ପଠାଇବା, ଅଡିଓ କିମ୍ବା ଭିଡିଓ କଲ କରିବା ଭଳି କାର୍ଯ୍ୟ ପାଇଁ ଏହି ଆପ୍ ବ୍ୟବହୃତ ହୁଏ l ଏବେ ଏଥିରେ ଟଙ୍କା ନେଣଦେଣର…

ବିବାହର ୨୯ ବର୍ଷ ପରେ ପତ୍ନୀଙ୍କ ଠାରୁ ଅଲଗା ହେବେ ଏ.ଆର୍.ରେହମାନ, ଜାଣନ୍ତୁ କାରଣ

ମୁମ୍ବାଇ: ଏ.ଆର୍.ରେହମାନ l ଆଜି ତାଙ୍କୁ କିଏ ବା ନଜାଣେ । କେବଳ ଭାରତ କାହିଁକି ପୂରା ବିଶ୍ୱରେ ଆଜି ସେ ନିଜର ସଙ୍ଗୀତ ପାଇଁ ପରିଚିତ । ବର୍ଷ ବର୍ଷ ଧରି ନିରନ୍ତର କଠିନ ପରିଶ୍ରମ, ତ୍ୟାଗ ଆଜି ତାଙ୍କୁ ଏପରି ସ୍ତରରେ ଆଣି ପହଞ୍ଚାଇଛି । ସମୟ ଥିଲା ଯେତେବେଳେ ତାଙ୍କୁ ନିଜର ଷ୍ଟୁଡ଼ିଓ…