Latest Odisha News

BREAKING NEWS

ବର୍ଡର-ଗାଭାସ୍କର ଟ୍ରଫି: ପ୍ରଥମ ଟେଷ୍ଟରୁ ଓହରିଲେ ଶୁଭମନ

ପର୍ଥ: ବର୍ଡର-ଗାଭାସ୍କର ଟେଷ୍ଟ ସିରିଜ ପୂର୍ବରୁ ଭାରତକୁ ଶକ୍ତ ଧକ୍କା ଲାଗିଛି । ଭାରତୀୟ କ୍ରିକେଟ ଦଳର ଟପ ଅର୍ଡର ବ୍ୟାଟ୍ସମ୍ୟାନ ଶୁଭମନ ଗିଲ ପର୍ଥରେ ଖେଳାଯିବାକୁ ଥିବା ପ୍ରଥମ ଟେଷ୍ଟରୁ ଆଘାତ ସମସ୍ୟା ଯୋଗୁ ଓହରି ଯାଇଛନ୍ତି । ଅଭ୍ୟାସ ସେଶନ ସମୟରେ ଗିଲ ଆଘାତପ୍ରାପ୍ତ ହୋଇଥିଲେ । ସ୍କାନ…

ଚାମ୍ପିୟନ୍ସ ଟ୍ରଫି କ୍ରିକେଟ କାର୍ଯ୍ୟକ୍ରମରେ ପରିବର୍ତନ କଲା ଆଇସିସି

ଲାହୋର: ଆଇସିସି ଆସନ୍ତା ବର୍ଷ ହେବାକୁ ଥିବା ଚାମ୍ପିୟନ୍ସ ଟ୍ରଫି କ୍ରିକେଟ ପାଇଁ ଆଇସିସି ଟୁର କାର୍ଯ୍ୟକ୍ରମରେ ପରିବର୍ତନ କରିଛି । ଏହି ଟୁର ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)ରେ ବାହାରିବା ନେଇ ବିସିସିଆଇ ଆପତି ଉଠାଇଥିଲା । ଏବେ ଆଇସିସି ସଂଶୋଧିତ କାର୍ଯ୍ୟକ୍ରମ ଜାରୀ କରିଛି । ଏଥିରେ…

ଅଣ୍ଟା ବିନ୍ଧା ହେଉଛି କି ? ପ୍ରତିଦିନ କରନ୍ତୁ ଏହି ୫ ଯୋଗାଭ୍ୟାସ…

ଭୁବନେଶ୍ବର: ବର୍ତ୍ତମାନ ସମୟରେ ଅଣ୍ଟା ବିନ୍ଧା ବଡ ସମସ୍ଯା ପାଲଟିଛି। ଆଜିକାଲି ଘରେ ବସି କାମ କରୁଥିବା ଲୋକଙ୍କ ଅଣ୍ଟା ବିନ୍ଧା ସମସ୍ଯା ବେଶୀ ଦେଖିବାକୁ ମିଳୁଛି। ଏହି କାରଣରୁ ସେମାନେ ଅସୁସ୍ଥ ହୋଇପଡ଼ୁଛନ୍ତି। ଏଥିପାଇଁ ରାମବାଣ ପାଲଟିଛି ଯୋଗାସନ। ଜୀବନଶୈଳୀରେ ଯୋଗକୁ ସାମିଲ କରିବାକୁ…

ଜାତୀୟ ପୁରୁଷ ହକିରେ ଇତିହାସ ରଚିଲା ଓଡିଶା

ଚେନ୍ନାଇ: ଏଠାରେ ଅନୁଷ୍ଠିତ ଜାତୀୟ ପୁରୁଷ ହକି ଚାମ୍ପିୟନଶିପରେ ଓଡିଶା ଇତିହାସ ରଚିଛି । ହକିର ଜାତୀୟ କ୍ୟାପିଟାଲ ସାଜିଥିଲେ ମଧ୍ୟ ଓଡିଶା ଆଜି ପର୍ଯ୍ୟନ୍ତ ଏହି ଟାଇଟଲ ହାସଲ କରିପାରି ନ ଥିଲା । ମେୟର ରାଧାକ୍ରିଷ୍ଣନ ଷ୍ଟାଡିୟମରେ ଅନୁଷ୍ଠିତ ଫାଇନାଲରେ ହରିୟାଣାକୁ ୫-୧ ଗୋଲରେ ପରାସ୍ତ କରି…

ଧନୁଷ ପଠାଇଲେ ୧୦ କୋଟିର ନୋଟିସ୍, ଜବାବ ଦେଲେ ନୟନତାରା

ମୁମ୍ବାଇ: ସାଉଥ୍ ଲେଡି ସୁପରଷ୍ଟାର୍ ନୟନତାରା ଅଭିନୟ ସହିତ ନିଜର ନିଆରା ଅନ୍ଦାଜ ପାଇଁ ଜଣାଶୁଣା। ସେ ନିଜର ଜୀବନ ଏବଂ କ୍ୟାରିୟର ଉପରେ ଆଧାରିତ ନେଟଫ୍ଲିକ୍ସ ଡକ୍ୟୁମେଣ୍ଟାରୀ 'ନୟନତାରା: ବିଅଣ୍ଡ୍ ଫେରି ଟେଲ୍' ଡକ୍ୟୁମେଣ୍ଟାରୀ ପାଇଁ ଲାଇମ୍ ଲାଇଟରେ ରହିଛନ୍ତି। ତେବେ ନିକଟରେ ଫିଲ୍ମର…

