Latest Odisha News

BREAKING NEWS

ନୈଶ୍ୟ ଭୋଜିରେ ରାହୁଲଙ୍କୁ କୁଣ୍ଢେଇ ପକାଇଲେ ସଞ୍ଜୀବ ଗୋୟନକା

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ଲକ୍ଷ୍ନୌ ସୁପର ଜ୍ୟାଂଟସର ମାଲିକ ସଞ୍ଜୀବ ଗୋୟନକା ଓ କ୍ରିକେଟର କେଏଲ ରାହୁଲଙ୍କ ମଧ୍ୟରେ ଉପୁଜିଥିବା ବେଶ ଚର୍ଚ୍ଚାର କାରଣ ସାଜିଥିଲା । ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଲକ୍ଷ୍ନୌ ଶୋଚନୀୟ ଭାବେ ପରାଜିତ ହେବା ପରେ ରାହୁଲଙ୍କ ଉପରେ ସଞ୍ଜୀବ ବିରକ୍ତ…

ମୋଦିଙ୍କୁ ନିର୍ବାଚନ ଲଢ଼ିବା ନେଇ ବାରଣ ହୋଇଥିବା ଅଭିଯୋଗକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିର୍ବାଚନ ଲଢ଼ିବା ନେଇ ବାରଣ ହୋଇଥିବା ଅଭିଯୋଗକୁ  ଆଜି ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ଜଷ୍ଟିସ ବିକ୍ରମ ନାଥ ଓ ଜଷ୍ଟିସ ଏସ୍‌ସି ଶର୍ମାଙ୍କ ଖଣ୍ଡପୀଠ ଆବେଦନକାରୀଙ୍କୁ ଉପଯୁକ୍ତ ଅଧିକାରୀଙ୍କ ପାଖରେ ନିଜର ଅଭିଯୋଗ ଜଣେଇବାକୁ…

ରାଜଧାନୀରେ ଠିକାଦାରଙ୍କ ଗାଡ଼ି ଉପରେ ଚଢ଼ାଉ, ୫ କୋଟି ଜବତ

ଭୁବନେଶ୍ୱର: ଏବେ ନିର୍ବାଚନ ମାହୋଲ ଥିବାବେଳେ ଚାରିଆଡେ ପଇଁତରା ମାରୁଛି ପୋଲିସ । ଯାଞ୍ଚ ପ୍ରକ୍ରିୟା ମଧ୍ୟ କଡାକଡି ରହିଛି । ଏହାରି ଭିତରେ ମୋଟା ରକମର ଟଙ୍କା ଜବତ ହୋଇଛି । ତାହା ପୁଣି ରାଜ୍ୟର ରାଜଧାନୀରୁ । ଆଜି ସୂର୍ଯ୍ୟ ନଗରରେ ଆୟକର ବିଭାଗର ଚଢ଼ାଉ ବେଳେ ଏକ କାର୍ ରୁ ୫ କୋଟି ଟଙ୍କା…

ମୁଁ ବିଜେଡି ବିରୋଧରେ ନୁହେଁ , ବିଜେପି କାମର ହିସାବ ଦେଇ ଭୋଟ ମାଗୁଛି:ହିମନ୍ତ ବିଶ୍ୱଶର୍ମା

ଭୁବନେଶ୍ବର: ଆଜି ଭୁବନେଶ୍ୱରରେ ପ୍ରବୁଦ୍ଧ ନାଗରିକ ସମ୍ମିଳନୀରେ ଯୋଗ ଦେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ତାଙ୍କ ବକ୍ତବ୍ୟ ରଖିଛନ୍ତି ।ସେ କହିଛନ୍ତି ଆମ ପାଖରେ ୪ଶହରୁ ଅଧିକ ସିଟ୍ ଲୋକସଭାରେ ରହିଆସିଛି । କୌଣସି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଆଣିଲା ବେଳେ ୪ଶହରୁ ଅଧିକ ସମର୍ଥନ…

ଆସନ୍ତା ୧୬ରେ ଭୁବନେଶ୍ୱରରେ ମେଗା ରୋଡ ଶୋ’ କରି ଶକ୍ତି ଦେଖାଇବେ ନବୀନ

ଭୁବନେଶ୍ୱର: ଗୁରୁବାର ଅର୍ଥାତ୍ ମେ' ୧୬ ତାରିଖରେ ପ୍ରଚାର ମୈଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଭୁବନେଶ୍ୱରରେ ମେଗା ରୋଡ ଶୋ' କରିବେ ନବୀନ । ରୋଡ ଶୋ’ ପାଇଁ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଡିସିପି…

ପାଟଣାଗଡ଼ ଗାଦିକୁ ଫେରିବେ ମହାରାଜ !

