Latest Odisha News

BREAKING NEWS

ଝାରସୁଗୁଡ଼ା: ପ୍ରତିଶ୍ରୁତି ବାବଦରେ ମନେପକାଇ ବିଜେଡି ନେତ୍ରୀ ଦୀପାଳି ଦାସଙ୍କୁ ଘେରିଲେ ଭୋଟର

ଝାରସୁଗୁଡା: ବିଜେଡି ବିଧାୟକ ପ୍ରାର୍ଥୀ ଦୀପାଳି ଦାସ ୨୦୧୯ ନିର୍ବାଚନ ପରଠାରୁ ପ୍ରତିଶ୍ରୁତି ପୂରଣ ହୋଇନଥିବାରୁ ଗ୍ରାମବାସୀଙ୍କ ଆକ୍ରୋଶର ସମ୍ମୁଖୀନ ହୋଇଛନ୍ତି। ମାଳିବେଉଁରା ଗାଁରେ ଏହାକୁ ନେଇ ବୟାନବାଜି ସହ ପାଟିତୁଣ୍ଡ ହୋଇଥିଲା। ଯାହା ନିଜ ନିର୍ବାଚନମଣ୍ଡଳୀରେ ଥିବା ଗ୍ରାମବାସୀଙ୍କ…

ମୋଦୀଙ୍କ ନେତୃତ୍ୱ ବିଶ୍ୱସ୍ତରରେ ସ୍ୱୀକୃତି ପାଇଛି, ତଥାପି ଓଡ଼ିଶା ପଛରେ: ଭର୍ତ୍ତୃହରି ମହତାବ

କଟକ: କଟକ ଲୋକସଭା ପାଇଁ ବିଜେପି ପ୍ରାର୍ଥୀ ଭର୍ତ୍ତୃହରି ମହତାବ ଚଳିତ ନିର୍ବାଚନ ପାଇଁ ଦଳର ବିଜୟ ସମ୍ଭାବନା ଉପରେ ଆସ୍ଥା ପ୍ରକଟ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ବିଶ୍ୱସ୍ତରରେ ଉଲ୍ଲେଖନୀୟ ସ୍ୱୀକୃତି ପାଇଛି, ତଥାପି ଓଡ଼ିଶା ତୁଳନାତ୍ମକ ବିକାଶ ଅନୁଭବ…

ସୁଜାତା କାର୍ତ୍ତିକେୟନ୍‌ଙ୍କୁ ଅର୍ଥ ବିଭାଗକୁ ବଦଳି, ମିଶନଶକ୍ତି ବିଭାଗ ଦାୟିତ୍ୱ ନେଲେ ଶାଳିନୀ ପଣ୍ଡିତ

ଭୁବନେଶ୍ବର: ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ମିଳିଲା ବଡ଼ ଦାୟିତ୍ୱ । ୨୦୦୦ ବ୍ୟାଚ୍ ଆଇଏଏସ୍ ଅଫିସର ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ମିଶନ ଶକ୍ତି ସଚିବ ପଦରୁ ହଟାଇ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ନିଯୁକ୍ତି କରାଯାଇଛି । ଅନ୍ୟପଟେ ତାଙ୍କ ବଦଳରେସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…

ରୋହିତ ଭେମୁଲା ଦଳିତ ନ ଥିଲେ, କ୍ଲୋଜର ରିପୋର୍ଟ ଦାଖଲ କଲେ ହାଇକୋର୍ଟ

ହାଇଦ୍ରାବାଦ: ବହୁ ଚର୍ଚ୍ଚିତ ରୋହିତ ଭେମୁଲା ମୃତ୍ୟୁ ମାମଲାରେ ଆଜି ପୂର୍ଣ୍ଣଚ୍ଛେଦ ପଡିଛି । ତେଲେଙ୍ଗାନା ହାଇକୋର୍ଟ ଏହି କେସର କ୍ଲୋଜର ରିପୋର୍ଟ ଶୁକ୍ରବାର ଦାଖଲ କରିଛି । ରୋହିତ ଦଳିତ ନ ଥିଲେ । ସେ ଜାଲ ପ୍ରମାଣପତ୍ର ଦେଇ ନିଜ ନାମ ଲେଖାଇଥିଲେ । ପ୍ରକୃତ ଜାତି ଜଣା ପଡିଯିବା ଭୟରେ ସେ…

ବାଜି ବଦଳାଇବେ ସ୍ବାଧୀନ !

ଭୁବନେଶ୍ବର : ମିଳିଲାନି ଦଳୀୟ ଟିକେଟ୍ । ନିରାଶ ହେବା ପରେ ବଡ ନିଷ୍ପତ୍ତି । ସ୍ବାଧୀନ ଭାବେ ଲଢିବାକୁ ନେତାଙ୍କ ସଜବାଜ । ଅସନ୍ତୁଷ୍ଟ ହେବେ କି ଦଳୀୟ ପ୍ରାର୍ଥୀଙ୍କ ବିଜୟରେ ବାଧା ? ଭୋଟ୍ ଭାଗ କରିବେ କି ସ୍ବାଧୀନ ? ବିଗିଡିଯିବ କି ଦଳର ବିଜୟ ଅଙ୍କକଷା ? ସ୍ବାଧୀନ ବଦଳାଇବେ କି ସମୀକରଣ ?…

