Latest Odisha News

BREAKING NEWS

ମାଟ୍ରିକ ପରୀକ୍ଷା ପାଇଁ ବଢିଲା ଫର୍ମ ପୂରଣ ଅବଧି

କଟକ : ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ ଅବଧିକୁ ବୃଦ୍ଧି କରିଛି ମାଧ୍ୟମିକ ଶିକ୍ଷା ପରିଷଦ। ଆଜି ବୋର୍ଡ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୧୮ ଅର୍ଥାତ୍ ଆଜି ଫର୍ମ ପୂରଣର ଶେଷ ତାରିଖ ଥିବାବେଳେ ନଭେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ମାଟ୍ରିକ୍ ଫର୍ମ ପୂରଣ ଅବଧିକୁ ବଢ଼ାଇଛି ବୋର୍ଡ। ସେହିପରି…

ବିଶ୍ୱର ସବୁଠାରୁ ଧୀମା ପରୀକ୍ଷଣ..୧୦୦ ବର୍ଷ ହୋଇଗଲାଣି, ଏବେ ବି ଚାଲିଛି

ନୂଆଦିଲ୍ଲୀ: ବୈଜ୍ଞାନିକମାନେ ସର୍ବଦା ତାଙ୍କ ପରୀକ୍ଷଣ ନେଇ ଦୁନିଆକୁ ନୂଆ ଦିଗ ପ୍ରଦାନ କରିଥାନ୍ତି । ପ୍ରତ୍ୟେକ ଗବେଷଣାରେ ଅନେକ ସମୟ ଲାଗିଥାଏ । ଏ ଭଳି ଏକ ପ୍ରୟୋଗ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ଏହାକୁ ସବୁଠାରୁ ଧୀମା ପରୀକ୍ଷଣ ବୋଲି କୁହାଯାଇଛି । ସୋସିଆଲ ମିଡିଆରେ ଏହା…

ଭାରତରେ ଲୁଚି ବସିଛନ୍ତି ହସିନା, ପୂରିଲାଣି ୧୦୦ ଦିନ: ପ୍ରତ୍ୟର୍ପଣ ଚାହୁଛନ୍ତି ୟୁନୁସ ସରକାର

ନୂଆଦିଲ୍ଲୀ: ସେଦିନ ଏକ କାରରେ ବସି ବାହାରି ଯାଇଥିଲେ ହସିନା । ତାହା ତାଙ୍କର ବାଂଲାଦେଶରେ ଶେଷ ମୂହୂର୍ତ୍ତ ଥିଲା । ଏହାପରେ ଅଗଷ୍ଟ ୫ରେ ସେ ବାଂଲାଦେଶରେ ଛାଡି ଭାରତରେ ମୋଦିଙ୍କ ଶରଣ ପଶିଥିଲେ । ଏହାରି ଭିତରେ ୧୦୦ ଦିନ ବିତିଯାଇଛି । ୧୦୦ ଦିନ ଭିତରେ ବହୁତ କିଛି ବଦଳିଯାଇଛି ।…

ବାଲିଯାତ୍ରାରେ ନାବାଳକଙ୍କ ମୃତ୍ୟୁ ଘଟଣା: ପରିବାର ଲୋକଙ୍କୁ ମିଳିବ କ୍ଷତିପୂରଣ

କଟକ : ଐତିହାସିକ କଟକ ବାଲିଯାତ୍ରାରେ ଗତକାଲି ବିଦ୍ୟୁତ୍‌ ଆଘାତରେ ଜଣେ ଯୁକ୍ତ ୨ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଜଗତସିଂହପୁର ଜୟବଡ଼ର ପ୍ରଭାକର ମନ୍ଥନଙ୍କ ପୁଅ ବିଶ୍ୱପ୍ରକାଶ ମନ୍ଥନ(୧୮)।  ରିଙ୍ଗ ରୋଡର ଦୁଇ ରାସ୍ତା ମଝିରେ ଥିବା ବାଡ଼ରେ ସଜାଯାଇଥିବା ଲିଚୁ ଲାଇଟ ତାର ସଂସ୍ପର୍ଶରେ…

ନ୍ୟୁଜିଲାଣ୍ଡ ପେସ ବୋଲର ଡଗ ବ୍ରେସୱେଲ ବାସନ୍ଦ

ହାମିଲଟନ: ନ୍ୟୁଜିଲାଣ୍ଡର ପୂର୍ବତନ ପେସ ବୋଲର ଡଗ ବ୍ରେସୱେଲ କୋକେନ ସେବନ କରିଥିବା ନେଇ ଏକ ମାସ ବାସନ୍ଦ ହୋଇଛନ୍ତି । ୩୪ ବର୍ଷୀୟ ଏହି ବୋଲର ଘରୋଇ ଟି୨୦ ମ୍ୟାଚରେ ସେଂଟ୍ରାଲ ଡିଷ୍ଟ୍ରିକ୍ଟ ପକ୍ଷରୁ ଖେଳୁଥିଲେ । ୱେଲିଂଟନ ବିପକ୍ଷ ମ୍ୟାଚ ପୂର୍ବରୁ ସେ ଏହି ନିଶାଦ୍ରବ୍ୟ ସେବନ କରିଥିବା…