ହିନ୍ଦୁ ଝିଅର ବିବାହ ହିନ୍ଦୁ ପୁଅ ସହ ହେବା ଉଚିତ୍: ଧର୍ମଗୁରୁ

ନୂଆଦିଲ୍ଲୀ: ଧର୍ମଗୁରୁ ତଥା କଥାବାଚକ ଦେବକିନନ୍ଦନ ଠାକୁର ଆଜି ଦିଲ୍ଲୀରେ ସନାତନ ଧର୍ମ ସଂସଦ ଡାକିଛନ୍ତି। ଏହି ଧର୍ମ ସଂସଦରେ ଭାଗ ନେବାକୁ ମଲ୍ଲିକାର୍ଜୁନ ଖଡଗେ, ରାହୁଲ ଗାନ୍ଧୀ, ଜେପି ନଡ୍ଡା, ଅଖିଳେଶ ଯାଦବଙ୍କ ପରି ବହୁ ବଡ଼ବଡ଼ ନେତାଙ୍କୁ ନିମନ୍ତ୍ରଣ ପଠାଯାଇଛି। ଦେବକିନନ୍ଦନ ଠାକୁର…

ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନରେ ଲିକ୍, ଚିନ୍ତାରେ ନାସା

ନୂଆଦିଲ୍ଲୀ: ବିଗତ ପାଞ୍ଚ ବର୍ଷ ଧରି ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍ (ଆଇଏସ୍ଏସ୍) ରେ ସାମାନ୍ୟ ଲିକ୍ ହେଉଛି ଓ  ଅତି କମରେ ୫୦ଟି ସ୍ଥାନ ଲିକେଜ ଥିବାର ସୂଚନା ମିଳିଛି। ନାସାର ଏକ ରିପୋର୍ଟ ଲିକ୍ ହେବାପରେ ଏନେଇ ଜଣାପଡିଛି।ଯେଉଁଥିରେ ଆଇଏସ୍ଏସ୍ ପ୍ରତି ବିପଦ ଥିବା ଉଲ୍ଲେଖ ରହିଛି। ଏହା…

ଚାମ୍ପିୟନ୍ସ ଟ୍ରଫି କ୍ରିକେଟ: ପାକିସ୍ତାନ ଓହରିଲେ ଭାରତ ହୋଇପାରେ ଆୟୋଜକ

ନୂଆଦିଲ୍ଲୀ: ଚାମ୍ପିୟନ୍ସ ଟ୍ରଫି କ୍ରିକେଟ ଆୟୋଜନ ନେଇ ସମସ୍ତ ବିବାଦର ଅନ୍ତ ଏ ପର୍ଯ୍ୟନ୍ତ ଘଟିନାହିଁ । ବିସିସିଆଇ ସୁରକ୍ଷା ଦୃଷ୍ଟିକୋଣରୁ ପାକିସ୍ତାନକୁ ଯିବା ପାଇଁ ମନା କରିଦେଇଛି । ଅପରପକ୍ଷରେ ପାକିସ୍ତାନ ହାଇବ୍ରିଡ ମଡେଲରେ ଏହାକୁ ଆୟୋଜନ କରିବା ପାଇଁ ରାଜି ନାହିଁ । ଚାମ୍ପିୟନ୍ସ…

ବଲାଙ୍ଗୀରରେ ଆପ୍ ଜିଲ୍ଲା ସଭାପତିଙ୍କୁ ମରଣାନ୍ତକ ଆକ୍ରମଣ

ବଲାଙ୍ଗୀର: ବଲାଙ୍ଗୀରରେ ଆମ ଆଦମୀ ପାର୍ଟି ଜିଲ୍ଲା ସଭାପତିଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି।  ଦଶରୁ ଉର୍ଦ୍ଧ ଅସାମାଜିକ ଯୁବକ ସଂଗବଦ୍ଧ ହୋଇ ବିଭିନ୍ନ ମାରଣାସ୍ତ୍ର ଦ୍ଵାରା ଆମ୍ ଆଦମୀ ପାର୍ଟିର ଜିଲ୍ଲା ସଭାପତି  ଆଶିଷ ପାଣ୍ଡେଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି। ସେ ବର୍ତ୍ତମାନ ଗୁରୁତର…

ଆଇପିଏଲ ମେଗା ଅକ୍ସନରେ ୧୪ ବର୍ଷୀୟ ବୈଭବ

ନୂଆଦିଲ୍ଲୀ: ଆଇପିଏଲ ୨୦୨୫ ମେଗା ନିଲାମରେ ବିହାରର ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କୁ ସାମିଲ କରାଯାଇଛି । ୧୯ ବର୍ଷରୁ କମ ଏହି ଭାରତୀୟ କ୍ରିକେଟରଙ୍କ ବେସ ପ୍ରାଇସ ୩୦ ଲକ୍ଷ ରଖାଯାଇଛି । ନିକଟରେ ଆଇପିଏଲ ୧୫୭୪ ଖେଳାଳିଙ୍କ ମଧ୍ୟରୁ ନିଲାମ ପାଇଁ ୫୭୪ଜଣଙ୍କ ଶର୍ଟଲିଷ୍ଟ କରିଛି । ଏଥିରେ ୩୬୬…