Latest Odisha News

BREAKING NEWS

ଭରତପୁର ମାମଲା: ଘଟଣାସ୍ଥଳ ବୁଲି ଦେଖିବେ ତଦନ୍ତ କମିଶନ

ଭୁବନେଶ୍ବର: ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ ମହିଳା ବାନ୍ଧବୀଙ୍କୁ ମାଡ ମାରିବା ଘଟଣାରେ, ଘଟଣା ସ୍ଥଳ ବୁଲି ଦେଖିବେ ତଦନ୍ତ କମିଶନ । ଭରତପୁର ଥାନା ସହିତ ମୂଳ ଘଟଣା ଘଟିଥିବା ସ୍ଥାନ ପରିଦର୍ଶନ କରିବେ ତଦନ୍ତ କମିଶନ ଜଷ୍ଟିସ ଚିତ୍ତରଞ୍ଜନ ଦାସ । ଆସନ୍ତା ୧୯ ତାରିଖ ଅପରାହ୍ନ ୩ଟାରେ…

ଅନୁବାଦ ପାଇଁ ଆଉ ଆବଶ୍ଯକ ପଡିବେନି ମାନବ, ସ୍ଥାନ ନେବ ଏଆଇ

ନୂଆଦିଲ୍ଲୀ: ଟ୍ରାନ୍ସଲେସନ ସେବାରେ ବିଶେଷଜ୍ଞତା ଥିବା ଏକ ଷ୍ଟାର୍ଟଅପ୍ କମ୍ପାନୀ ଏକ ଅନବେବଲ Widn.AI କୁ ଲଞ୍ଚ କରିଛି। ଏହା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଦ୍ୱାରା ସମ୍ପୂର୍ଣ୍ଣ ପରିଚାଳିତ ଏକ ନୂତନ ଆପ୍। ରିପୋର୍ଟ ଅନୁଯାୟୀ, କମ୍ପାନୀର ସିଇଓ ବାସ୍କୋ ପେଡ୍ରୋ ଦାବି କରିଛନ୍ତି ଯେ…

କାହିଁକି ବଦଳିଲା ଓସ୍କାର ଆୱାର୍ଡ ପାଇଁ ମନୋନୀତ ହୋଇଥିବା ଫିଲ୍ମ ‘ଲାପତା ଲେଡିଜ୍’ର ଟାଇଟଲ?

ମୁମ୍ଵାଇ: ବଦଳିଲା ଓସ୍କାର ଆୱାର୍ଡ ପାଇଁ ମନୋନୀତ ହୋଇଥିବା ଫିଲ୍ମ 'ଲାପତା ଲେଡିଜ୍'ର ନାଁ। ଅମୀର ଖାନ ଏବଂ କିରଣ ରାଓଙ୍କ ପ୍ରଶଂସିତ ଚଳଚ୍ଚିତ୍ର ଲାପତା ଲେଡିଜ୍ ର ଟାଇଟଲ ପରିବର୍ତ୍ତନ ହୋଇଛି। 'ଫିଲ୍ମ ଫେଡେରେସନ୍ ଅଫ୍ ଇଣ୍ଡିଆ' କିରଣ ରାଓଙ୍କ ଫିଲ୍ମ 'ଲାପତା ଲେଡିଜ୍' ଓସ୍କାର ଆୱାର୍ଡ…

ୟୁପିପିଏସସି ମୁଖ୍ୟାଳୟରେ କାହିଁକି ତେଜୁଛି ଛାତ୍ର ଆନ୍ଦୋଳନ?

ପ୍ରୟୋଗରାଜ: ଉତ୍ତର ପ୍ରଦେଶ ଲୋକସେବା ଆୟୋଗ(ୟୁପିପିଏସସି) ଦ୍ଵାରା ଆୟୋଜିତ ପ୍ରଶାସନିକ ସେବା ଏବଂ ଆରଓ-ଏଆରଓ ପରୀକ୍ଷାକୁ ଦୁଇଟି ଦିନରେ ସମ୍ପନ୍ନ କରିବାକୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ବିରୋଧରେ ଆରମ୍ଭ ହୋଇଥିବା ଛାତ୍ର ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। ଏହି ଆନ୍ଦୋଳନ ଚତୁର୍ଥ ଦିନରେ…

ମଧ୍ୟବିତ୍ତଙ୍କୁ ଆଶ୍ବସ୍ତି: ୧୦ ବର୍ଷରେ କମିଛି ଟିକସ ବୋଝ

ନୂଆଦିଲ୍ଲୀ: ଗତ ୧୦ ବର୍ଷରେ କମିଛି ମଧ୍ୟବିତ୍ତଙ୍କ ଆୟକର । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବାଧୀନ ସରକାରର ୧୦ ବର୍ଷ କାର୍ଯ୍ୟକାଳ ଭିତରେ ଟିକସଦାତାଙ୍କ ସଂଖ୍ୟା ବୃଦ୍ଧି ହୋଇଥିବା ବେଳେ ୨୦ ଲକ୍ଷ ଟଙ୍କାରୁ କମ୍ ଉପାର୍ଜନ କରୁଥିବା ବ୍ୟକ୍ତିମାନଙ୍କ ଉପରୁ ଟିକସର ବୋଝ ହାଲୁକା ହୋଇଛି ।  …

