Latest Odisha News

BREAKING NEWS

iPhone frenzy: ଦାମ୍ ୩ ଲକ୍ଷ ଟଙ୍କା ଛୁଇଁଲାଣି! ତଥାପି ଥମୁନି iPhone କ୍ରେଜ୍…ସେଓ କିଣିଲା ଭଳି ଏକାଥରେ…

ନୂଆଦିଲ୍ଲୀ: ଲକ୍ଷ ଲକ୍ଷ ଟଙ୍କାର ଫୋନ୍, ତଥାପି କମୁନି କ୍ରେଜ୍। ଆପଲ୍‌ର ନୂଆ iPhone 18 Pro ଓ iPhone 18 Pro Max କିଣିବା ପାଇଁ ଭାରତର ବିଭିନ୍ନ ସହରରେ ଦେଖିବାକୁ ମିଳିଛି ଲମ୍ବା ଲାଇନ୍। ଦିଲ୍ଲୀରୁ ମୁମ୍ବାଇ ଓ ବେଙ୍ଗାଲୁରୁ ପର୍ଯ୍ୟନ୍ତ ଆପଲ୍ ଷ୍ଟୋର୍‌ ବାହାରେ ରାତିରୁ ଗ୍ରାହକଙ୍କ…

କାହ୍ନାକୁଣ୍ଡରେ ମହିଳା ନିଖୋଜ, ସନ୍ଧାନ ଜାରି

ଭୁବନେଶ୍ୱର: ସୁନ୍ଦରଗଡ଼ ଜିଲ୍ଲାର ଇବ୍ ନଦୀରେ ଭାସିଯାଇ ଜଣେ ମହିଳା ନିଖୋଜ ହୋଇଯାଇଛନ୍ତି। ତାଳସରା ଥାନା ଅନ୍ତର୍ଗତ କାହ୍ନାକୁଣ୍ଡ ପର୍ଯ୍ୟଟନ ସ୍ଥଳୀରେ ଏହି ଦୁର୍ଘଟଣା ଘଟିଛି। ଶୁକ୍ରବାର ଦିନ ODRAF ଏବଂ ଅଗ୍ନିଶମ ବିଭାଗ ଦ୍ୱାରା ଦ୍ୱିତୀୟ ଦିନରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି କିନ୍ତୁ…

US-Russia-China Clash: ୟୁଏନ୍‌ରେ ଇରାନକୁ ନେଇ ବଡ଼ ଟକ୍କର; ଆମେରିକାର ପ୍ରସ୍ତାବକୁ ରୁଷ-ଚୀନର ଭିଟୋ, ୨ ଭୋଟ୍‌ରେ…

ନୂଆଦିଲ୍ଲୀ: ଇରାନର ପରମାଣୁ କାର୍ଯ୍ୟକ୍ରମକୁ ନେଇ ଜାତିସଂଘ ସୁରକ୍ଷା ପରିଷଦରେ ପୁଣିଥରେ ଆମେରିକା ଓ ରୁଷ-ଚୀନ ମୁହାଁମୁହିଁ ହୋଇଛନ୍ତି। ଇରାନ ଉପରେ ଲାଗୁ ଥିବା ଜାତିସଂଘ ପ୍ରତିବନ୍ଧର ନିରୀକ୍ଷଣ ପାଇଁ ନିଯୁକ୍ତ ବିଶେଷଜ୍ଞ ପ୍ୟାନେଲର କାର୍ଯ୍ୟକାଳ ଆଉ ଗୋଟିଏ ବର୍ଷ ବଢ଼ାଇବାକୁ ଆମେରିକା ଏକ…

Diarrhoea Ooutbreak: ଉମରକୋଟରେ ଝାଡ଼ାବାନ୍ତି ଆତଙ୍କ, ଜଣେ ମୃତ ୨୫ରୁ ଅଧିକ ଅସୁସ୍ଥ

ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ କେନ୍ଦୁଘାଟ ଗାଁରେ ଝାଡ଼ାବାନ୍ତି ଆତଙ୍କ। ଜ୍ୱର ଓ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଗାଁର ଜଣେ ୮ ବର୍ଷର ନାବାଳକର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ସେହିପରି ୨୫ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି। ଗତ ଗୁରୁବାରରୁ ଗାଁରେ ଲୋକେ ଝାଡ଼ାବାନ୍ତିରେ…

ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ କଲେ ପୂଜାପଣ୍ଡା, ଭକ୍ତ ନିରାଶ 

ଭୁବନେଶ୍ୱର: ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିରରେ ଭଗବାନ ଲିଙ୍ଗରାଜଙ୍କ 'କନ୍ୟା ସଂକ୍ରାନ୍ତି' ଅବସରରେ ପୂଜାବିଧି ବାଧାପ୍ରାପ୍ତ ହୋଇଛି। ଦିନସାରା ମନ୍ଦିରର ନୀତିକାନ୍ତି ସୁରୁଖୁରୁରେ ଚାଲିଥିବା ବେଳେ, ଦୁଇ ଗୋଷ୍ଠୀର ସେବାୟତଙ୍କ ମଧ୍ୟରେ ଦେଖାଦେଇଥିବା ବିବାଦ ଯୋଗୁଁ ଦିନର ଶେଷ …

