Latest Odisha News

BREAKING NEWS

ଆମ୍ବ ଟାକୁଆ ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି

ଭୁବନେଶ୍ବର: କନ୍ଧମାଳ ଜିଲ୍ଲା ମାଣ୍ଡିପଙ୍କା ଆମ୍ବ ଟାକୁଆ ଜାଉ ଖାଇବା ଘଟଣାରେ ପୁଣି ଜଣଙ୍କ ଜୀବନ ଯାଇଛି। ମୃତ୍ୟୁ ସଂଖ୍ୟା ୩ ରେ ପହଞ୍ଚିଛି। କଟକ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ମହିଳାଙ୍କର ଆଜି ମୃତ୍ୟୁ ହୋଇଛି। ମୃତ ମହିଳାଙ୍କ ନାଁ ଜିତା ମାଝୀ। ମୃତକ ଜିତାଙ୍କୁ ମିଶାଇ ଆମ୍ବ…

ବର୍ଡର-ଗାଭାସ୍କର ଟ୍ରଫି: ଟିମ ଇଣ୍ଡିଆକୁ ଅସୁବିଧାରେ ପକାଇପାରେ ଏହି ୫ କାରଣ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ ୫ ମ୍ୟାଚ ବିଶିଷ୍ଟ ବର୍ଡର-ଗାଭାସ୍କର ଟ୍ରଫି ଖେଳିବା ପାଇଁ ଏବେ ଅଷ୍ଟ୍ରେଲିଆ ଗସ୍ତରେ ଅଛନ୍ତି । ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲରେ ପ୍ରବେଶ ପାଇଁ ଭାରତକୁ ଏହି ସିରିଜରେ ସ୍ମରଣୀୟ ପ୍ରଦର୍ଶନ କରିବାକୁ ପଡିବ । ତେବେ ଏହି ୫ଟି କାରଣ ଟିମ ଇଣ୍ଡିଆକୁ…

ସରକାରୀ ଜମିରେ ରହିଛି ଶ୍ରୀ ବୈକୁଣ୍ଠ ଧାମ ଆଶ୍ରମ, ସ୍ପଷ୍ଟ କଲା ଜିଏ ବିଭାଗ

ଭୁବନେଶ୍ବର: ସରକାରୀ ଜମିରେ ରହିଛି ଖଣ୍ଡଗିରି ବୈକୁଣ୍ଠ ଧାମ ଆଶ୍ରମ। ସାଧାରଣ ପ୍ରଶାସନ(ଜିଏ) ପକ୍ଷରୁ ମାପଚୁପ ପରେ ଏହା ସ୍ପଷ୍ଟ ହୋଇଛି। ୧୪୦ ଡିସିମିଲ୍‌ ସରକାରୀ ଜମିରେ ରହିଛି ଏହି ଆଶ୍ରମ। ଛୋଟ ପିଲାର ପାଦରେ ତୁଳସୀ ଦେଇ ଭଗବାନ ସଜାଇବା ପ୍ରସଙ୍ଗରେ ବିବାଦ ପରେ ଆଜି ଆଶ୍ରମ ଜମି ମାପଚୁପ…

ନୂଆ ଲୁକରେ ଟାଇଗର, ଘୋଷଣା ହେଲା ବାଗୀ ୪ର ରିିଲିଜ ତାରିଖ

ମୁମ୍ବାଇ: ଟାଇଗର ଶ୍ରଫଙ୍କ ବାଗୀ ୪ର ରିଲିଜ ତାରିଖ ଘୋଷଣା ହୋଇଛି । ଫିଲ୍ମର ଫାଷ୍ଟ ଲୁକ ଜାରୀ କରାଯିବ ସହ ପ୍ରଡ୍ୟୁସର ସାଜିଦ ନାଡିୟାଡୱାଲା ଏହା ୫ ସେପ୍ଟମ୍ବର ୨୦୨୫ ରିଲିଜ ହେବ ବୋଲି କହିଛନ୍ତି । ନୂଆ ପୋଷ୍ଟରରେ ଟାଇଗରଙ୍କୁ ସମ୍ପୂର୍ଣ୍ଣ ଏକ ଭିନ୍ନ ରୂପରେ ଦର୍ଶକ ଦେଖିବାକୁ ପାଇବେ ।…

‘ଭୁଲଭୁଲେୟା ୩’କୁ ଟକ୍କର ଦେଇ ଭୁଲ୍ କଲେ: ଆମୀର

ମୁମ୍ବାଇ: ଚଳିତ ବର୍ଷ ଦୀପାବଳିରେ ରୋହିତ ଶେଟ୍ଟୀଙ୍କ 'ସିଂଘମ ଏଗେନ' ଏବଂ ଅନିସ୍ ବାଜମିଙ୍କ 'ଭୁଲ୍ ଭୁଲେୟା ୩' ଏକାସାଙ୍ଗରେ   ରିଲିଜ୍ ହୋଇଥିଲା। ରିଲିଜ୍ ହେବାର ତିନି ସପ୍ତାହ ପରେ ଆକଳନରୁ ଜଣାପଡିଛି ଯେ 'ଭୁଲ୍ ଭୁଲେୟା' ବକ୍ସ ଅଫିସରେ ବାଜି ମାରିବାରେ ସଫଳ ହୋଇପାରିଛି। ଏହାରି ମଧ୍ୟରେ…