ବିବାହରେ ଝଗଡ଼ା ହେବାରୁ କାର ଚଢାଇ ଦେଲେ ଯୁବକ, ୯ ଆହତ

ଜୟପୁର: ରାଜସ୍ଥାନର ଡାଉସା ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଯେଉଁଠାରେ ବରର ଭାଇଙ୍କ ସହ ବିବାଦ ପରେ ଜଣେ ଯୁବକ ଅନ୍ୟ ଲୋକଙ୍କ ଉପରେ କାର ଚଢାଇ ଦେଇଥିଲେ। ଏହି ଘଟଣାରେ ୯ ଜଣ ଆହତ ହୋଇଛନ୍ତି। ତେବେ ରବିବାର ରାତିରେ ଲଡପୁରା ଗ୍ରାମରେ ଏହି ଅଘଟଣ ଘଟିଥିବା ଜଣାପଡିଛି। ଘଟଣା…

ପୂର୍ବତନ ମନ୍ତ୍ରୀ ସମୀର ଦେ’ ଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ସମୀର ଦେ' ଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ବର୍ଗତ ଦେ ଜଣେ ଲୋକପ୍ରିୟ ଜନ ନେତା ଓ ଦୃଢ଼ ସଂଗଠକ ଥିଲେ। ଉଚ୍ଚ ଶିକ୍ଷା ଓ ନଗର ଉନ୍ନୟନ ମନ୍ତ୍ରୀ ଭାବରେ ସେ ରାଜ୍ୟର…

କାହିଁକି ଜଳୁଛି ମଣିପୁର?

ନୂଆଦିଲ୍ଲୀ: ମଣିପୁରରେ ଥମୁନି ହିଂସା, ବିଗିଡିବାରେ ଲାଗିଛି ସ୍ଥିତି । ଅପହରଣ, ହତ୍ୟା ଓ ହିଂସାରେ ଅଶାନ୍ତ ହେଉଛି ଜିରିବାମ । ଭୀଷଣ ବିକ୍ଷୋଭ ବେଳେ ସୁରକ୍ଷାକର୍ମୀଙ୍କ ସହ ମୁହାଁମୁହିଁ ହୋଇ ଜଣେ ଆନ୍ଦୋଳନକାରୀଙ୍କ ମୃତ୍ୟୁ ହୋଇଛି । ଜିରିବାମ କ୍ୟାମ୍ପରୁ ନିଖୋଜ ଗୋଟିଏ ପରିବାରର ୬ଜଣଙ୍କ…

ବିଜେପିରେ ଗେହଲଟ: ଆପକୁ ଝଟକା ନା ସୁଯୋଗ?

ନୂଆଦିଲ୍ଲୀ: ଆପ୍ ଛାଡି ବିଜେପିରେ ସାମିଲ ହୋଇଛନ୍ତି କୈଳାଶ ଗେହଲଟ । ଦିଲ୍ଲୀ ସରକାରରେ ମନ୍ତ୍ରୀ ରହିଥିବା ଗେହଲଟ ଉଭୟ ମନ୍ତ୍ରୀ ପଦ ଓ ଆମ ଆଦମୀ ପାର୍ଟିର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଥିଲେ । ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ କୈଳାଶଙ୍କ ଦଳ ଛାଡିବା ଆପ ମୁଖ୍ୟ ଅରବିନ୍ଦ…

ଆଗାମୀ ୩ ଦିନ ଯାଏଁ ୬ ଜିଲ୍ଲାରେ ଜାରି ରହିବ କୁହୁଡି

ଭୁବନେଶ୍ୱର: ଦିନକୁ ଦିନ ରାତିର ତାପମାତ୍ରା ହ୍ରାସ ପାଉଛି। ଏହା ମଧ୍ୟରେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଆଗାମୀ ୩ ଦିନ ଯାଏଁ ୬ ଜିଲ୍ଲାରେ କୁହୁଡ଼ି ନେଇ ଆକଳନ କରିଛି। ନଭେମ୍ବର ୨୧ ତାରିଖ ସକାଳ ପର୍ଯ୍ୟନ୍ତ ଝାରସୁଗୁଡା, ସୁନ୍ଦରଗଡ, ସମ୍ବଲପୁର, ବରଗଡ, କଳାହାଣ୍ଡି ଏବଂ କନ୍ଧମାଳ…