Latest Odisha News

BREAKING NEWS

ଝାରସୁଗୁଡାରେ ‘ନନ୍ଦଘର’ରେ ପରିଣତ ହେବ ୫୦୦ ଅଙ୍ଗନୱାଡି କେନ୍ଦ୍ର, ଅନିଲ ଅଗ୍ରୱାଲ ଫାଉଣ୍ଡେସନ ଏବଂ ଓଡ଼ିଶା ସରକାରଙ୍କ…

ଝାରସୁଗୁଡା: ଝାରସୁଗୁଡ଼ାରେ ‘ନନ୍ଦଘର’ରେ ପରିଣତ ହେବ ୫୦୦ ଅଙ୍ଗନୱାଡି କେନ୍ଦ୍ର। ଶିଶୁ ଦିବସ ଅବସରରେ ଅନିଲ ଅଗ୍ରୱାଲ ଫାଉଣ୍ଡେସନ ଏବଂ ଜିଲ୍ଲା ସାମାଜିକ କଲ୍ୟାଣ କାର୍ଯ୍ୟାଳୟ (ଡିଏସଡବ୍ଲୁଓ) ସହିତ ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି।  ବେଦାନ୍ତ ଆଲୁମିନିୟମର ମୁଖ୍ୟ ପରିଚାଳନା ଅଧିକାରୀ ସୁନୀଲ…

ମହିଳାଙ୍କ ତ୍ବାଚା ପାଇଁ ରାମବାଣ ଏହି ଚେର..ଦେଖାଯିବେ ୧୦ ବର୍ଷ ସାନ

ଭୁବନେଶ୍ବର: କୋରିଆନ୍ ମହିଳାଙ୍କ ତ୍ବାଚା ସାରା ଦୁନିଆରେ ଚର୍ଚ୍ଚିତ । ପ୍ରାୟତଃ କୋରିଆ ମହିଳାଙ୍କ ଗ୍ଲାସ୍ ସ୍କିନ୍ ଦେଖି ଆକର୍ଷିତ ହୋଇଥାନ୍ତି ଭାରତୀୟ ମହିଳା । ନିଜ ତ୍ବାଚାକୁ ମଧ୍ୟ ସେପରି କରିବା ପାଇଁ ବିଭିନ୍ନ ନୁସ୍କା ଆପଣାନ୍ତି । କେବେ ବେସନ ହଳଦି ତ, ଆଉ କେତେବେଳେ ଚାଉଳ ଗୁଣ୍ଡ…

କ’ଣ ଏହି ପ୍ରୋବା -୩ ମିସନ ? କାହିଁକି ଭାରତକୁ ବାଛିଲା ୟୁରୋପ ?

ନୂଆଦିଲ୍ଲୀ: ଭାରତରେ ପହଞ୍ଚିଥିବା ୟୁରୋପୀୟ ସ୍ପେସ ଏଜେନ୍ସିର ଏକ ସାଟେଲାଇଟ୍ ଆସନ୍ତା ମାସରେ ଇସ୍ରୋ ଦ୍ବାରା ଶ୍ରୀହରିକୋଟାରୁ ଲଞ୍ଚ ହେବ। ୧୪ ଦେଶ ଓ ୪୦ କମ୍ପାନୀର ଭାଗୀଦାରୀରେ ହେଉଥିବା ଏହି ମିସନର ନାଁ ରହିଛି ପ୍ରୋବା - ୩। ୟୁରୋପୀୟ ସ୍ପେସ ଏଜେନ୍ସି ନିଜର ସାଟେଲାଇଟ ନିଜେ ଲଞ୍ଚ କରୁଥିବା…

ନିର୍ବାଚନରେ କାହାର ନାରା ସୁପରହିଟ୍?

ନୂଆଦିଲ୍ଲୀ: ବିଜେପିର ବଟେଙ୍ଗେ ତୋ କଟେଙ୍ଗେ । କଂଗ୍ରେସର ଡରୋଗେ ତୋ ମରୋଗେ । ମହାରାଷ୍ଟ୍ର ଓ ଝାଡଖଣ୍ଡ ନିର୍ବାଚନ ମାହୋଲରେ ଜୋରଦାର ହେଲାଣି ରାଜନୈତିକ ଦଳଗୁଡିକର ନାରାବାଜି । ପୂର୍ବରୁ ମାଗଣା ବିଜୁଳି, ପାଣି, ସରକାରୀ ଚାକିରି ଓ ଋଣ ଛାଡ ନାରା ଦେଇ ନିର୍ବାଚନ ପ୍ରଚାର କରୁଥିଲେ ଦଳ । ଏବେ…

ବିଜେଡିର ବିଜୁ ବିଜେପିର ମହତାବ !