କ୍ରିଶ ୪ ଘୋଷଣା କରିବା ପରେ ନିର୍ଦ୍ଦେଶନାରୁ ଅବସର ନେବେ ରାକେଶ ରୋଶନ

ମୁମ୍ବାଇ: ବଲିଉଡରେ କ୍ରିଶ ଫିଲ୍ମ ମାଧ୍ୟମରେ ହ୍ରିତିକ ରୋଶନ ଓ ତାଙ୍କ ବାପା ରାକେଶ ରୋଶନ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି ହୋଇପାରିଛି । କ୍ରିଶର ୩ଟି ଯାକ ସଂସ୍କରଣ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଛି । ଏବେ ଦର୍ଶକ ବ୍ୟଗ୍ରତା ସହକାରେ ଏହାର ଚତୁର୍ଥ ସଂସ୍କରଣକୁ ଅପେକ୍ଷା କରିଛନ୍ତି । ୨୦୧୩ରେ…

୪୯ ସିଗାରେଟର ଧୁଆଁ ସହ ସମାନ ଦିଲ୍ଲୀର ବାୟୁ

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦୂଷଣ ପରିସ୍ଥିତି ବହୁତ ଖରାପ ପରିସ୍ଥିତିରେ ପହଞ୍ଚିଲାଣି। ବାଣ ଏବଂ ନଡା ଜଳିବା ପ୍ରଦୂଷଣର ମୁଖ୍ୟ କାରଣ ବୋଲି ଜଣାପଡିଛି। ବିଷାକ୍ତ ବାୟୁ ଯୋଗୁଁ ନିଶ୍ୱାସ ପ୍ରଶ୍ୱାସ ରେ ଅସୁବିଧା ସହ ଲୋକମାନେ ଆଖିରେ ଜ୍ୱଳନ ମଧ୍ଯ ଅନୁଭବ କରୁଛନ୍ତି। ତେବେ…

ବିଦ୍ୟାଳୟ ଛାତ୍ରୀଙ୍କ କେଶ କାଟିଦେଲେ ପ୍ରିନ୍ସିପାଲ୍, ଜାଣନ୍ତୁ କଣ ରହିଛି ଘଟଣା… 

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ଅଲ୍ଲୁରି ସୀତାରାମ ରାଜୁ ଜିଲ୍ଲାର ଏକ ବିଦ୍ୟାଳୟରେ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ସକାଳ ପ୍ରାର୍ଥନା ସମୟରେ ବିଳମ୍ବରେ ଆସିଥିବା ଛାତ୍ରୀମାନଙ୍କର କେଶ କାଟିବା ସହ ମାଡ ମାରି ଖରାରେ ଛିଡା କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଏପରିକି ଏହି ଘଟଣା ବିଷୟରେ…

ସରକାରଙ୍କୁ ଖୋଲା ଚାଲେଞ୍ଜ ଦେଲେ ଦିଲଜିତ୍

ନୂଆଦିଲ୍ଲୀ: ଗାୟକ ତଥା ଅଭିନେତା ଦିଲଜିତ ଦୋସାଞ୍ଜ ଏବେ ପ୍ରଶଂସକମାନଙ୍କୁ 'ଦିଲ-ଲୁମିନିଟି ଟୁର୍' ଜରିଆରେ ମନୋରଞ୍ଜନ କରୁଛନ୍ତି। ତାଙ୍କ ଶୋ’ ଦେଖିବା ପାଇଁ ଲକ୍ଷ ଲକ୍ଷ ଲୋକଙ୍କ ଭିଡ ଜମୁଛି। ଆଜିକାଲି ସେ ତାଙ୍କ ସୋ ଅପେକ୍ଷା ଆଇନଗତ ନୋଟିସ୍ ପାଇଁ ଅଧିକ ଚର୍ଚ୍ଚାରେ ରହିଛନ୍ତି। ନଭେମ୍ବର…

ସମୀର ଦେଙ୍କ ବିୟୋଗରେ ରାଜନୈତିକ ମହଲରେ ଶୋକ: ଶୋକ ପ୍ରକାଶ କଲେ ରାଷ୍ଟ୍ରପତି

କଟକ : ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ସମୀର ଦେ’ଙ୍କ ଦେହାନ୍ତକୁ ନେଇ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି। ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ଏବଂ ରାଜନେତା ପର୍ଯ୍ୟନ୍ତ ସମସ୍ତେ ଶୋକ ବ୍ୟକ୍ତ କରିଛନ୍ତି । ଏହି ପରିପ୍ରେକ୍ଷିରେ ରାଷ୍ଟ୍ରପତି ଦ୍ରୌପଦୀ…