ନେତାଙ୍କୁ ପସନ୍ଦ ଏମିତି ଡ୍ରେସ୍

ଭୁବନେଶ୍ବର: ଜନତାଙ୍କ ସାମନାକୁ କେମିତି ଆସନ୍ତି ନେତା ? କାହାକୁ ପସନ୍ଦ କେମିତି ଡ୍ରେସ୍ ? କାହାକୁ କୁର୍ତ୍ତା ପାଇଜାମା ପସନ୍ଦ ତ କିଏ ପିନ୍ଧନ୍ତି ଧୋତି ପଞ୍ଜାବୀ । ଦିନକୁ ଦିନ ଧୋତିପିନ୍ଧା ନେତାଙ୍କ ସଂଖ୍ୟା କମିଲାଣି। ଅନେକ ଯୁବ ନେତା ଏବେ ମଇଦାନରେ ପ୍ୟାଣ୍ଟ ସାର୍ଟ ପିନ୍ଧିଲେଣି ।…

ମାନିଲେନି ସୌମ୍ୟ? ସାବିତ୍ରୀଙ୍କୁ ଟିକେଟ୍

ଭୁବନେଶ୍ବର: ଖଣ୍ଡପଡାରେ ବିଜେଡିର ବଡ ସରପ୍ରାଇଜ୍ । ନା ସୌମ୍ୟ ଫେରିଲେ ନା ଅନୁଭବଙ୍କୁ ଭରସା କଲା ଦଳ । ସାବିତ୍ରୀ ପ୍ରଧାନଙ୍କୁ ଟିକେଟ୍ ଦେଇ ମହିଳା କାର୍ଡ ଖେଳିଛି ବିଜେଡି । ଖଣ୍ଡପଡାରେ ନୂଆ ଚେହେରାଙ୍କୁ ଓହ୍ଲାଇ ବିଜୟ ଅଙ୍କ କଷିଛି ଦଳ । ତେବେ ଟିକେଟ୍ ଘୋଷଣା ହେଉ ହେଉ ଦଳ ଛାଡିଛନ୍ତି…

‘ମତଦାନ ହାର ବୃଦ୍ଧି ଦିଗରେ ସଚେତନତା ସୃଷ୍ଟିରେ ଛାତ୍ରଛାତ୍ରୀମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ…

ଭୁବନେଶ୍ୱର: ଦେଶରେ ଏବେ ଚାଲିଛି ନିର୍ବାଚନର ପର୍ବ । ସାଧାରଣ ନିର୍ବାଚନ-୨୦୨୪ ଅବସରରେ ସରଗରମ ରହିଛି ଦେଶର ମାହୋଲ । ଏହାରିଭିତରେ ରାଜ୍ୟରେ ମତଦାନ ଭଳି ଗଣତନ୍ତ୍ରର ମହାନ ପର୍ବରେ ଏକକାଳୀନ ସମସ୍ତ ନାଗରିକ ସାମିଲ ହେବାକୁ ଆହ୍ବାନ ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ…

ମୁମ୍ବାଇ-କୋଲକାତା ମ୍ୟାଚରେ ଟସକୁ ନେଇ ବିବାଦ

ମୁମ୍ବାଇ: ୱାଙ୍ଖେଡ ଷ୍ଟାଡିୟମରେ ଶୁକ୍ରବାର ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଚଳିତ ଆଇପିଏଲର ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲା ଖେଳାଯାଉଛି । ତେବେ ଏହି ମ୍ୟାଚରେ ଟସକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ହାର୍ଦ୍ଦିକ ପାଣ୍ଡ୍ୟା ଟସ ପକାଇଥିଲେ । କଏନ ତଳେ…

ଟାଟା ଷ୍ଟିଲ୍ ଏସଇଜେଡରେ ହାଇଜେନ୍‌କୋର ନୂତନ ପ୍ରକଳ୍ପ ଦ୍ୱାରା ଆହୁରି ସୁଦୃଢ ହେବ ଭାରତର ସବୁଜ ଇନ୍ଧନ କ୍ଷେତ୍ର

ଭୁବନେଶ୍ୱର: ଟାଟା ଷ୍ଟିଲ୍ ଏସଇଜେଡରେ ହାଇଜେନ୍‌କୋର ନୂତନ ପ୍ରକଳ୍ପ ଦ୍ୱାରା ଆହୁରି ସୁଦୃଢ ହେବ ଭାରତର ସବୁଜ ଇନ୍ଧନ କ୍ଷେତ୍ର । ଏନେଇ ଟାଟା ଷ୍ଟିଲ୍ ସ୍ପେଶାଲ ଇକୋନୋମିକ୍ ଜୋନ୍ ଲିମିଟେଡ୍ (ଟିଏସ୍‌ଏସ୍‌ଇଜେଡ୍‌ଏଲ୍‌) ଏବଂ ଏଚ୍‌ଏଚ୍‌ପି ଫାଇଭ୍ ପ୍ରାଇଭେଟ୍ ଲିମିଟେଡ୍ (ହାଇଜେନ୍‌କୋ) ମଧ୍ୟରେ…