Latest Odisha News

ୟଶ ଅଭିନୀତ ଟକ୍ସିକ ଫିଲ୍ମରୁ ଓହରିଲେ କରୀନା

ମୁମ୍ବାଇ: ସାଉଥ ସୁପର ଷ୍ଟାର ତଥା କେଜିଏଫ ଫେମ ୟଶ ଅଭିନୀତ ଟକ୍ସିକ ଫିଲ୍ମରୁ ବଲିଉଡ ଅଭିନେତ୍ରୀ କରୀନା କାପୁର ଓହରି ଯାଇଛନ୍ତି । ଗୀତୁ ମୋହନଦାସଙ୍କ ନିର୍ଦ୍ଦେଶନାରେ ନିର୍ମିତ ହେଉଥିବା ଏହି ଫିଲ୍ମ କରୀନାଙ୍କ କ୍ୟାରିୟରକୁ ନୂତନ ମୋଡ ଦେବ ବୋଲି ଅନୁମାନ କରାଯାଉଥିଲା । ତେବେ କରୀନା କେଉଁ…

ପୁରୀରେ ନାମାଙ୍କନ ଭରିଲେ ହେଭିଓ୍ବେଟ୍ ନେତା

ପୁରୀ: ପୁରୀରେ ନାମାଙ୍କନ ଭରିଲେ ସତ୍ୟବାଦୀ ବିଜେପି ବିଧାନସଭା ପ୍ରାର୍ଥୀ ଓମ୍ ପ୍ରକାଶ ମିଶ୍ର । ନିଜର ହଜାର ହଜାର ସମର୍ଥକଙ୍କ ସହ ଶକ୍ତି ପ୍ରଦର୍ଶନ ପୂର୍ବକ ଯାଇ ରିଟର୍ଣ୍ଣିଂ ଅଫିସର ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ନାମାଙ୍କନ ପତ୍ର ଭରିଛନ୍ତି । ନାମାଙ୍କନ ଭରିବା ପରେ ଓଡ଼ିଆ ଅସ୍ମିତା ଓ…

ବିଶାଳ ଶୋଭାଯାତ୍ରାରେ ଆସି ନାମାଙ୍କନ ପତ୍ର ଦାଖଲ କଲେ ବାସନ୍ତୀ ହେମ୍ବ୍ରମ

ମୟୂରଭଞ୍ଜ: ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ନିର୍ବାଚନରେ ବାଜିମାତ କରିବା ପାଇଁ ବିଭିନ୍ନ ଦଳ ମଧ୍ୟରେ ଆରମ୍ଭ ହୋଇଛି ସେତିକି କସରତ । ତେବେ କିଛି ଦଳ ନିଜ ନିଜର କର୍ମୀମାନଙ୍କୁ ନେଇ ନିର୍ବାଚନ ବୈତରଣୀ ପାର ହେବା ପାଇଁ ଉଦ୍ୟମ ଚଳାଇଥିବା ବେଳେ କରଞ୍ଜିଆରେ ଶୁଭିଲା ଯୋଡିଶଙ୍ଖର…

ଆଇସିସି ର‌୍ୟାଙ୍କିଙ୍ଗ: ଦିନିକିଆ, ଟି୨୦ରେ ଭାରତ ନମ୍ବର ୱାନ

ନୂଆଦିଲ୍ଲୀ: ସୀମିତ ଓଭର ବିଶିଷ୍ଟ କ୍ରିକେଟରେ ଭାରତର ତାର ପ୍ରାଧାନ୍ୟ ବଳବତର ରଖିଛି । ସଦ୍ୟ ପ୍ରକାଶିତ ଆଇସିସି ର‌୍ୟାଙ୍କିଙ୍ଗରେ ଭାରତ ଉଭୟ ଦିନିକିଆ ଓ ଟି୨୦ରେ ଶୀର୍ଷ ସ୍ଥାନରେ ରହିଛି । ଅଷ୍ଟ୍ରେଲିଆ ଟେଷ୍ଟରେ ଏକ ନମ୍ବର ସ୍ଥାନ ହାସଲ କରିଛି । ଭାରତ ଦ୍ୱିତୀୟ ସ୍ଥାନକୁ ଖସି ଆସିଛି ।…

ଦିନକ ପରେ ପୁଣି ଫେରିଲା ତାତି, ୪୧ ଟପିଲା ତାପମାତ୍ରା

ଭୁବନେଶ୍ବର: ପୁଣି ସ୍ବାଭାବିକ ୪୦ ଟପିଲା ତାପମାତ୍ରା । ଦିନ ୨.୩୦ ସୁଦ୍ଧା ଭୁବନେଶ୍ବରରେ ୪୧.୬ ଡିଗ୍ରୀ ରେକର୍ଡ । ତେବେ ରାଜ୍ୟରେ ଅସହ୍ୟ ତାତି ଜାରି ରହିଥିବା ବେଳେ ଗତକାଲି ରେକର୍ଡ ପାର୍ ତାତିରୁ ଟିକେ ଆଶ୍ବସ୍ତି ମିଳିଥିଲା । ପୁଣି ଆଜି ତାପମାତ୍ରା ୪୦ ଡିଗ୍ରୀ ଟପିଛି । ଦିନ ୨ଟା ୩୦…

