ପୁଣି ବଡ ମହାସ୍ନାନ କଲେ ମହାପ୍ରଭୁ..
ପୁରୀ: ପୁଣି ଆଜି ସକାଳୁ ସକାଳୁ ବଡ ମହାସ୍ନାନ କଲେ ମହାପ୍ରଭୁ । ଶ୍ରୀମନ୍ଦିରରେ ଛେପ ପଡିବା ପରେ ତିନିଠାକୁରଙ୍କ ବଡ ମହାସ୍ନାନ ନରତି ଅନୁଷ୍ଠିତ ହୋଇଥିଲା । ଏଥିପାଇଁ କିଛି ସମୟ ପାଇଁ ବନ୍ଦ ରହିଥିଲା ସାଧାରଣ ଦର୍ଶନ ।
ତେବେ ଆଜି ଶ୍ରୀମନ୍ଦିର ଭିତରକାଠ ନିକଟରେ ଛେପ ପଡିଥିବା…