ଆଣ୍ଡାମାନ ସାଗର ଉପରେ ସୃଷ୍ଟି ହେଉଛି ଲଘୁଚାପ! ପୁଣି ଭିଜିବ ଓଡ଼ିଶା

ଭୁବନେଶ୍ୱର: ଥାଇଲ୍ୟାଣ୍ଡରୁ ଆଣ୍ଡାମାନ ସାଗର ଆଡ଼କୁ ଗତି କରୁଛି ଏକ ସମ୍ଭାବ୍ୟ ପାଣିପାଗ ପ୍ରଣାଳୀ। ଯାହା ଫଳରେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଆକଳନ କରିଛି ଯେ ଓଡ଼ିଶାରେ ବର୍ଷାର ପରିମାଣ ବୃଦ୍ଧି ପାଇବ। IMD ଅନୁଯାୟୀ, ଉତ୍ତର ଥାଇଲ୍ୟାଣ୍ଡ ଉପରେ ଥିବା ଏକ ଉପରିଭାଗର ଘୂର୍ଣ୍ଣିବଳୟ…

F-16 ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ, ପାଇଲଟ ସୁରକ୍ଷିତ

ୱାଶିଂଟନ: ଏକ ଆମେରିକୀୟ F-16 ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗୁରୁବାର ଦିନ ମିଚିଗାନର ଗ୍ରାମାଞ୍ଚଳରେ F-16 ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଯଦିଓ ପାଇଲଟ୍ ସୁରକ୍ଷିତ ଭାବରେ ବାହାରକୁ ବାହାରିବାରେ ସଫଳ ହୋଇଥିଲେ କିନ୍ତୁ ବିମାନର ଭଗ୍ନାବଶେଷ ବାୟୁରେ ଧୂଆଁର ଦେଖାଦେଇଥିଲା। ବାୟୁ…

ଓଡ଼ିଶା ଆଇପିଏସ୍ ଅଧିକାରୀ ଅମିତେନ୍ଦ୍ର ନାଥ ସିହ୍ନା ହେଲେ ବିଏସଏଫ ଆଇଜି

ନୂଆଦିଲ୍ଲୀ: ୨୦୦୨ ବ୍ୟାଚ୍‌ର ଆଇପିଏସ୍ ଅଧିକାରୀ ତଥା ବର୍ତ୍ତମାନ ସିଆରପିଏଫର ଆଇଜି ଭାବେ କାର୍ଯ୍ୟରତ ଅମିତେନ୍ଦ୍ର ନାଥ ସିହ୍ନାଙ୍କୁ 'ଲାଟେରାଲ୍ ସିଫ୍ଟ' ଆଧାରରେ ସୀମା ସୁରକ୍ଷା ବଳ (ବିଏସଏଫ୍)ରେ ଇନ୍‌ସ୍ପେକ୍ଟର ଜେନେରାଲ୍ (ଆଇଜି) ଭାବେ ନିଯୁକ୍ତ କରାଯାଇଛି। ଏନେଇ କେନ୍ଦ୍ର ଗୃହ…

ହର୍ମୁଜରେ ତୈଳ ବୋଝେଇ ଜାହାଜ ଉପରେ ଇରାନର ଆକ୍ରମଣ

ନୂଆଦିଲ୍ଲୀ: ହର୍ମୁଜ୍ ପ୍ରଣାଳୀରେ ଟୋଗୋଲିଜ୍ ପତାକାଧାରୀ ଏକ ତେଲ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି ଇରାନର ରିଭୋଲ୍ୟୁସନାରୀ ଗାର୍ଡ। ଯାହା ଫଳରେ ଏହି ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି। ଫେବୃଆରୀ ଶେଷ ଭାଗରେ ଆମେରିକା ଏବଂ ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିବା ପରଠାରୁ ତେହେରାନ…

କାହିଁକି TMC ନାମ ଓ ଚିହ୍ନ ଫ୍ରିଜ୍ କଲେ ନିର୍ବାଚନ କମିଶନ…

ନୂଆଦିଲ୍ଲୀ: ମମତା ବାନାର୍ଜୀ ଏବଂ ଋତବ୍ରତ ଗୋଷ୍ଠୀ ମଧ୍ୟରେ ଟିଏମସି ଚିହ୍ନକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ନିର୍ବାଚନ କମିଶନ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ନିର୍ବାଚନ କମିଶନ ଦଳର ନାମ ଏବଂ ନିର୍ବାଚନ ଚିହ୍ନକୁ ଫ୍ରିଜ୍ କରିଦେଇଛନ୍ତି। ଯାହା ଫଳରେ ଉଭୟ ଗୋଷ୍ଠୀ…