Latest Odisha News

BREAKING NEWS

ଭୋଟ ଦେବା ପରେ କଲେ ପତ୍ନୀଙ୍କ ଅନ୍ତିମ ସଂସ୍କାର

ଓରେୟା: ଉତରପ୍ରଦେଶରେ ଗଣତନ୍ତ୍ରକୁ ଗର୍ବିତ କଲା ଭଳି ଏକ ଖବର ହସ୍ତଗତ ହୋଇଛି । ଏଠାକାର ଦିବିୟାପୁର ଅଂଚଳରେ ପତ୍ନୀଙ୍କ ଅନ୍ତିମ ସଂସ୍କାରକୁ ପଛରେ ପକାଇ ଜଣେ ବ୍ୟକ୍ତି ଆଗ ଭୋଟ ଦେଇଛନ୍ତି । ୮୪ ବର୍ଷୀୟ ରାମଲଖନଙ୍କ ପତ୍ନୀ ସରୋଜ କୁମାରୀଙ୍କ ୭୮ ବର୍ଷ ବୟସରେ ପରଲୋକ ହୋଇ ଯାଇଥିଲା । ସନ୍ଧ୍ୟା…

କର୍ଣ୍ଣାଟକ ଯୌନ ଶୋଷଣ ମାମଲା: ଏଚଡି ରେବନ୍ନାଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

ବେଙ୍ଗାଲୁରୁ: କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ତଥା ଜେଡିଏସ୍ ବିଧାୟକ ଏଚଡି ରେବନ୍ନାଙ୍କୁ ମିଳିଲା ଜାମିନ । ଅପହରଣ ମାମଲାରେ କୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ୫ ଲକ୍ଷ ଟଙ୍କାର ବ୍ୟକ୍ତିଗତ ବଣ୍ଡରେ ଏଚଡି ରେବନ୍ନାଙ୍କୁ ଜାମିନ ପ୍ରଦାନ କରାଯାଇଛି । କର୍ଣ୍ଣାଟକ ଅପହରଣ…

ଚେକିଂ ବେଳେ କାରରୁ ୧୦ ଲକ୍ଷ ଟଙ୍କା ଜବତ କରିଛି ପୋଲିସ

ବୌଦ୍ଧ:ବର୍ତମାନ ନିର୍ବାଚନ ପାଇଁ ଚାରିଆଡେ ପୋଲିସ  ଚେକିଂ ଆରମ୍ଭ କରିଛି । ଚେକିଂ ବେଳେ  କାର୍ ରୁ ୧୦ ଲକ୍ଷ ଟଙ୍କା ଜବତ କରିଛି ପୋଲିସ । ଆଜି ବୌଦ୍ଧ ଓ ନୟାଗଡ଼ ଜିଲ୍ଲା ସୀମାନ୍ତରେ ପୋଲିସ ଗାଡ଼ି ଚେକିଂ କରୁଥିଲା । ଏହି ସମୟରେ ଏକ କାର୍ ରୁ ୧୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଜବତ କରିଛି…

ମାଓ ପ୍ରବଣ ଅଞ୍ଚଳରୁ ମତଦାନ ସାରି ହେଲିକପ୍ଟର ଯୋଗେ ଫେରିଲେ ନିର୍ବାଚନ ଅଧିକାରୀ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ମାଓ ପ୍ରବଣ ଅଞ୍ଚଳରୁ ମତଦାନ ସାରି ଚାରି ଗୋଟି ବୁଥ୍ ରୁ ନିର୍ବାଚନ ଅଧିକାରୀ ଓ କର୍ମଚାରୀ ମାନେ ପ୍ରତ୍ୟାବର୍ତ୍ତନ କରିଛନ୍ତି । ସେହି ଚାରି ଗୋଟି ମତଦାନ କେନ୍ଦ୍ର ଗୁଡିକ ହେଲା ବୋଡ଼େନ ବ୍ଲକ ପାଟଧରା, କାଠଫେର ଓ କୋମନା ବ୍ଲକ ଜାମଗାଁ ଓ ଦେଓସିଲ । ଅପରାହ୍ନ…

କାହାର ହେବ ଭଞ୍ଜନଗର ?

ଭୁବନେଶ୍ବର : ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ବିଧାନସଭା ଆସନ । ଦିନେ କଂଗ୍ରେସର ଗଡ ଥିବା ଏହି ସିଟ୍ ପାଲଟିଛି ବିଜେଡିର ଅଭେଦ୍ୟ ଦୁର୍ଗ। ଭଞ୍ଜନଗରରେ ବିଜେଡିରୁ ପୁଣି ପ୍ରାର୍ଥୀ ହୋଇଛନ୍ତି ଦଳର ଟାଣୁଆ ନେତା ବିକ୍ରମ କେଶରୀ ଆରୁଖ। ଗତ ଛଅ ଥର ହେଲା ଏଠାରୁ ଜିତି ଆସୁଛନ୍ତି ଆରୁଖ । ଏଥର ସପ୍ତମ ଥର…

ଘରକଳି ବିଗାଡିବ ବିଜେପୁର ଅଙ୍କ !

