ଜାଲ୍ ନୋଟ୍ କାରବାର କରି ଲିଙ୍ଗରାଜ ବେହେରା ସଶ୍ରମ କାରାଦଣ୍ଡରେ ଦଣ୍ଡିତ
ବଲାଙ୍ଗୀର: ଜାଲ ନୋଟ୍ କାରବାରରେ ଗିରଫ ହୋଇଥିବା ଜଣେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଗତବର୍ଷ ନକଲି ଭାରତୀୟ ମୁଦ୍ରା ନୋଟ୍ ବ୍ୟବହାର କରୁଥିବା ମାମଲାରେ ଏବେ ସଶ୍ରମ କାରାଦଣ୍ଡରେ ଦଣ୍ଡିତ ହୋଇଛନ୍ତି। କଳାହାଣ୍ଡିର ଲିଙ୍ଗରାଜ ବେହେରା ନାମକ ଏହି ଅଭିଯୁକ୍ତଙ୍କୁ ଟିଟିଲାଗଡ଼ ସହକାରୀ…