Latest Odisha News

BREAKING NEWS

ରାଜ୍ୟରେ ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର: ସ୍ୱଚ୍ଛ ନିର୍ବାଚନ ହେଉଛି ଭାରତୀୟ ଗଣତନ୍ତ୍ରର ମୂଳଭିତ୍ତି । ସ୍ୱଚ୍ଛ, ମୁକ୍ତ ଓ ଅବାଧ ନିର୍ବାଚନ ପ୍ରକ୍ରିୟାର ଫଳ ସ୍ୱରୂପ ହିଁ ବିଶ୍ୱର ସର୍ବବୃହତ ଗଣତନ୍ତ୍ର ଭାରତ ସମଗ୍ର ବିଶ୍ୱ ପାଇଁ ଏକ ଉଦାହରଣ ପାଲଟିଛି । ଭାରତୀୟ ଗଣତନ୍ତ୍ରର ଏହି ପ୍ରତିଷ୍ଠାକୁ ବଜାୟ ରଖିବା ଓ ଦେଶରେ ଏକ…

ନିର୍ବାଚନ ଲଢ଼ିବେ ବରିଷ୍ଠ ନେତା ଦିଲୀପ ରାୟ

ଦିଲ୍ଲୀ: ନିର୍ବାଚନ ଲଢ଼ିବେ ବରିଷ୍ଠ ନେତା ଦିଲୀପ ରାୟ କୋଇଲା ଦୁର୍ନୀତି ମାମଲାରେ ଦୋଷୀ ସାବସ୍ତ୍ୟ ପୂର୍ବତନ କେନ୍ଦ୍ର କୋଇଲା ମନ୍ତ୍ରୀ ଦିଲୀପ ରାୟ ଚଳିତ ନିବାର୍ଚନ ଲଢ଼ିବେ । କୋର୍ଟର ରହିତାଦେଶ ପରେ ଦିଲୀପ ଙ୍କ ମିଳିଲା ଆଶ୍ଵସ୍ତି । ୧୯୯୯ ମସିହାରେ ଝାଡ଼ଖଣ୍ଡ ବ୍ଲକ ଆବଣ୍ଟନରେ ଅନିୟମିତତା…

ନିର୍ବାଚନ ଲଢିବେ କି ଅଭିନେତା ସଞ୍ଜୟ, ଜାଣନ୍ତୁ କ’ଣ କହିଲେ…

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ଦେଶର ସବୁଠାରୁ ବଡ ଟିକସଦାତାମାନଙ୍କ ମଧ୍ୟରେ ଗୋଟିଏ । ତାଙ୍କ ପରିବାରର ପ୍ରାୟତଃ ସଦସ୍ୟ ରାଜନୀତିର ଏକ ଅଂଶ । ଆସନ୍ତା ଲୋକସଭା ନିର୍ବାଚନ ପାଇଁ ​​କଂଗ୍ରେସ ତାଙ୍କୁ ହରିୟାଣାର କର୍ଣ୍ଣଲ ଆସନରୁ ଟିକେଟ ଦେବା ନେଇ ଚର୍ଚ୍ଚା ଜୋର ଧରିଥିଲା । କିନ୍ତୁ…

ମଣ୍ଡି ଆସନ ପାଇଁ ପ୍ରସ୍ତୁତ ବିଜେପି-କଂଗ୍ରେସ, କଙ୍ଗନାଙ୍କୁ କଡ଼ା ଟକ୍କର ଦେବେ ପ୍ରିୟଙ୍କା !

ନୂଆଦିଲ୍ଲୀ: ନିର୍ବାଚନ ସମୟରେ ଏକ ଦଳକୁ ବିଜୟ ହାସଲ କରିବାକୁ ହେଲେ ପ୍ରତ୍ୟେକ ରାଜ୍ୟ ସେହି ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଯେଉଁ ରାଜ୍ୟରେ ଦଳ ଶାସନ କରେ ଏବଂ ନିଜେ କ୍ଷମତାରେ ଥାଏ, ସେହି ରାଜ୍ୟ ଉକ୍ତ ଦଳ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଯାଏ। ପୂର୍ବରୁ ହିମାଚଳ ପ୍ରଦେଶର ମଣ୍ଡି…

ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ିବେ ଦେଶର ଜଣେ କିନ୍ନର

ବାରାଣାସୀ :ଲୋକସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ନେତା ଆଉ ଜନତା ଙ୍କ ମଧ୍ୟରେ ଚଞ୍ଚଳତା ଦେଖିବାକୁ ମିଳୁଛି। ସେପଟେ ପ୍ରାର୍ଥୀ ଚୟନକୁ ନେଇ ଲୋକଙ୍କ ଭିତରେ ସୃଷ୍ଟି ହେଉଛି ଉତ୍କଣ୍ଠା। ବର୍ତମାନ ଦେଶର ଜଣେ କିନ୍ନର ମହାମଣ୍ଡଳେଶ୍ୱର ହେମାଙ୍ଗୀ ସଖି ପ୍ରଥମ ଥର ପାଇଁ ବାରାଣାସୀ…