ଭୁବନେଶ୍ବର : ବିଜେପୁରରେ ପ୍ରାର୍ଥୀ ରିପିଟ୍ କରିଛନ୍ତି ଉଭୟ ବିଜେଡି ଓ ବିଜେପି । ବିଜେଡିରୁ ପୁଣି ରୀତା ସାହୁ ପ୍ରାର୍ଥୀ ହୋଇଛନ୍ତି ତ ବିଜେପିରୁ ମଇଦାନକୁ ଓହ୍ଲାଇଛନ୍ତି ସନତ ଗଡତିଆ । ଦିନେ କଂଗ୍ରେସର ଗଡ ରହିଥିଲା ବିଜେପୁର । କଂଗ୍ରେସରୁ ସୁବଳ ସାହୁ ତିନି ତିନି ଥର ବିଜେପୁରରୁ ବିଜୟୀ…

ପଦମପୁରରେ ଏଥର ବଦଳିବ ବାଜି !

ଭୁବନେଶ୍ବର: ବରଗଡ ଜିଲ୍ଲାର ପଦମପୁର ବିଧାନସଭା ନିର୍ବାଚନମଣ୍ଡଳୀ । ଦୁଇ ବର୍ଷ ତଳେ ଚର୍ଚ୍ଚାରେ ରହିଥିଲା ପଦମପୁର ଉପନିର୍ବାଚନ । ୨୦୧୯ର ବିଜେତା ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ବିୟୋଗ ପରେ ତାଙ୍କ ଝିଅ ବର୍ଷା ସିଂ ବରିହା ଉପନିର୍ବାଚନ ଲଢି ବିଜୟୀ ହୋଇଥିଲେ । ବିଜେପି ପ୍ରାର୍ଥୀ…

କାର୍ଯ୍ୟରେ ଅବହେଳା: ୩ ପ୍ରିଜାଇଡିଂ ଅଫିସରଙ୍କୁ ନିଲମ୍ବନ ସହ ୨ ଜଣଙ୍କୁ ଗିରଫ ନିର୍ଦ୍ଦେଶ

ଭୁବନେଶ୍ବର: ରାଜ୍ୟରେ ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଚାଲିଥିବାବେଳେ କାର୍ଯ୍ୟରେ ଅବହେଳା ଯୋଗୁଁ ୩ ଜଣ ପ୍ରିଜାଇଡିଂ ଅଫିସରଙ୍କୁ ନିଲମ୍ବନ ସହ ୨ ଜଣଙ୍କୁ ଗିରଫ ନିର୍ଦ୍ଦେଶ ଦିଆଯାଇଛି । ଗଞ୍ଜାମ ଜିଲ୍ଲାପାଳଙ୍କୁ ନିଲମ୍ବନ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ…

ପ୍ରଚାର ବେଳେ ବିଜେପି କର୍ମୀଙ୍କୁ ମାଡ

ଭଞ୍ଜନଗର : ନିର୍ବାଚନ ପ୍ରଚାର ବେଳେ ବିଜେପି କର୍ମୀଙ୍କୁ ଆକ୍ରମଣ । ତିଲିସିଙ୍ଗା ଗାଁରେ ବିଜେପି ଓ ବିଜେଡି ଉଭୟ ଦଳର ବିଧାୟକ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନୀ ପ୍ରଚାର ଚାଲିଥିଲା । ଏହାରି ଭିତରେ ଦୁଇ ଦଳ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ଦୁଇ ଦଳ ହାତାହାତି ସମୟରେ ବିଜେଡି କର୍ମୀଙ୍କ…

ରାଜ୍ୟରେ ଦିନ ୩ଟା ସୁଦ୍ଧା ୫୨.୯୧ ପ୍ରତିଶତ ମତଦାନ

ଭୁବନେଶ୍ବର: ରାଜ୍ୟରେ ଚାଲିଛି ପ୍ରଥମ ପ୍ରର୍ଯ୍ୟାୟ ମତଦାନ । ଭୋଟ୍ ଦେଇ ନିଜର ମତ ସାବ୍ୟସ୍ତ କରୁଛନ୍ତି ଲୋକେ । ତେବେ ଅପରାହ୍ନ ୩ଟା ସୁଦ୍ଧା ୫୨.୯୧ ପ୍ରତିଶତ ମତଦାନ ହୋଇଛି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ। ସେଥିମଧ୍ୟରୁ ସର୍ବାଧିକ…