ଆତଙ୍କ ସୃଷ୍ଟି କଲେଣି ବୁଲା କୁକୁର, ଗୋଟିଏ ଦିନରେ ୧୭ ଜଣ ଆହତ
ଟିଟିଲାଗଡ: ଘାରିଲାଣି କୁକୁର ଆତଙ୍କ। ସହରରେ କୁକୁରଙ୍କ ଦୌରାତ୍ମ୍ୟ ସୀମା ଲଂଘିଲାଣି। କେତେବେଳେ ବାଇକ୍ଆରେହୀ ତ କେତେବେଳେ ସ୍କୁଲ ପିଲା ବୁଲା କୁକୁରଙ୍କ ଶିକାର ହେଉଛନ୍ତି। ପରିସ୍ଥିତି ଏମିତି ହେଲାଣି ଯେ ଏହି ବୁଲାକୁକୁର ଏଣେତେଣେ ଲୋକଙ୍କୁ ଆକ୍ରମଣ କଲେଣି। ବଲାଙ୍ଗୀର ଜିଲ୍ଲା…