ଇନଷ୍ଟାଗ୍ରାମରେ ଯୁବତୀଙ୍କୁ ପ୍ରେମ ନିବେଦନ କରି ଟଙ୍କା ଲୁଟିବା ଅଭିଯୋଗରେ ଯୁବକ ଗିରଫ

ରାଉରକେଲା: ଇନଷ୍ଟାଗ୍ରାମରେ ଯୁବତୀଙ୍କୁ ପ୍ରେମ ନିବେଦନ କରି ଟଙ୍କା ଲୁଟିବା ଅଭିଯୋଗରେ ଜଣେ ଯୁବକ ଗିରଫ। ସୋମବାର ରାଉରକେଲା ରେଳ ଷ୍ଟେସନରୁ ଉକ୍ତ ଯୁବକଙ୍କୁ ଗିରଫ କରାଯାଇଛି। ଉକ୍ତ ଯୁବକ ତେଲେଙ୍ଗାନାର ବାସିନ୍ଦା ହୋଇଥିବା ବେଳେ ଅଭିଯୁକ୍ତ ଜଣକ କଦମ ସଦାସିବ ବୋଲି ଜଣାପଡିଛି।…

ଆଦିବାସୀଙ୍କୁ ସେମାନଙ୍କ ହକ୍ ମିଳିବା ଦରକାର: ରାହୁଲ ଗାନ୍ଧୀ

ଭୋପାଲ: କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଆଜି ମଧ୍ୟପ୍ରଦେଶର ସେଓନିରେ ଆୟୋଜିତ ଏକ ସାଧାରଣ ସଭାରେ ଯୋଗ ଦେଇ କହିଛନ୍ତି ଯେ, ଆଦିବାସୀଙ୍କୁ ସେମାନଙ୍କ ସ୍ଵାଧିନତା ମିଳିବା ନିହାତି ଆବଶ୍ୟକ । ପହଞ୍ଚିଥିଲେ ଅର୍ଥାତ୍ 8 ଏପ୍ରିଲରେ। ସେ କହିଛନ୍ତି ଯେ ଆଦିବାସୀ ଏକ ବିଚାରଧାର ।…

ସୋସିଆଲ ମିଡିଆରେ ରାହୁଲ ଗାନ୍ଧୀଙ୍କ ଲୋକପ୍ରିୟତା ଅଧିକ, କଂଗ୍ରେସ ଜାରି କଲା ତଥ୍ୟ

ନୂଆଦିଲ୍ଲୀ: ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୀତି ସେତେ ସରଗରମ ହେବାରେ ଲାଗିଛି। ଏହାରି ଭିତରେ ସୋସିଆଲ ମିଡିଆରେ ରାଜନୈତିକ ଦଳ ମଧ୍ୟରେ ବାକ୍ ଯୁଦ୍ଧ ମଧ୍ୟ ଚାଲିଛି। ସୋସିଆଲ ମିଡିଆରେ ଲୋକପ୍ରିୟତା ସମ୍ପର୍କରେ ବିଜେପି ଏବଂ କଂଗ୍ରେସ ମଧ୍ୟରେ ଚାଲିଛି ତଥ୍ୟଯୁଦ୍ଧ। ଏହି ସମୟରେ କଂଗ୍ରେସର…

ସୋ-କଜ୍ ନୋଟିସର ଉତ୍ତର ଦେଲେ ସୁର, କହିଲେ ମୁଁ ଗୋଟା ପଣେ କଂଗ୍ରେସର

ଭୁବନେଶ୍ଵର: ମୁଁ ଗୋଟା ପଣେ କଂଗ୍ରେସର, ମଲା ପର୍ଯ୍ୟନ୍ତ ବି କଂଗ୍ରେସରେ ରହିବି । କଂଗ୍ରେସ ତରଫରୁ ଜାରି ହୋଇଥିବା କାରଣ ଦର୍ଶାଅ ନୋଟିସର ଉତ୍ତର ରଖିଛନ୍ତି ବିଧାୟକ ସୁର ରାଉତରାୟ । ସୁର କହିଛନ୍ତି ଯେ, ମୁଁ କୌଣସି ଦଳ ପାଇଁ ପ୍ରଚାର କରିନାହିଁ । କୌଣସି ଦଳର ରାଲି କିମ୍ବା ସଭାକୁ ମଧ୍ୟ…

‘କ୍ଷମତାକୁ ଆସିଲେ ଲୋକଙ୍କୁ କମ୍ ଦାମରେ ଦେବି କ୍ୱାଲିଟି ମଦ’

ବିଶାଖାପାଟନମ୍: ପାଖେଇ ଆସିଲାଣି ଲୋକସଭା ନିର୍ବାଚନ । ସରଗରମ ହେଲାଣି ରାଜନୈତିକ ମାହୋଲ । ଆରମ୍ଭ ହୋଇଗଲାଣି ରାଜନୈତିକ କସରତ । ନେତା ମନ୍ତ୍ରୀମାନେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ପନ୍ଥା ଆପଣଉଛନ୍ତି । ଏହାରି ଭିତରେ ତେଲୁଗୁ ଦେଶମ ପାର୍ଟି ମୁଖ୍ୟ ତଥା ଆନ୍ଧ୍ର ପ୍ରଦେଶର ପୂର୍ବତନ…