ଭୁବନେଶ୍ବର: ପାଟଣାଗଡରେ ମହାରାଜ ନା ସରୋଜ ? ୫ବର୍ଷର ବ୍ୟବଧାନ ପରେ ପୁଣି ଗଡ କବଜା କରିବେ କି କେଭି ସିଂହଦେଓ ? ନା ଏଥର ବି ସରୋଜ କରିବେ ଶଙ୍ଖନାଦ ? ଗତଥର ଚମକାଇଥିଲା ବଲାଙ୍ଗୀର ଜିଲ୍ଲା ପାଟଣାଗଡ ବିଧାନସଭା ଫଳାଫଳ । ୫ଥରର ବିଧାୟକ ତଥା ବିଜେପିର ହେଭିଓ୍ବେଟ୍ ନେତା କନକ ବର୍ଦ୍ଧନ…

ରାଉରକେଲାରେ ‘ଦିଲ୍ଲୀପ’ ଫ୍ୟାକ୍ଟର

ଭୁବନେଶ୍ବର : ରାଉରକେଲା ଦେଖିବ ରୋଚକ ଲଢେଇ । ମଇଦାନରେ ରାଜନୀତିର ପୁରୁଣା ଖେଳାଳି ଦିଲ୍ଲୀପ ରାୟ । ବଦଳିବ କି ଇସ୍ପାତ ସହର ସମୀକରଣ ? ୨୦୨୪ରେ ହେବ କି ୨୦୧୪ ରିପିଟ୍ ? ଦିଲ୍ଲୀପଙ୍କ ଏଣ୍ଟ୍ରି ପରେ ସାରଦା କିମ୍ବା ବିଜେଡି ପାଇଁ ସହଜ ନୁହେଁ ରାଉରକେଲା ଲଢେଇ । ସେପଟେ ବିଦ୍ରୋହୀ ନିହାର ରାୟ…

ବାମଗଡ଼ରେ ବଦଳିବ ବାଜି !

ଭୁବନେଶ୍ବର : ନା ମୋଦି ଲହର ନା ନବୀନ ହାଓ୍ବା । ଗତ ଦୁଇ ଥର ହେଲା ସିପିଆଇଏମକୁ ବିଜୟୀ କରାଇଛି ସୁନ୍ଦରଗଡ ଜିଲ୍ଲାର ବଣାଇ ବିଧାନସଭା । ଏଥର ବିଜୟର ହ୍ୟାଟ୍ରିକ୍ ମାରିବାକୁ ସମରସଜ୍ଜା କରୁଛି ସିପିଆଇଏମ । ସେପଟେ ବାମଗଡକୁ ପୁଣି କବଜାକୁ ନେବାକୁ ବିଜେପି ଉଦ୍ୟମ କରୁଛି ତ ବିଜୟର ଡେବ୍ୟୁ…

କାହାର ହେବ ବଲାଙ୍ଗୀର ?

ଭୁବନେଶ୍ବର: ବଲାଙ୍ଗୀରରେ କିଏ ମାରିବ ବାଜି ? କଣ୍ଟାବାଞ୍ଝିରେ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲଢୁଛନ୍ତି ତ ବଲାଙ୍ଗୀରରୁ ହିଁ ନବୀନଙ୍କୁ ସିଧା ଚ୍ୟାଲେଞ୍ଜ କରିଛନ୍ତି ମୋଦି। ପ୍ରାର୍ଥୀ ଯିଏ ରହିଲେ ବି ଏଠାରେ ଫାଇଟ୍ ସିଧାସଳଖ ନବୀନ ବନାମ ମୋଦି। ପଶ୍ଚିମ ଓଡିଶାରେ ମୋଦି ଲହରକୁ ମାତ୍…

ଖଣ୍ଡପଡାରେ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର; କହିଲେ, ଦିନରେ ଲଣ୍ଠନ ଦେଖାଉଛି ବିଜେପି

ଭୁବନେଶ୍ବର: ଖଣ୍ଡପଡ଼ାରେ ବିଜେଡି ବରିଷ୍ଠ ନେତା ଭିକେ ପାଣ୍ଡିଆନଙ୍କ ପ୍ରଚାର । ବିଜେଡି ସାଂସଦ ପ୍ରାର୍ଥୀ ଏବଂ ବିଧାୟକ ପ୍ରାର୍ଥୀଙ୍କ ପାଇଁ ମାଗିଲେ ଭୋଟ୍ । ପ୍ରଚାର ସମୟରେ ପାଣ୍ଡିଆନ୍ କହିଛନ୍ତି, ନିର୍ବାଚନ ଆସିଲେ ବିରୋଧୀ ଆସିବେ, ମିଠା ମିଠା କଥା କହିବେ, କୁମ୍ଭୀର କାନ୍ଦଣା କାନ୍ଦିବେ,…