ଭୁବନେଶ୍ବର: ବିଜୁ ପଟ୍ଟନାୟକଙ୍କ ଲିଗାସିକୁ ନେଇ ରାଜନୀତି କରିଆସିଛି ବିଜେଡି। ଏବେ ହରେକୃଷ୍ଣ ମହତାବ ଲିଗାସିକୁ ନେଇ ଆଗକୁ ବଢିବ କି ବିଜେପି? ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମ ବାର୍ଷିକୀକୁ ବଡ ଆକାରରେ ପାଳନ କରିବାକୁ ଯାଉଛନ୍ତି ବିଜେପି ସରକାର । ଆଧୁନିକ ଓଡିଶାର…

ଛାତ୍ରଙ୍କୁ ମରି ଯିବାକୁ ଧମକ ଦେଲା ଏଆଇ ଚାଟବୋଟ୍

ନୂଆଦିଲ୍ଲୀ: ଗୁଗୁଲର ଏଆଇ ଚାଟବଟ୍ ଜେମିନିକୁ ଅଫିସ୍ ହେଉ କିମ୍ବା ବିଦ୍ୟାଳୟ, ପ୍ରାୟ ସମସ୍ତେ ଭାଷା ଅନୁବାଦ ଏବଂ ବିଭିନ୍ନ ପ୍ରକାରର ସୂଚନା ପାଇଁ ବ୍ଯବହାର କରିଥାନ୍ତି। ଜଣେ ୨୯ ବର୍ଷ ବୟସ୍କ କଲେଜ ଛାତ୍ର ମଧ୍ୟ ଏହି ଟେକ୍ନୋଲୋଜି ବ୍ୟବହାର କରି କିଛି ସୂଚନା ମାଗିଥିଲେ ଯାହାର ଉତ୍ତରରେ ସେ…

ଚାକିରି ଛାଡିବା ପାଇଁ ପତ୍ନୀଙ୍କୁ ବାଧ୍ଯ କରିବା ‘କ୍ରୁରତା’: ହାଇକୋର୍ଟ

ଭୋପାଳ: ଅନେକ ସମୟରେ ବିବାହିତା ମହିଳାମାନଙ୍କୁ ଚାକିରୀ ଛାଡିବାକୁ ବାଧ୍ୟ କରାଯାଉଥିବା ଭଳି ମାମଲା ସାମ୍ନାକୁ ଆସିଥାଏ। ଏଭଳି ଏକ ମାମଲାରେ ମଧ୍ୟପ୍ରଦେଶ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। କୋର୍ଟ କହିଛନ୍ତି ଯେ ପତ୍ନୀଙ୍କୁ ଚାକିରୀ ଛାଡି ସ୍ୱାମୀଙ୍କ ଇଚ୍ଛା ଏବଂ ତାଙ୍କ…

ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ

ବରଗଡ: ସୋଡ଼ା ଗ୍ରାମରେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ପଥରରେ ଛେଚି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି l ହତ୍ୟାରେ ସମ୍ପୃକ୍ତ ଥିବା ସନ୍ଦେହରେ ପୋଲିସ ଜଣେ ଯୁବକଙ୍କୁ ଅଟକ ରଖିଛି । ସୂଚନା ଅନୁଯାୟୀ, ବରଗଡ଼ ଜିଲ୍ଲା ପାଇକମାଳ ଥାନା ଅନ୍ତର୍ଗତ ମହୁଲ ପାଳି ଗ୍ରାମର ପ୍ରଶାନ୍ତ ବାଗ (୩୫)…

ମେଡିକାଲ ବେଡରେ ପଡିଛି ମା’, ରିଲ୍ସରେ ଠୁମକା ଲଗାଉଛି ଝିଅ…

ନୂଆଦିଲ୍ଲୀ: ପଛରେ ହସ୍ପିଟାଲ ବେଡରେ ପଡିଛନ୍ତି ମାଆ । ଏପଟେ ‘ନମକ ଇସ୍କ କା’ ଗୀତରେ ଠୁମକା ଲଗାଉଛନ୍ତି ଝିଅ । ନା ସ୍ଥାନ କାଳ ପାତ୍ର ଧ୍ୟାନ ରହିଛି ନା ମୁହଁରେ ଦୁଃଖ ରହିଛି । କିଛି ଏମିତି ସବୁ କମେଣ୍ଟ କରି ଏବେ ଏକ ରିଲ୍ସକୁ ଖୁବ୍ ସମାଲୋଚନା କରୁଛନ୍ତି ୟୁଜର୍ସ । ତେବେ ରିମଲ…

ଆମ୍ବ ଜାଉ ମୃତ୍ୟୁ ଘଟଣା: ଖାଦ୍ୟ ଶସ୍ୟର ଅଭାବ ଏହାର ମୁଖ୍ୟ କାରଣ

ଭୁବନେଶ୍ୱର: କନ୍ଧମାଳ ଜିଲ୍ଲା ଆମ୍ବ କୋଇଲି ଜାଉ ମୃତ୍ୟୁ ଘଟଣା l ଖାଦ୍ୟ ଶସ୍ୟର ଅଭାବ (ଚାଉଳ) ଓଡିଶାର କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ବ୍ଲକର ମାଣ୍ଡିପଙ୍କା ଗାଁର ମହିଳାମାନଙ୍କୁ ଆମ୍ବ କୋଇଲି ଜାଉ ଖାଇବାକୁ ବାଧ୍ୟ କଲା ବୋଲି କହିଲା ସିଭିଲ ସୋସାଇଟି ଫୋରମ୍ ଫର ହ୍ୟୁମାନ୍ ରାଇଟ୍ସ l…