ସାଧାରଣ ନିର୍ବାଚନ ୨୦୨୪: ବରଗଡରେ ନାମାଙ୍କନ ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ନିପନ ଦାସ ଓ ସ୍ୱାଧୀନ ପ୍ରାର୍ଥୀ ନନ୍ଦନ…

ବରଗଡ: ୨୦୨୪ ସାଧାରଣ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ଆଜି ଅଷ୍ଟମ ତଥା ଶେଷ ଦିନ । ଶେଷ ଦିନରେ ବରଗଡ ବିଧାନସଭା ଆସନ ପାଇଁ କଂଗ୍ରେସ ଦଳର ବିଧାୟକ ପ୍ରାର୍ଥୀ ନିପନ ଦାସ ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେହିପରି ଏହି ଆସନରେ ସ୍ୱାଧୀନ ପ୍ରାର୍ଥୀ ଭାବେ କୋଶଲ ସମର୍ଥିତ…

ଜିଏସଟି ଆକ୍ଟ ; କେନ୍ଦ୍ରକୁ ଡାଟା ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ;  ଜିଏସଟି ଆକ୍ଟରେ ଜାରି ହୋଇଥିବା ସମସ୍ତ ନୋଟିସ ଓ ଗିରଫ ଉପରେ ତଥ୍ୟ ଦେବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ । ସୁପ୍ରିମ କୋର୍ଟଙ୍କ କହିବା ଅନୁସାରେ ବେଳେ ବେଳେ ଜିଏସଟି ପୈଠ କରିନଥିବା ବ୍ୟକ୍ତିଙ୍କୁ ଗିରଫ ନକରାଯାଇ ବାରମ୍ବାର ଗିରଫ ନୋଟିସ ଦିଆଯାଇ ହଇରାଣ…

ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବସ୍ ଦୁର୍ଘଟଣାଗ୍ରସ୍ତ, ୧୭ ଜଣ ଯବାନ ଆହତ

ରାୟପୁର: ଛତିଶଗଡର ରାୟଗଡ ଜିଲ୍ଲାରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି । ନିର୍ବାଚନ ଡ୍ୟୁଟିରେ ନିୟୋଜିତ ବିଏସଏଫ୍ ଯବାନଙ୍କୁ ନେଇ ଫେରୁଥିବାବେଳେ ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଯେଉଁଥିରେ ୧୭ ଜଣ ଯବାନ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଧରମଜୟଗଡ ସିଭିଲ ହସ୍ପିଟାଲରେ ଚିକିତ୍ସା ପାଇଁ…

୨୪ ଘଣ୍ଟାର ବ୍ରେକ୍ ପରେ ବଢିଲା ତାପମାତ୍ରା, ପୁଣି ୪୦ ଡିଗ୍ରୀ ଡେଇଁଲା ରାଜଧାନୀ ତାତି

ଭୁବନେଶ୍ଵର: ଗୋଟିଏ ଦିନର ବ୍ରେକ ପରେ ପୁଣି ବଢିଛି ତାତି । ଗତ ୨୪ ଘଣ୍ଟା ପରେ ୪୦ ଡିଗ୍ରୀ ଟପିଛି ଭୁବନେଶ୍ଵର ତାତି । ଆଜି ଦିନ ସାଢେ ୨ଟା ସୁଦ୍ଧା ଭୁବନେଶ୍ୱରରେ ୪୧.୬ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ସମ୍ବଲପୁରରେ ୪୨.୫ ଡ଼ିଗ୍ରୀ ରେକର୍ଡ କରାଯାଇଛି । ଏଥିସହ ସମ୍ବଲପୁର ପାଲଟିଛି…

ଖାରବେଳ ସ୍ୱାଇଁଙ୍କ ଘୋଷଣା; ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ

ଭୁବନେଶ୍ୱର: ବାଲେଶ୍ୱର ଲୋକସଭା ଆସନରୁ ସ୍ୱାଧୀନ ଭାବେ ଲଢିବେ ଖାରବେଳ ସ୍ୱାଇଁ । ଏନେଇ ଆଜି ଘୋଷଣା କରିଛନ୍ତି ଖାରବେଳ । ଚଳିତ ନିର୍ବାଚନରେ ସେ ବାଲେଶ୍ବର ଆସନରୁ ବିଜେପି ଟିକେଟ୍ ପାଇଁ ଆଶାୟୀ ଥିବାବେଳେ, ହେଲେ ଦଳ ତାଙ୍କ ବଦଳରେ ପୁଣି ଥରେ ପ୍ରତାପ ଷଡଙ୍ଗୀଙ୍କୁ ପ୍ରାର୍ଥୀ କରିଛି । ଯାହାକୁ…