Drink Suspected To Contain Methanol:ବିଷାକ୍ତ ପାନୀୟ ପାନୀୟ ପିଇ ୪୮ ଜଣଙ୍କ ମୃତ୍ୟୁ; ୧୦୦ ଜଣ ଡାକ୍ତରଖାନାରେ…
ନୂଆଦିଲ୍ଲୀ:ନାଇଜେରିଆର ଓଣ୍ଡୋ ରାଜ୍ୟରେ ଏକ ସ୍ଥାନୀୟ ପାନୀୟ ପିଇବା ପରେ ଅତିକମରେ ୪୮ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଚିକିତ୍ସା ପାଇଁ ୧୦୦ ଜଣ ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଓଣ୍ଡୋ ପୋଲିସର ମୁଖପାତ୍ର ଅବାୟୋମି ଜିମୋହ କହିଛନ୍ତି ଯେ, ଏହି ଘଟଣା ସହ ଜଡ଼ିତ ଥିବା ୧୫ ଜଣଙ୍କୁ…