ଝାନ୍ସି ହସ୍ପିଟାଲ ନିଆଁ: ନର୍ସ ଦିଆସିଲି….ପ୍ରତ୍ୟକ୍ଷଦର୍ଶୀ କହିଲେ ପ୍ରକୃତ ସତ
ଲକ୍ଷ୍ନୌ: ସାମ୍ନାକୁ ଆସିଲା ଝାନ୍ସି ହସ୍ପିଟାଲ ଅଗ୍ନିକାଣ୍ଡର ପ୍ରକୃତ ସତ । କେମିତି ଏତେ ବଡ ଅଘଟଣ ଘଟିଗଲା, କହିଦେଲେ ପ୍ରତ୍ୟକ୍ଷଦର୍ଶୀ । ନର୍ସଙ୍କ ଅବହେଳା ଯୋଗୁଁ, ଚାଲିଯାଇଛି ନିରୀହ ୧୦ ଶିଶୁଙ୍କ ଜୀବନ ।
ତେବେ ଉତ୍ତରପ୍ରଦେଶ ଝାନ୍ସିର ମହାରାଣୀ ଲକ୍ଷ୍ମୀବାଇ ମେଡିକାଲ କଲେଜରେ…