ଦୀପିକା-ରଣବୀରଙ୍କ ବିବାହକୁ ପୁରିଲା ୬ ବର୍ଷ, ଭିନ୍ନ ଅନ୍ଦାଜରେ ପାଳନ କରୁଛନ୍ତି ଦମ୍ପତ୍ତି

ମୁମ୍ବାଇ: ରଣବୀର ସିଂ ଏବଂ ଦୀପିକା ପାଦୁକୋନ ଆଜି ତାଙ୍କର ଷଷ୍ଠ ତମ ବିବାହ ବାର୍ଷିକୀ ପାଳନ କରୁଛନ୍ତି । ନଭେମ୍ବର ୧୪, ୨୦୧୮ରେ ବିବାହ କରିଥିବା ଏହି ବଲିଉଡ ଦମ୍ପତି ନିକଟରେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି । ଏହି ବିଶେଷ ଅବସରରେ ରଣବୀର ସିଂ ତାଙ୍କ ପତ୍ନୀ ଦୀପିକାଙ୍କ କିଛି ଅନସିନ ଫଟୋ…

ଧର୍ମନିରପେକ୍ଷ ଶବ୍ଦ ହଟାଯାଉ, ବାଂଲାଦେଶରେ ୯୦% ଜନସଂଖ୍ୟା ମୁସଲିମ

ଢାକା: ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଦେଶ ଛାଡିବା ପରେ ବାଂଲାଦେଶରେ ପରିସ୍ଥିତି ବହୁତ ଜଟିଳ ହୋଇପଡିଛି। ଏବେ ନୋବେଲ ବିଜେତା ମହମ୍ମଦ ୟୁନୁସଙ୍କ ସରକାରରେ ହିନ୍ଦୁମାନେ ଆଉ ସୁରକ୍ଷିତ ନୁହଁନ୍ତି। ଏହି ସମୟରେ ବାଂଲାଦେଶର ଆଟର୍ଣ୍ଣି ଜେନେରାଲ ବର୍ତ୍ତମାନ ସମ୍ବିଧାନରେ ବଡ…

ମୃତ୍ୟୁ ଏମିତି ବି ଆସେ…ପିଲାଙ୍କ ଆଗରେ ଭାଷଣ ଦେବା ବେଳେ ଟଳି ପଡିଲେ ଶିକ୍ଷକ

ବଲାଙ୍ଗୀର: ବାସ୍ତବରେ ମୃତ୍ୟୁ ଯେ କେଉଁଠି କେତେବେଳେ ଆମ ହାତ ଟାଣିନେବ, ତାହା କାହାକୁ ବା ଜଣା । ସେମିତି ପିଲାଙ୍କ ଆଗରେ ଶିଶୁ ଦିବସ ଅବସରରେ ଭାଷଣ ଦେଉ ଦେଉ ଚାଲିଗଲା ପ୍ରଧାନଶିକ୍ଷକଙ୍କ ଜୀବନ । ଭାଷଣ ଦେବାବେଳେ ଅଚାନକ ଟଳିପଡିଲେ । ପରେ ଡାକ୍ତରଖାନା ନେବା ପରେ ଡାକ୍ତର ତାଙ୍କୁ ମୃତ…

ତେଲେଙ୍ଗିରି ଜଳଭଣ୍ଡାରରୁ ପାଣି ଲିକ୍, ସ୍ଥିତି ଅନୁଧ୍ୟାନ କଲେ ବିଭାଗୀୟ ଯନ୍ତ୍ରୀ

ଜୟପୁର; ଜୟପୁର ରାଣିଗଡ଼ ସ୍ଥିତ ତେଲେଙ୍ଗିରି ଜଳଭଣ୍ଡାରରୁ ପାଣି ଲିକ୍ । ଫଳରେ ତଳମୁଣ୍ଡକୁ ବହୁମାତ୍ରାରେ ପାଣି ନିଷ୍କାସିତ ହେଉଛି । ଖବର ପାଇ ଜଳସେଚନ ବିଭାଗର ବିଭାଗୀୟ ଯନ୍ତ୍ରୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି l ଡ୍ୟାମ୍‌ରୁ ପାଣି ନିଷ୍କାସନ ବନ୍ଦ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉଛି…

ରୌଦ୍ରରୂପରେ ବିକି କୌଶଲ

ମୁମ୍ବାଇ: ବିକି କୌଶଲଙ୍କ ଅପକମିଂ ଫିଲ୍ମ 'ମହାବତାର' ର ଫାଷ୍ଟ ଲୁକ୍ ସାମ୍ନାକୁ ଆସିଛି। ଅମର କୌଶିକଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ପୌରାଣିକ କଥାବସ୍ତୁ ଉପରେ ଆଧାରିତ। ବିକି ଏହି ଫିଲ୍ମରେ ଚିରଞ୍ଜୀବୀ ପର୍ଶୁରାମଙ୍କ ଭୂମିକାରେ ଅଭିନୟ କରୁଛନ୍ତି। ତେବେ ଏହି ଫିଲ୍ମ ଟି ଦୀନେଶ ବିଜାନଙ୍କ…