ହୀରାକୁଦରେ ଚାଲିଛି ପକ୍ଷୀ ଗଣନା, ୧୮ରେ…
ଭୁବନେଶ୍ୱର: ହୀରାକୁଦ ଜଳଭଣ୍ଡାର ଏବଂ ଅନ୍ୟାନ୍ୟ ପ୍ରମୁଖ ଆର୍ଦ୍ରଭୂମି ସ୍ଥାନରେ ପକ୍ଷୀ ଗଣନା ଚାଲିଛି। ଯେଉଁଥିରେ ରାଜ୍ୟକୁ ଆସୁଥିବା ପ୍ରବାସୀ ପକ୍ଷୀଙ୍କ ସମ୍ପର୍କରେ ଜଣାପଡ଼ିବ।
ହୀରାକୁଦ ବ୍ୟତୀତ ଚିଲିକା, ନଳବଣ, ମଙ୍ଗଳାଯୋଡି, ଭିତରକନିକା ଏବଂ ନନ୍ଦନକାନନ ଭଳି ପ୍ରମୁଖ ସ୍ଥାନଗୁଡ଼ିକରେ…